କୃଷି ସମବାୟ ସମିତିରେ କର୍ମଚାରୀ ନାହାନ୍ତି, ଚାଷୀଙ୍କ ନାଁ ପଞ୍ଜୀକରଣ ହୋଇପାରୁନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରିଫ ଧାନ ବିକିବା ପାଇଁ ନାଁ ପଞ୍ଜୀକରଣ କରିବାକୁ ଚାଷୀ ଚାହୁଁଛନ୍ତି। ହେଲେ ପ୍ରାଥମିକ କୃଷି ସମବାୟ ସମିତିରେ କର୍ମଚାରୀ ନାହାଁନ୍ତି। ଯାହାଫଳରେ ଚାଷୀ ନାଁ ପଞ୍ଜୀକରଣ କରିପାରୁ ନାହାନ୍ତି। ଦାବି ପୂରଣ ପାଇଁ କର୍ମଚାରୀମାନେ ରାଜଧାନୀରେ ଅହୋରାତ୍ର ଆନ୍ଦୋଳନ କରୁଥିବାରୁ ଚାଷୀଙ୍କ ନାଁ ପଞ୍ଜୀକରଣ ହୋଇପାରୁ ନାହିଁ। ସରକାର କିଛି ଉପାୟ ନ ପାଇ ଏବେ ଚାଷୀଙ୍କୁ ସଚେତନ କରିବାକୁ ଗାଁ ଗାଁରେ ରଥ ଗଡାଇବାକୁ ସ୍ଥିର କରିଛନ୍ତି। ପ୍ରାଥମିକ କୃଷି […]

paddy croft

paddy croft

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 09:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରିଫ ଧାନ ବିକିବା ପାଇଁ ନାଁ ପଞ୍ଜୀକରଣ କରିବାକୁ ଚାଷୀ ଚାହୁଁଛନ୍ତି। ହେଲେ ପ୍ରାଥମିକ କୃଷି ସମବାୟ ସମିତିରେ କର୍ମଚାରୀ ନାହାଁନ୍ତି। ଯାହାଫଳରେ ଚାଷୀ ନାଁ ପଞ୍ଜୀକରଣ କରିପାରୁ ନାହାନ୍ତି। ଦାବି ପୂରଣ ପାଇଁ କର୍ମଚାରୀମାନେ ରାଜଧାନୀରେ ଅହୋରାତ୍ର ଆନ୍ଦୋଳନ କରୁଥିବାରୁ ଚାଷୀଙ୍କ ନାଁ ପଞ୍ଜୀକରଣ ହୋଇପାରୁ ନାହିଁ। ସରକାର କିଛି ଉପାୟ ନ ପାଇ ଏବେ ଚାଷୀଙ୍କୁ ସଚେତନ କରିବାକୁ ଗାଁ ଗାଁରେ ରଥ ଗଡାଇବାକୁ ସ୍ଥିର କରିଛନ୍ତି।

ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସରକାରୀ କର୍ମଚାରୀ ଦାବିରେ ୩ ଦିନ ହେଲା ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ସରକାରଙ୍କୁ ସହଯୋଗ କରିବେନି କି ଚାଷୀଙ୍କ କଥା ବୁଝିବେନି ବୋଲି ଚେତାବନୀ ଦେଇଛନ୍ତି ୭୦୦୦ରୁ ଅଧିକ କର୍ମଚାରୀ। ଯାହାଦ୍ୱାରା ଚାଷୀ ନାଁ ପଞ୍ଜୀକରଣ ହୋଇପାରୁନାହାନ୍ତି। କିଛି ଉପାୟ ନ ପାଇ ରାଜ୍ୟ ସରକାର ଗାଁରେ କୃଷକ ସଚେତନ ରଥ ଗଡାଇବାକୁ ନିଷ୍ପତ୍ତି ନେଇଛନ୍ତି।

ବଲାଙ୍ଗୀର ଦେଓଗାଁର ଚାଷୀ ଶ୍ୟାମଲାଲ ଛତ୍ରିଆ ଖରିଫ ଧାନ ବିକିବାକୁ ନିଜ ନାଁ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି। ହେଲେ ପ୍ରାଥମିକ କୃଷି ସମବାୟ ସମିତିରେ କର୍ମଚାରୀ ନାହାଁନ୍ତି। ସେହିପରି ରାଏପାଲି ଗାଁ ଚାଷୀ ଜୟଲାଲ କରଣଙ୍କ ବି ସମାନ ସମସ୍ୟା। ନାଁ ପଞ୍ଜୀକରଣର ବାଟ ପାଉ ନାହାଁନ୍ତି ଜୟଲାଲ। ଏପରି ସମସ୍ୟା ଜଣେ ବା ଦୁଇ ଚାଷୀଙ୍କର ନୁହେଁ। ରାଜ୍ୟର ହଜାର ହଜାର ଚାଷୀ ଏବେ ଖରିଫ ଧାନ ବିକିବା ପାଇଁ ନାଁ ପଞ୍ଜୀକରଣ କରିପାରୁନାହାଁନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ୧୯ ଟି ଜିଲ୍ଲାରେ ଚାଷୀ ପଞ୍ଜିକରଣରେ ସମବାୟ ବିଭାଗ ପଛେଇଛି। ତେଣୁ ପ୍ରତିଦିନ ପ୍ରାଥମିକ ସମବାୟ ସମିତିରେ ଚାଷୀପଞ୍ଜିକରଣ କାମ ତ୍ୱରାନ୍ୱିତ କରିବାକୁ ସବୁ ସମବାୟ ସମିତିର ଅଧିକାରୀଙ୍କୁ ଚିଠି ଦେଇଛନ୍ତି କୋପରିଟେଭି ସୋସାଇଟର ରେଜିଷ୍ଟ୍ରାର। ହେଲେ କିଛି ଲାଭ ମିଳିନାହିଁ। ସମିତିରେ ଦେଖିବାକୁ ମିଳୁନାହାନ୍ତି କର୍ମଚାରୀ।

ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ସମବାୟ କର୍ମଚାରୀଙ୍କ ଦାବିପତ୍ର ଗ୍ରହଣ କରିଛି। ଏହା ଉପରେ ବିଚାର ଚାଲିଛି। ତେବେ ଚାଷୀଙ୍କ ନାଁ ପଞ୍ଜୀକରଣ ପାଇଁ ଏକ ସଚେତନତା ରଥ ବାହାର କରାଯିବ। ଏହି ରଥ ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନତା କରିବ।”

ତେବେ ପ୍ରଶ୍ନ ଉଠୁଛି ଅନ୍‌ଲାଇନ ପଞ୍ଜୀକରଣ କରାଉଥିବା କର୍ମଚାରୀ ଯେତେବେଳେ ସହଯୋଗ କରୁନାହାଁନ୍ତି, ସେତେବେଳେ ସରକାର କାହାକୁ ନେଇ ଏ କାମ କରିବେ। ସରକାରୀ ସୂଚନା ଅନୁସାରେ ଗତବର୍ଷ ସେପ୍ଟେମ୍ବଟ ୩ ତାରିଖ ମଧ୍ୟରେ ୪ ଲକ୍ଷ୫୭ ହଜାର ପଞ୍ଜୀକରଣ କରିଥିବା ବେଳେ ଏ ବର୍ଷ କରିଛନ୍ତି ମାତ୍ର ୩ ଲକ୍ଷ ୭୫ ହଜାର ୩୫୬ ପଞ୍ଜୀକରଣ କରିଛନ୍ତି। ତେବେ ଏକ ଲକ୍ଷ ୧୭ ହଜାର ଚାଷୀ କୁଆଡେ ଗଲେ। ତାକୁ ନେଇ ଚିନ୍ତାରେ ସରକାର ଚିନ୍ତାରେ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story