ଫଟା, ଚିରା ବସ୍ତ୍ର ପିନ୍ଧିଛନ୍ତି କି ? ସାବଧାନ ରୁହନ୍ତୁ, ନହେଲେ…

<p>ଭୁବନେଶ୍ୱର (ଓଡିଶା ରିପୋର୍ଟର): କିଛି ଲୋକ ଅଛନ୍ତି ବସ୍ତ୍ର ପରିଧାନ ବା ପୋଷାକ ଉପରେ ଏତେଟା ଧ୍ୟାନ ଦିଅନ୍ତି ନାହିଁ। ଯାହା ମିଳିଲା ପିନ୍ଧି ଦିଅନ୍ତି। କିଛି ଲୋକ ଅଛନ୍ତି ଡ୍ରେସ୍&zwnj; ଟିକେ କଣା କିମ୍ବା ଫଟାଥିଲେ ମଧ୍ୟ ବିନା କୌଣସି ଦ୍ୱିଧାରେ ପିନ୍ଧି ଦିଅନ୍ତି। ହଁ... ଟିକେ କଣା ହୋଇଛି ତ ଦେ ଚଳେଇ ଦେବା ଭାବି ପିନ୍ଧି ଦିଅନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏପରି କରିବା ଅନୁଚିତ୍&zwnj;। କାରଣ ଯଦି ଡ୍ରେସ୍&zwnj;ରେ ନିଆଁ ପଡି କଣା ହୋଇଯାଇଛି କିମ୍ବା ଡ୍ରେସ୍&zwnj; ଟିକେ ଚିରି ଯାଇଛି ଦେଖୁଛନ୍ତି ତେବେ ସେ ଡ୍ରେସ୍&zwnj;କୁ କେବେ ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। ଫଟା ଓ କଣା ଥିବା ଡ୍ରେସ୍&zwnj; ପିନ୍ଧିଲେ କ&rsquo;ଣ କ୍ଷତି ହୋଇଥାଏ ଜାଣିବାକୁ ଏହି ଭିଡିଓ ଦେଖନ୍ତୁ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Wednesday, 18 April 2018
  • Updated: 18 April 2018, 12:21 PM IST

Sports

Latest News

<p>ଭୁବନେଶ୍ୱର (ଓଡିଶା ରିପୋର୍ଟର): କିଛି ଲୋକ ଅଛନ୍ତି ବସ୍ତ୍ର ପରିଧାନ ବା ପୋଷାକ ଉପରେ ଏତେଟା ଧ୍ୟାନ ଦିଅନ୍ତି ନାହିଁ। ଯାହା ମିଳିଲା ପିନ୍ଧି ଦିଅନ୍ତି। କିଛି ଲୋକ ଅଛନ୍ତି ଡ୍ରେସ୍&zwnj; ଟିକେ କଣା କିମ୍ବା ଫଟାଥିଲେ ମଧ୍ୟ ବିନା କୌଣସି ଦ୍ୱିଧାରେ ପିନ୍ଧି ଦିଅନ୍ତି। ହଁ... ଟିକେ କଣା ହୋଇଛି ତ ଦେ ଚଳେଇ ଦେବା ଭାବି ପିନ୍ଧି ଦିଅନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏପରି କରିବା ଅନୁଚିତ୍&zwnj;। କାରଣ ଯଦି ଡ୍ରେସ୍&zwnj;ରେ ନିଆଁ ପଡି କଣା ହୋଇଯାଇଛି କିମ୍ବା ଡ୍ରେସ୍&zwnj; ଟିକେ ଚିରି ଯାଇଛି ଦେଖୁଛନ୍ତି ତେବେ ସେ ଡ୍ରେସ୍&zwnj;କୁ କେବେ ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। ଫଟା ଓ କଣା ଥିବା ଡ୍ରେସ୍&zwnj; ପିନ୍ଧିଲେ କ&rsquo;ଣ କ୍ଷତି ହୋଇଥାଏ ଜାଣିବାକୁ ଏହି ଭିଡିଓ ଦେଖନ୍ତୁ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos