ଭୁବନେଶ୍ୱର(ଓଡିଶା ରିପୋର୍ଟର): ଧନପ୍ରାପ୍ତି ପାଇଁ କିଏ ନ ଚାହେଁ କହିଲେ? ଖାସ୍ ସେଥିପାଇଁ ତ ଏତେ ନାଟ। ଅର୍ଥ ହାତେଇବାକୁ କିଏ କଡା ପରିଶ୍ରମ କରୁଛି ତ ପୁଣି କିଏ ଭାଗ୍ୟ ଆଦେରି ଅପେକ୍ଷା କରୁଛି। ଜାଣିଛନ୍ତି, ଆପଣଙ୍କ ଶରୀରର କିଛି ପରିବର୍ତ୍ତନ ମଧ୍ୟ ଧନପ୍ରାପ୍ତିର ସଂକେତ ଦିଅନ୍ତି। ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ହାତ କୁଣ୍ଡେଇ ହେଲେ ଜାଣନ୍ତୁ ପଇସା ମିଳିବ। ପୁରୁଷ ଲୋକମାନଙ୍କର ଡାହାଣ ହାତ ପାପୁଲି ଏବଂ ସ୍ତ୍ରୀ ଲୋକମାନଙ୍କର ବାମ ହାତ ପାପୁଲି କୁଣ୍ଡାଇ ହେଲେ ଜାଣିବେ ପଇସା ମିଳିବ। ଏଥିସହ ଯଦି ଆପଣଙ୍କ କାନ ପାଖରେ ଚୁଟି ବଢୁଛି, ତେବେ ତାକୁ କାଟନ୍ତୁ ନାହିଁ। ଏହା ଶୁଭଫଳ ଦେଇଥାଏ। (ଦେଖନ୍ତୁ ଭିଡିଓ)
https://youtu.be/QU01ie-uuCU
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...