ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ:ଜଣେ ଜୀବନ୍ତ ଦଗ୍ଧ,ଜଳିଗଲା ୧୮ଟି ବାଇକ୍

<p>ରାଉରକେଲା: ଦୀପାବଳି ପୂର୍ବରୁ ଅଘଟଣ। ରାଉରକେଲା ପାଓ୍ୱାର ହାଉସ ରୋଡରେ ଥିବା ବାଣ ବାଜରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପୋଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହାସହିତ ୪୫ରୁ ଅଧିକ ବାଣ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁରେ&nbsp;ପୋଡ଼ି ୧୮ଟି ବାଇକ ମଧ୍ୟ ପାଉଁଶ ହୋଇଯାଇଛି।</p> <p>ଗତକାଲି ବିଳମ୍ବିତ&nbsp; ରାତିରେ ବାଣ ଦୋକାନଗୁଡ଼ିକରେ ନିଆଁ ଲାଗିଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି। ନିଆଁ କିପରି ଲାଗିଲା ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଦୁର୍ଘଟଣାରେ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି।</p>

Ordigital Desk
  • Published: Wednesday, 18 October 2017
  • Updated: 18 October 2017, 07:50 AM IST

Sports

Latest News

<p>ରାଉରକେଲା: ଦୀପାବଳି ପୂର୍ବରୁ ଅଘଟଣ। ରାଉରକେଲା ପାଓ୍ୱାର ହାଉସ ରୋଡରେ ଥିବା ବାଣ ବାଜରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପୋଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହାସହିତ ୪୫ରୁ ଅଧିକ ବାଣ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁରେ&nbsp;ପୋଡ଼ି ୧୮ଟି ବାଇକ ମଧ୍ୟ ପାଉଁଶ ହୋଇଯାଇଛି।</p><p>ଗତକାଲି ବିଳମ୍ବିତ&nbsp; ରାତିରେ ବାଣ ଦୋକାନଗୁଡ଼ିକରେ ନିଆଁ ଲାଗିଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି। ନିଆଁ କିପରି ଲାଗିଲା ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଦୁର୍ଘଟଣାରେ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos