ସି-ସୋର ଚିଟଫଣ୍ଡ ଠକେଇ: ମଧ୍ୟସ୍ଥି ଶୁଭଙ୍କର ନାୟକଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ

କଟକ: ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ମଧ୍ୟସ୍ଥି ସାଜିଥିବା ଶୁଭଙ୍କର ନାୟକଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ତା’ସହ ୫ ଲକ୍ଷର ସମ୍ପତ୍ତି କିମ୍ବା ୫ ଲକ୍ଷ ଟଙ୍କା ଜମା ଦେବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି।