ସୁସ୍ଥ ରହିବାକୁ ଶୀତ ଦିନେ ଖାଆନ୍ତୁ ଗୁଡ଼

ଶୀତୁଆ ସକାଳରେ ଏବେ ପ୍ରତିଦିନ କୁହୁଡ଼ି ହେଉଛି। ଏହାସହିତ ତାପମାତ୍ରା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଶରୀର ପାଇଁ ଏହି ଋତୁ ଯେତିକି ଭଲ ସେତିକି ମନ୍ଦ। ସେହି ଅନୁସାରେ ଏହି ଦିନରେ ସ୍ୱାସ୍ଥ୍ୟର ଯତ୍ନ ଠିକ୍ ରୂପେ ନେବା ଉଚିତ। ତେଣୁ ଏହି ଋତୁରେ ଖାଦ୍ୟପେୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ଥଣ୍ଡାରୁ ରକ୍ଷା ପାଇବା ଓ  ନିଜକୁ ଫିଟ୍‌ ରଖିବା ପାଇଁ  ଏହି ଋତୁରେ ଗୁଡ଼ର ଭୂମିକା  ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହାର […]

jaggery

jaggery

Rakesh Mallick
  • Published: Monday, 04 December 2017
  • Updated: 04 December 2017, 09:43 AM IST

Sports

Latest News

ଶୀତୁଆ ସକାଳରେ ଏବେ ପ୍ରତିଦିନ କୁହୁଡ଼ି ହେଉଛି। ଏହାସହିତ ତାପମାତ୍ରା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଶରୀର ପାଇଁ ଏହି ଋତୁ ଯେତିକି ଭଲ ସେତିକି ମନ୍ଦ। ସେହି ଅନୁସାରେ ଏହି ଦିନରେ ସ୍ୱାସ୍ଥ୍ୟର ଯତ୍ନ ଠିକ୍ ରୂପେ ନେବା ଉଚିତ। ତେଣୁ ଏହି ଋତୁରେ ଖାଦ୍ୟପେୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ଥଣ୍ଡାରୁ ରକ୍ଷା ପାଇବା ଓ  ନିଜକୁ ଫିଟ୍‌ ରଖିବା ପାଇଁ  ଏହି ଋତୁରେ ଗୁଡ଼ର ଭୂମିକା  ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହାର ଗୋଟିଏ ନୁହେଁ ଅନେକ ଭଲ ଗୁଣ ରହିଛି।

ଆସନ୍ତୁ ଜାଣିବା ଗୁଡ଼ରେ କଣ ସବୁ ଭରି ରହିଛି ଭିଟାମିନ୍

୧- ଗୁଡ଼ରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ୍ ରହିଛି। ତେଣୁ  ଏହା ଶରୀରକୁ ଫୁର୍ତ୍ତି ରଖିଥାଏ।

୨- ଏଥିରେ ପୋଟାସିୟମ ଥିବାରୁ ଗୁଡ଼ ଖାଉଥିବା ଲୋକଙ୍କୁ ବ୍ଲଡ୍‌ ପ୍ରେସର ହୋଇ ନ ଥାଏ। ବ୍ଲଡ୍‌ ପ୍ରେସର ରୋଗୀ  ଥଣ୍ଡା ଦିନେ ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ  ରହିଥାଏ।

୩-  ହିମଗ୍ଲୋବିନ୍ କମ୍ ଥିବା ଲୋକେ ଗୁଡ଼ ଖାଇପାରିବେ।

୪- ଯେଉଁମାନଙ୍କ ପାଚନ କ୍ରିୟା ସମସ୍ୟା ରହିଥାଏ, ସେମାନେ ଖାଦ୍ୟ ଖାଇସାରିବା ପରେ ଗୁଡ଼ ଖାଇବା ଭଲ।

୫- ଆପଣଙ୍କର ଥଣ୍ଡା ସହିତ କଫ ସମସ୍ୟା ଥିଲେ ମଧ୍ୟ ଗୁଡ଼ ଖାଇପାରିବେ।

୬- ଥଣ୍ଡା ଦିନ ଆସିଲେ କିଛି ଲୋକଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଦେଇଥାଏ। ତେଣୁ ପ୍ରତିଦିନ ଖାଦ୍ୟ ସରଣୀରେ ଗୁଡ଼ ସାମିଲ କରନ୍ତୁ।

୭- ଗୁଡ଼କୁ ଅଦା ସହିତ ଗରମ କରି ଖାଇବା ଦ୍ୱାରା  ଗଳା ସମସ୍ୟା ଦୂର ହୋଇଥାଏ। ଏହାସହିତ ଗୁଡ଼ ଚା ମଧ୍ୟ ଶରୀର ପାଇଁ ଲାଭଦାୟକ ।

୮- ଗୁଡ଼ରେ କ୍ୟାଲସିୟମ, ଫସ୍‌ଫୋରସ୍ ରହିଛି। ଏହାର ସେବନ ଦ୍ୱାରା  ଗଳା ସମସ୍ୟା ଓ ଫୁସ୍‌ଫୁସ୍‌ ସଂକ୍ରମଣ ଭଲ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story