ରାସ୍ତାରେ ଗଲାବେଳେ ଅପରିଚିତ ନାରୀ କେବେ ଅଟକାଇଛନ୍ତି କି?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅର୍ଥଶାସ୍ତ୍ର ରଚୟତା ଓ ଜଣେ ଦାର୍ଶନିକ ଭାବେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ। ତାଙ୍କ ଭିତରେ ଥିବା ଜ୍ଞାନକୁ ସେ ନିଜ ଭିତରେ ସୀମିତ ନରଖି ପୁସ୍ତକରେ ଲେଖି, ଆଗାମୀ ପିଢିଙ୍କୁ କିଛି ଉପଦେଶ ଦେଇଯାଇଛନ୍ତି। ତାଙ୍କ ନୀତି ଓ ଆଦର୍ଶ ଏକ ଶୃଙ୍ଖଳିତ ଜୀବନ ଗଠନ କରିବାରେ ସାହାଯ୍ୟ କରେ। ଚାଣକ୍ୟ କହିଥିବା କିଛି କଥା ଯାହା କେବେ ଭୁଲିବା କଥା ନୁହେଁ।&nbsp;ତାଙ୍କର ଏକ ସୁନ୍ଦର କଥା ରହିଛି, ମୂର୍ଖଙ୍କୁ ଉପଦେଶ ଦେଲେ ଏବଂ ଦୁଷ୍ଟ ସ୍ତ୍ରୀଙ୍କୁ ଭରଣପୋଷଣ କଲେ ପଣ୍ଡିତ ମାନେ ମଧ୍ୟ ବିଶାଦଗ୍ରସ୍ତ ହୋଇଥାନ୍ତି। ଆଉ ଏକ କଥା ମନେ ରଖନ୍ତୁ &lsquo;ପଥେ ନାରୀ ବିବର୍ଜିତା&rsquo; ଅର୍ଥାତ ରାସ୍ତାରେ ଯିବା ସମୟରେ ଯଦି ଅପରିଚିତ ନାରୀ ଆପଣଙ୍କୁ ଅଟକାଏ ତେବେ ଅଟକିବେନି, ଯଦି ସେ ବିପଦରେ ପଡିଥାଏ ବୋଲି ଅନୁଭବ କରିବେ ତେବେ ଯାଇଁ ଅଟକିବେ।&nbsp; ଏପରି କଲେ ଆପଣଙ୍କର ମଙ୍ଗଳ ହେବ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Sunday, 06 May 2018
  • Updated: 06 May 2018, 01:42 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅର୍ଥଶାସ୍ତ୍ର ରଚୟତା ଓ ଜଣେ ଦାର୍ଶନିକ ଭାବେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ। ତାଙ୍କ ଭିତରେ ଥିବା ଜ୍ଞାନକୁ ସେ ନିଜ ଭିତରେ ସୀମିତ ନରଖି ପୁସ୍ତକରେ ଲେଖି, ଆଗାମୀ ପିଢିଙ୍କୁ କିଛି ଉପଦେଶ ଦେଇଯାଇଛନ୍ତି। ତାଙ୍କ ନୀତି ଓ ଆଦର୍ଶ ଏକ ଶୃଙ୍ଖଳିତ ଜୀବନ ଗଠନ କରିବାରେ ସାହାଯ୍ୟ କରେ। ଚାଣକ୍ୟ କହିଥିବା କିଛି କଥା ଯାହା କେବେ ଭୁଲିବା କଥା ନୁହେଁ।&nbsp;ତାଙ୍କର ଏକ ସୁନ୍ଦର କଥା ରହିଛି, ମୂର୍ଖଙ୍କୁ ଉପଦେଶ ଦେଲେ ଏବଂ ଦୁଷ୍ଟ ସ୍ତ୍ରୀଙ୍କୁ ଭରଣପୋଷଣ କଲେ ପଣ୍ଡିତ ମାନେ ମଧ୍ୟ ବିଶାଦଗ୍ରସ୍ତ ହୋଇଥାନ୍ତି। ଆଉ ଏକ କଥା ମନେ ରଖନ୍ତୁ &lsquo;ପଥେ ନାରୀ ବିବର୍ଜିତା&rsquo; ଅର୍ଥାତ ରାସ୍ତାରେ ଯିବା ସମୟରେ ଯଦି ଅପରିଚିତ ନାରୀ ଆପଣଙ୍କୁ ଅଟକାଏ ତେବେ ଅଟକିବେନି, ଯଦି ସେ ବିପଦରେ ପଡିଥାଏ ବୋଲି ଅନୁଭବ କରିବେ ତେବେ ଯାଇଁ ଅଟକିବେ।&nbsp; ଏପରି କଲେ ଆପଣଙ୍କର ମଙ୍ଗଳ ହେବ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos