ନୂଆ ଘର ପ୍ରବେଶ ବେଳେ ଏସବୁ କଥା ପ୍ରତି  ଧ୍ୟାନ ଦିଅନ୍ତୁ

ନୂଆ ଘରଟିଏ ତୋଳିବା ପରେ ଏହାକୁ ନେଇ କେତେ ସ୍ୱପ୍ନ ଦେଖିଥାନ୍ତି ଗୃହକର୍ତ୍ତା। ନୂଆ ଘରେ କିପରି ସବୁବେଳେ ସୁଖ ସମୃଦ୍ଧି ରହିବ ସେହି କଥା ପରିବାରର ସମସ୍ତେ ଚାହିଥାନ୍ତି। ହେଲେ ଅନେକ ସମୟରେ ଘର ନିର୍ମାଣ ପରେ ଗୃହ ପ୍ରବେଶ କରିବା ବେଳେ ଆମେ ତରବରିଆ ହୋଇ ଭୁଲ୍‌ କରିପକାଉ। ଯେଉଁ କାରଣରୁ ଏହାର ପ୍ରଭାବ  ଘରର ମୁରବୀ ଉପରେ ପଡିଥାଏ। ତେଣୁ ଗୃହ ପ୍ରବେଶ ସମୟରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ତେବେ ଆସନ୍ତୁ […]

IMG-20151229-WA0015

IMG-20151229-WA0015

Rakesh Mallick
  • Published: Monday, 30 April 2018
  • Updated: 30 April 2018, 09:56 AM IST

Sports

Latest News

ନୂଆ ଘରଟିଏ ତୋଳିବା ପରେ ଏହାକୁ ନେଇ କେତେ ସ୍ୱପ୍ନ ଦେଖିଥାନ୍ତି ଗୃହକର୍ତ୍ତା। ନୂଆ ଘରେ କିପରି ସବୁବେଳେ ସୁଖ ସମୃଦ୍ଧି ରହିବ ସେହି କଥା ପରିବାରର ସମସ୍ତେ ଚାହିଥାନ୍ତି। ହେଲେ ଅନେକ ସମୟରେ ଘର ନିର୍ମାଣ ପରେ ଗୃହ ପ୍ରବେଶ କରିବା ବେଳେ ଆମେ ତରବରିଆ ହୋଇ ଭୁଲ୍‌ କରିପକାଉ। ଯେଉଁ କାରଣରୁ ଏହାର ପ୍ରଭାବ  ଘରର ମୁରବୀ ଉପରେ ପଡିଥାଏ। ତେଣୁ ଗୃହ ପ୍ରବେଶ ସମୟରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ଗୃହ ପ୍ରବେଶ ସମୟରେ କେଉଁ କଥା ଉପରେ ଧ୍ୟାନ ଦେଲେ ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ।

  • ଗୃହ ପ୍ରବେଶ ପାଇଁ, ଦିନ, ତିଥି, ବାର ଓ ନକ୍ଷେତ୍ରର ସଂପର୍କରେ ଧ୍ୟାନ ଦିଅନ୍ତୁ।
  • ଗୃହ ପ୍ରବେଶ ପୂର୍ବରୁ ବାସ୍ତୁ ପୂଜା ନିଶ୍ଚିତ ଭାବେ କରନ୍ତୁ । ଏହା କରିବା ଦ୍ୱାରା ଘର ମଧ୍ୟରେ ଥିବା ନକାରତ୍ମକ ଶକ୍ତି ଦୂର ହୋଇ ସକାରତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ।
  • ଘର ପ୍ରବେଶ ସମୟରେ ନିଜ କୁଳ ଦେବତାଙ୍କୁ ସ୍ମରଣ କରନ୍ତୁ।
  • ନୂଆ ଘରେ ପ୍ରବେଶ କରିବା ସହ ଘରେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ। ହିନ୍ଦୁଧର୍ମ ଅନୁସାରେ ଘରେ ତୁଳସୀ ଗଛ ଲଗାଇବା ଶୁଭ।
  • ନୂଆ ଘରକୁ ଫୁଲ ଓ ଆମ୍ୱପତ୍ରରେ ସଜାନ୍ତୁ। ଭଗବାନ ଗଣେଶଙ୍କ ମୂର୍ତ୍ତି, ଦକ୍ଷିଣାବର୍ତ୍ତି ଶଙ୍ଖ ଓ ଶ୍ରୀଯନ୍ତ୍ରକୁ ଗୃହ ପ୍ରବେଶ କରିବା ଦିନ ଘରେ ରଖନ୍ତୁ।
  • ବ୍ରାହ୍ମଣଙ୍କୁ ଖାଇବାକୁ ଦେବା ସହ ଗରିବ ଭୋକିଲା ବ୍ୟକ୍ତିକୁ ଖାଇବାକୁ ଦିଅନ୍ତୂ। ଏହା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇବା ସହ ସମସ୍ତ ଦୋଷ ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story