ଜୀବନରେ ଭଲ ସମୟ ଆସିବା ପୂର୍ବରୁ ଭଗବାନ ଏମିତି  ଦେଇଥାନ୍ତି ସଂକେତ

ଜୀବନରେ ସମସ୍ତେ ସଫଳତା ପାଇବାକୁ ଚାହାଁନ୍ତି। ସେଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି। କିନ୍ତୁ ଜରୁରୀ ନୁହେଁ ଯେ ଯେଉଁମାନେ ପରିଶ୍ରମ କରନ୍ତି ସେମାନଙ୍କୁ ହିଁ କେବଳ ସଫଳତା ମିଳିଥାଏ। ଅନେକ ଲୋକ କଠିନ ପରିଶ୍ରମ କଲା ପରେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ। ଆଉ କିଛି ଲୋକ ଏପରି ଥାନ୍ତି ଯେଉଁମାନେ ବିନା ପରିଶ୍ରମରେ ସଫଳତା ଲାଭ କରିଥାନ୍ତି। ଆଜି ଯଦି କାହାର ଖରାପ ସମୟ ଚାଲିଛି କାଲି ତାର ଭଲ ସମୟ ଚାଲିବ। ମଣିଷ […]

main image

main image

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 08:55 AM IST

Sports

Latest News

ଜୀବନରେ ସମସ୍ତେ ସଫଳତା ପାଇବାକୁ ଚାହାଁନ୍ତି। ସେଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି। କିନ୍ତୁ ଜରୁରୀ ନୁହେଁ ଯେ ଯେଉଁମାନେ ପରିଶ୍ରମ କରନ୍ତି ସେମାନଙ୍କୁ ହିଁ କେବଳ ସଫଳତା ମିଳିଥାଏ। ଅନେକ ଲୋକ କଠିନ ପରିଶ୍ରମ କଲା ପରେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ। ଆଉ କିଛି ଲୋକ ଏପରି ଥାନ୍ତି ଯେଉଁମାନେ ବିନା ପରିଶ୍ରମରେ ସଫଳତା ଲାଭ କରିଥାନ୍ତି। ଆଜି ଯଦି କାହାର ଖରାପ ସମୟ ଚାଲିଛି କାଲି ତାର ଭଲ ସମୟ ଚାଲିବ। ମଣିଷ ଜୀବନରେ ଯେତେବେଳେ ବି ଭଲ ଦିନ ଆସିବାକୁ ଥାଏ ବା କିଛି ସଫଳତା ମିଳିବାକୁ ଥାଏ, ତାହାର ସଂକେତ ଭଗବାନ ପୂର୍ବରୁ ହିଁ ଦେଇ ଦେଇଥାନ୍ତି। ଏହି ସଂକେତ ଗୁଡ଼ିକୁ ଆମେ ସହଜରେ ଜାଣିପାରୁନା। ତେବେ ଆଜି ଆମେ ଆପଣଙ୍କୁ ଏହି ସବୁ ସଂକେତ ବିଷୟରେ ଜଣାଇବୁ।

ଭଲ ସମୟ ଆସିବାର ସଂକେତ-:

୧) ଅନେକ ଲୋକଙ୍କୁ ସକାଳୁ ଉଠି ଆଇନା ଦେଖିବାକୁ ଭଲଲାଗେ। ଯଦି ସକାଳୁ ଉଠିଲା ପରେ ଆପଣଙ୍କ ଚେହେରାରେ ଚମକ, ଉଜ୍ଜ୍ୱଳତା, ଆତ୍ମବିଶ୍ୱାସ ଦେଖା ଦିଏ, ତେବେ ବୁଝିଯାଆନ୍ତୁ ଯେ ବହୁତ ଶୀଘ୍ର ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି। ଆପଣଙ୍କ ଖରାପ ସମୟ ଆପଣଙ୍କଠୁ ବହୁତ ଶୀଘ୍ର ବିଦାୟ ନେବାକୁ ଯାଉଛି।

୨) ଅନେକ ସମୟରେ ଆମକୁ ପଶୁପକ୍ଷୀଙ୍କ ମାଧ୍ୟମରେ ଭଲ ସମୟ ଆଗମନର ସଂକେତ ମିଳିଥାଏ। ଯଦି ଆପଣଙ୍କ ଘରେ ବିଲେଇ ଛୁଆ ଜନ୍ମ ଦେଇଛି ତେବେ ଏହା ଶୁଭ ସଂକେତ ହୋଇଥାଏ। ଯଦି କୌଣସି ମାଙ୍କଡ଼ ଆମ୍ବ ଖାଇ ଟାକୁଆକୁ ଆପଣଙ୍କ ଘରେ ଫୋପାଡ଼େ ତେବେ ଏହା ମଧ୍ୟ ଶୁଭ ହୋଇଥାଏ।

୩) ଯଦି ଆପଣଙ୍କ ଶରୀରର ବିଭିନ୍ନ ଅଙ୍ଗ ଥରିବାକୁ ଲାଗୁଛି, ତେବେ ବୁଝିଯାଆନ୍ତୁ ଯେ ଭଗବାନ ଆପଣଙ୍କୁ ଶୁଭ ସଂକେତ ଦେଉଛନ୍ତି। ବହୁତ ଶୀଘ୍ର ଆପଣଙ୍କ ଭାଗ୍ୟୋଦୟ ହେବାକୁ ଯାଉଛି।

୪) ଯଦି ଆପଣଙ୍କର ଆଶ୍ଚର୍ଯ୍ୟଜନକ ଭାବେ ଖର୍ଚ୍ଚ ବଢ଼ିବାରେ ଲାଗିଛି ଓ ଲଗାତାର ଖର୍ଚ୍ଚ ହେବା ପରେ ପୁଣି ପକେଟରେ ଟଙ୍କା ଆସୁଛି ତେବେ, ଜାଣନ୍ତୁ ଯେ ଇଶ୍ୱର ଆପଣଙ୍କୁ ସଂକେତ ଦେଉଛନ୍ତି ଯେ ଏବେଠାରୁ ଆପଣଙ୍କର କେବଳ ଭଲ ସମୟ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story