ଆସନ୍ତା କ୍ୟାବିନେଟରେ ଉପସ୍ଥାପନ ହେବ ‘ଫୁଡ୍‌ ପଲିସି’

ଭୁବନେଶ୍ୱର: ଆସନ୍ତା କ୍ୟାବିନେଟରେ ଫୁଡ୍‌ ପଲିସି ଉପସ୍ଥାପନ ହେବ। ୨୦୧୬-୧୭ ଧାନ ସଂଗ୍ରହ ନେଇ ପଲିସିରେ ବ୍ୟବସ୍ଥା କରାଯିବ। ତା’ ପୂର୍ବରୁ ୩୦ ଜିଲ୍ଲାର ଚାଷୀ ପ୍ରତିନିଧି ମାନଙ୍କ ସହ ଆଲୋଚନା କରାଯାଇଛି ବୋଲି ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ସେ କହିଛନ୍ତି,“ଗତ ବର୍ଷ ଚାଷୀମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତା’ର ସମାଧାନ ପାଇଁ ଚାଷୀ ପ୍ରତିନିଧିମାନଙ୍କଠାରୁ ପରାମର୍ଶ ନିଆଯାଇଛି। ଆଜି ଚାଷୀ ପ୍ରତିନିଧିମାନେ ଯେଉଁ ପରାମର୍ଶ ଦେଇଛନ୍ତି ତାକୁ ଆସନ୍ତା […]

food-police

food-police

Rakesh Mallick
  • Published: Sunday, 25 September 2016
  • Updated: 25 September 2016, 09:24 PM IST

Sports

Latest News

food-policeଭୁବନେଶ୍ୱର: ଆସନ୍ତା କ୍ୟାବିନେଟରେ ଫୁଡ୍‌ ପଲିସି ଉପସ୍ଥାପନ ହେବ। ୨୦୧୬-୧୭ ଧାନ ସଂଗ୍ରହ ନେଇ ପଲିସିରେ ବ୍ୟବସ୍ଥା କରାଯିବ। ତା’ ପୂର୍ବରୁ ୩୦ ଜିଲ୍ଲାର ଚାଷୀ ପ୍ରତିନିଧି ମାନଙ୍କ ସହ ଆଲୋଚନା କରାଯାଇଛି ବୋଲି ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି।

ସେ କହିଛନ୍ତି,“ଗତ ବର୍ଷ ଚାଷୀମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତା’ର ସମାଧାନ ପାଇଁ ଚାଷୀ ପ୍ରତିନିଧିମାନଙ୍କଠାରୁ ପରାମର୍ଶ ନିଆଯାଇଛି। ଆଜି ଚାଷୀ ପ୍ରତିନିଧିମାନେ ଯେଉଁ ପରାମର୍ଶ ଦେଇଛନ୍ତି ତାକୁ ଆସନ୍ତା କ୍ୟାବିନେଟରେ ଫୁଡ୍‌ ପଲିସିରେ ଗୁରୁତ୍ୱ ଦିଆଯିବ।”

ସେ ଆହୁରି କହିଛନ୍ତି, “ଚାଷୀଭାଇମାନେ ଆଜି ଦୁଇଟିରୁ ତିନୋଟି ପରାମର୍ଶ ଦେଇଛନ୍ତି। ଆରଡିସି ସ୍ତରରେ  ତିନି ଥର ବୈଠକ, ଜଳ ସେଚିତ ଜମି ଓ ଅଣ ଜଳ ସେଚିତ ଜମିରେ  ଉତ୍ପାଦନ ବଢ଼ାଇବା  ଓ ଚାଷୀଙ୍କ ପାଖରେ ପେମେଣ୍ଟ୍‌ ଠିକ୍‌ ଭାବରେ ପହଞ୍ଚିବା ନେଇ ଚାଷୀଭାଇମାନେ ଗୁରୁତ୍ୱ ଦେଇଛନ୍ତି। ଚଳିତ ବର୍ଷ ଠିକ୍‌ ଭାବରେ ବର୍ଷା ହୋଇଥିବାରୁ ଉତ୍ପାଦନ ବଢ଼ିଛି।”

ଆଜିର ବୈଠକରେ ଖରିଫ ଧାନ ସଂଗ୍ରହ ନେଇ ଆଲୋଚନା ହୋଇଥିଲା। ଏଥିରେ ଧାନ ସଂଗ୍ରହ,ଧାନ ମଣ୍ଡି ଖୋଲିବା ନେଇ ବ୍ୟବସ୍ଥା, ପିପାକ୍‌ ବ୍ୟବସ୍ଥା ପ୍ରଚଳନ, ଚାଷୀ ଆକାଉଣ୍ଟକୁ ଆଧାରକାର୍ଡ ଲିଙ୍କ୍ ଓ ସଠିକ୍‌ ସମୟରେ ଧାନ ବିକ୍ରୀ ବାବଦକୁ କୃଷକଙ୍କୁ ଟଙ୍କା ମିଳିବା ନେଇ ଆଲୋଚନା କରାଯାଇଛି। ବୈଠକରେ  ଖାଦ୍ୟ ଯୋଗାଣ ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story