୨୫ ହଜାର ଟଙ୍କାର ସ୍ମାର୍ଟ ଫୋନ୍‌ ଉପରେ ବଡ଼ ରିହାତି ମାତ୍ର ୪ ଦିନ ପାଇଁ

ଆମାଜନ୍‌ ତରଫରୁ ୧୫ ଅଗଷ୍ଟ ପାଇଁ ମିଳୁଛି ବମ୍ପର୍‌ ଅଫର୍‌। କମ୍ପାନୀ ଏଥର ଏମିତି ମନଲୋଭା ଅଫର୍‌ ଆଣିଛି, ଯାହା ଜାଣିଲେ, ଆପଣ ବି ଆମାଜନ୍‌ ସାଇଟ୍‌ରୁ ସପିଂ କରିବାରୁ ନିଜକୁ ଅଟକାଇ ପାରିବେ ନାହିଁ। ଆମାଜନ୍‌ର ଏହି ସେଲ୍‌ ୯ ଅଗଷ୍ଟରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ଯାଏ ଚାଲିବ। ଏହି ଅବସରରେ ଆମାଜନ୍‌ ଗ୍ରାହକ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତିର ଲାଭ ଉଠାଇ ପାରିବେ। ଫ୍ରିଡମ୍‌ ସେଲ୍‌ ଅବସରରେ ୨୦୦ରୁ ଅଧିକ […]

ki9

ki9

Ordigital Desk
  • Published: Thursday, 09 August 2018
  • Updated: 09 August 2018, 09:56 PM IST

Sports

Latest News

ଆମାଜନ୍‌ ତରଫରୁ ୧୫ ଅଗଷ୍ଟ ପାଇଁ ମିଳୁଛି ବମ୍ପର୍‌ ଅଫର୍‌। କମ୍ପାନୀ ଏଥର ଏମିତି ମନଲୋଭା ଅଫର୍‌ ଆଣିଛି, ଯାହା ଜାଣିଲେ, ଆପଣ ବି ଆମାଜନ୍‌ ସାଇଟ୍‌ରୁ ସପିଂ କରିବାରୁ ନିଜକୁ ଅଟକାଇ ପାରିବେ ନାହିଁ।

ଆମାଜନ୍‌ର ଏହି ସେଲ୍‌ ୯ ଅଗଷ୍ଟରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ଯାଏ ଚାଲିବ। ଏହି ଅବସରରେ ଆମାଜନ୍‌ ଗ୍ରାହକ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତିର ଲାଭ ଉଠାଇ ପାରିବେ। ଫ୍ରିଡମ୍‌ ସେଲ୍‌ ଅବସରରେ ୨୦୦ରୁ ଅଧିକ ବର୍ଗରେ ନିଜ ଗ୍ରାହକଙ୍କୁ ସେବା ଯୋଗାଇ ଦେବାକୁ ଯାଉଛି ଆମାଜନ୍‌। ୨,୫୦୦ରୁ ଅଧିକ ବ୍ରାଣ୍ଡେଡ୍‌ ସ୍ମାର୍ଟ୍‌ଫୋନ୍‌ ଉପରେ କମ୍ପାନୀ ଏହି ଅଫର୍‌ ଦେଉଛି। ୨୫,୦୦୦ ଟଙ୍କା ତଳକୁ ଥିବା ୯ଟି ଫୋନ୍‌ ଉପରେ ଏହି ଆକର୍ଷଣୀୟ ଅଫର୍‌ ରହିଛି। ତା ହେଲେ ଆସନ୍ତୁ ଜାଣିବା, କ'ଣ ରହିଛି ଆମାଜନ୍‌ର ବମ୍ପର୍ ଅଫର୍‌।

Honor 7C

Honor 7c ସ୍ମାର୍ଟ୍‌ ଫୋନ୍‌ର ବଜାର ମୂଲ୍ୟ 12,999 ଟଙ୍କା । ତେବେ ଏହି ଅଫର୍‌ ସମୟରେ ଏହାକୁ କିଣିଲେ ଆପଣଙ୍କୁ ଦେବାକୁ ପଡ଼ିବ ମାତ୍ର 8,499।

ଫିଚର୍‌- 13 + 2 ମେଗାପିକ୍‌ସେଲ୍‌ର ରିଅର୍‌ କ୍ୟାମେରା ରହିଥିବା ଏହି ଫୋନ୍‌ରେ ୮ ମେଗାପିକ୍‌ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଏହା ବ୍ୟତୀତ ଏଥିରେ 5.99 ଇଞ୍ଚର ଫୁଲ୍‌ ଭ୍ୟୁ ଡିସ୍‌ପ୍ଲେ ରହିଛି। ଆଣ୍ଡ୍ରଏଡ୍‌ ଓରିଓ ଦ୍ୱାରା ପରିଚାଳିତ ଏହାର ସଫ୍ଟୱେର୍‌ 3 GB RAM ଓ 32 GB Storage ସହିତ ଉପଲବ୍ଧ ।

Vivo V9

Vivo V9 ସ୍ମାର୍ଟ୍‌ ଫୋନ୍‌ର ବଜାର ମୂଲ୍ୟ 23,990 ଟଙ୍କା । ତେବେ ଏହି ଅଫର୍‌ ସମୟରେ ଏହାକୁ କିଣିଲେ, ଆପଣଙ୍କୁ ଦେବାକୁ ପଡ଼ିବ ମାତ୍ର 20,899।

Vivoର ଏହି ଫୋନ୍‌ ଆପଣ ଆମାଜନ୍ ଅଫର୍‌ ସମୟରେ କିଣିଲେ ଫ୍ଲାଟ୍‌ 3,091 ଟଙ୍କାର ଡିସ୍‌କାଉଣ୍ଟ୍‌ ପାଇବେ।

ଫିଚର୍‌-  16 + 5 ମେଗାପିକ୍‌ସେଲ୍‌ର ଡୁଆଲ୍‌ ରିଅର୍‌ କ୍ୟାମେରା ରହିଥିବା ଏହି ଫୋନ୍‌ରେ 24 ମେଗାପିକ୍‌ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଏହି ଫୋନ୍‌ରେ ସଂଲଗ୍ନ କ୍ୟାମେରା ବ୍ୟବହାର କରି ଆପଣ 4K ଭିଡ଼ିଓ ମଧ୍ୟ ବନାଇ ପାରିବେ। ଏହି ଫୋନ୍‌ ଡୁଆଲ୍‌ ମୋଡ୍‌ 4g ସପୋଟେଡ୍‌। ଏହାର ସଫ୍ଟୱେର୍‌ 4 GB RAM ଓ 32 GB Storage ଦ୍ୱାରା ପରିଚାଳିତ।

Moto G5s Plus

Moto G5s Plus ସ୍ମାର୍ଟ୍‌ ଫୋନ୍‌ର ବଜାର ମୂଲ୍ୟ 16,999 ଟଙ୍କା । ଯାହାକି ଏହି ଅଫର୍‌ ସମୟରେ କିଣିଲେ ଆପଣଙ୍କୁ ଦେବାକୁ ପଡ଼ିବ ମାତ୍ର 11,999 ଟଙ୍କା।

Motoର ଏହି ଫୋନ୍‌ ଆପଣ ଆମାଜନ୍ ଅଫର୍‌ ସମୟରେ କିଣିଲେ ଫ୍ଲାଟ୍‌ 5,000 ଟଙ୍କାର ଡିସ୍‌କାଉଣ୍ଟ୍‌ ପାଇବେ।

ଫିଚର୍‌-  13 + 13 ମେଗାପିକ୍‌ସେଲ୍‌ର ଡୁଆଲ୍‌ ରିଅର୍‌ କ୍ୟାମେରା ରହିଥିବା ଏହି ଫୋନ୍‌ରେ 8 ମେଗାପିକ୍‌ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଯେଉଁଥିରେ ଫ୍ରଣ୍ଟ୍‌ ଫ୍ଲାସ୍‌ ମଧ୍ୟ ସଂଯୁକ୍ତ। 5.5 ଇଞ୍ଚ ସ୍କ୍ରିନ୍‌ରେ ଉପଲବ୍ଧ ହେଉଥିବା ଏହି ଫୋନ୍‌ 15Wର ଡର୍ବି ଚାର୍ଜିଂ ସହିତ 3,000mAH ବ୍ୟାଟେରିରେ ଉପଲବ୍ଧ।

Honor 7X

Honor 7X  ସ୍ମାର୍ଟ୍‌ ଫୋନ୍‌ର ବଜାର ମୂଲ୍ୟ 13,999 ଟଙ୍କା । କିନ୍ତୁ ଏହି ଅଫର୍‌ ସମୟରେ କିଣିଲେ, ଏଥିପାଇଁ ଆପଣଙ୍କୁ ଦେବାକୁ ପଡ଼ିବ ମାତ୍ର 9,999।

ଫିଚର୍‌-  16 + 2 ମେଗାପିକ୍‌ସେଲ୍‌ର ଡୁଆଲ୍‌ ରିଅର୍‌ କ୍ୟାମେରା ରହିଥିବା ଏହି ଫୋନ୍‌ରେ 8 ମେଗାପିକ୍‌ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଏହାର ସଫ୍ଟୱେର୍‌  4 GB RAM ଓ 32 GB Storage ସହିତ ଉପଲବ୍ଧ ହେଉଛି। ଏହାର ସ୍ୱତନ୍ତ୍ର ଫିଚର୍‌ ମଧ୍ୟରେ ରହିଛି ଫିଙ୍ଗରପ୍ରିଣ୍ଟ୍‌ ସେନ୍‌ସର୍‌ ଓ ଫେସ୍‌ ଅନ୍‌ଲକିଂ ବ୍ୟବସ୍ଥା। ଯାହା ଆପଣ ଶସ୍ତାରେ ପାଇ ଯାଉଛନ୍ତି।

Samsung Galaxy On8

Samsung Galaxy On 8 ସ୍ମାର୍ଟ୍‌ ଫୋନ୍‌ର ବଜାର ମୂଲ୍ୟ 13,490 ଟଙ୍କା । ଯାହାକୁ ଏହି ଅଫର ସମୟରେ କିଣିଲେ, ଆପଣଙ୍କୁ ଦେବାକୁ ପଡ଼ିବ ମାତ୍ର 9,990।

ଫିଚର୍‌-  13 ମେଗାପିକ୍‌ସେଲ୍‌ର ରିଅର୍‌ କ୍ୟାମେରା ରହିଥିବା ଏହି ଫୋନ୍‌ରେ 5 ମେଗାପିକ୍‌ସେଲ୍‌ର ସେଲ୍ଫି କ୍ୟାମେରା ରହିଛି। ଏହାର ସଫ୍ଟୱେର୍‌ 3 GB RAM ଓ 16 GB Storage ସହିତ ଉପଲବ୍ଧ ହେଉଛି। ଏହି ଫୋନ୍‌ରେ 1.66GHz ଅକ୍ଟା କୋର୍‌ Exynos 7580ର ବ୍ୟବହାର କରାଯାଇଛି। ଯାହାର ବ୍ୟାଟେରି ହେଉଛି 3300 mAH।

Samsung On7 Pro

Samsung On 7 Pro ସ୍ମାର୍ଟ୍‌ ଫୋନ୍‌ର ବଜାର ମୂଲ୍ୟ 9,490 ଟଙ୍କା । କିନ୍ତୁ ଏହି ଅଫର୍‌ ସମୟରେ କିଣିଲେ, ଆପଣଙ୍କୁ ଏଥିପାଇଁ ଦେବାକୁ ପଡ଼ିବ ମାତ୍ର 6,990।

ଫିଚର୍‌-  ଏହି ଫୋନ୍‌ରେ ରହିଛି 13 ମେଗାପିକ୍‌ସେଲ୍‌ର ରିଅର୍‌ କ୍ୟାମେରା । ଯାହା ପ୍ୟାନୋରାମା ଫେସ୍‌ ବ୍ୟୁଟି ଓ ଅଟୋ ମୋଡ୍‌ ସପୋର୍ଟେଡ୍‌ । ଏହି ଫୋନ୍‌ରେ 5 ମେଗାପିକ୍‌ସେଲ୍‌ର ସେଲ୍ଫି କ୍ୟାମେରା ରହିଛି। ଏହି ଫୋନ୍ 5.5 ଇଞ୍ଚର ଟିଏଫ୍‌ଟି ଡିସ୍‌ପ୍ଲେରେ ଉପଲବ୍ଧ। ଏହି ଫୋନ୍‌ ଡୁଆଲ୍‌ ସିମ୍‌ ସପୋଟେଡ୍‌ ।

Oppo A57

OPPO A57  ସ୍ମାର୍ଟ୍‌ ଫୋନ୍‌ର ବଜାର ମୂଲ୍ୟ 14,990 ଟଙ୍କା । କିନ୍ତୁ ଏହି ଅଫର୍‌ ସମୟରେ ଏହାକୁ କିଣିଲେ, ଆପଣଙ୍କୁ ଦେବାକୁ ପଡ଼ିବ ମାତ୍ର 11,990।

ଫିଚର୍‌- ଏହି ଫୋନ୍‌ରେ ରହିଛି 13 ମେଗାପିକ୍‌ସେଲ୍‌ର ରିଅର୍‌ କ୍ୟାମେରା ଓ 16 ମେଗାପିକ୍‌ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା । 5.2 ଇଞ୍ଚର ଡିସ୍‌ପ୍ଲେରେ ମିଳୁଥିବା ଏହି ଫୋନ୍‌ 3 GB RAM ଏବଂ 32 GB ROMରେ ଉପଲବ୍ଧ।

Oppo F7

Oppo F7  ସ୍ମାର୍ଟ୍‌ ଫୋନ୍‌ର ବଜାର ମୂଲ୍ୟ 27,990 ଟଙ୍କା । ଯାହାକୁ ଏହି ଅଫର୍‌ ସମୟରେ କିଣିଲେ, ଆପଣଙ୍କୁ ଦେବାକୁ ପଡ଼ିବ ମାତ୍ର 23,990।

ଫିଚର୍‌-  ଆମାଜନର ଏହି ଅଫର୍‌ରେ 4000 ଟଙ୍କାର ଫ୍ଲାଟ୍‌ ଡିସ୍‌କାଉଣ୍ଟ୍‌ ପାଇବେ ଗ୍ରାହକ। ଏହି ଫୋନ୍‌ରେ 25 ମେଗାପିକ୍‌ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ଓ 16 ମେଗାପିକ୍‌ସେଲ୍‌ର ରିଅର୍‌ କ୍ୟାମେରା ରହିଛି। ଏହି ସ୍ମାର୍ଟ୍‌ ଫୋନ୍‌ 6.2 ଇଞ୍ଚର ଡିସ୍‌ପ୍ଲେ ସହିତ ଉପଲବ୍ଧ। ଏହି ଫୋନ୍‌ 6 GB RAM ଏବଂ 12 GB ଷ୍ଟୋରେଜ୍‌ ରହିଛି।Vivo Y71

Vivo Y71  ସ୍ମାର୍ଟ୍‌ ଫୋନ୍‌ର ବଜାର ମୂଲ୍ୟ 13,990 ଟଙ୍କା । ଯାହାକୁ ଏହି ଅଫର୍‌ ସମୟରେ କିଣିଲେ ଆପଣଙ୍କୁ ଦେବାକୁ ପଡ଼ିବ ମାତ୍ର 11,990।

ଫିଚର୍‌-  VIVOର ଏହି ଫୋନ୍‌ରେ 13 ମେଗାପିକ୍‌ସେଲ୍‌ର ରିଅର୍‌ କ୍ୟାମେରା ଓ ଫ୍ରଣ୍ଟ୍‌ରେ 5 ମେଗାପିକ୍‌ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଯାହାକି 6 ଇଞ୍ଚର ଏଚ୍‌ଡି ଡିସ୍‌ପ୍ଲେ ସହିତ ଉପଲବ୍ଧ। ଆଣ୍ଡ୍ରଏଡ୍‌ ଓରିଓ ଦ୍ୱାରା ପରିଚାଳିତ ଏହି ସ୍ମାର୍ଟ୍‌ ଫୋନ୍‌ରେ 3360mAhର ବ୍ୟାଟେରି ରହିଛି। ଏହି ଫୋନ୍‌ 4 GB RAM ଏବଂ 32 GB ଷ୍ଟୋରେଜ୍‌ରେ ଉପଲବ୍ଧ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story