ହୋମିଓପାଥି ଡାକ୍ତରଙ୍କ ଗୁଳିମାଡ଼ରେ ସେସୁ କର୍ମଚାରୀ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଇନ୍ଦ୍ରଧନୁ ମାର୍କେଟ୍‌ରେ ହୋମିଓପାଥି ଡାକ୍ତରଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତା ନାଁ ମହେଶ୍ୱର ରାଉତରାୟ। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପ୍ରଥମେ ମହେଶ୍ୱରଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମହେଶ୍ୱର ରାଉତରାୟ ସେସୁର ଜଣେ କର୍ମଚାରୀ। ଆଜି ସେ ତାଙ୍କ ସହଯୋଗୀ ଅଶୋକ ମହାରଣାଙ୍କୁ ଧରି ଦୀନବନ୍ଧୁ ମହାରଣା ଆୟୁର୍ବେଦିକ୍‌ କ୍ଳିନିକକୁ ଆସିଥିଲେ। ଏହି ସମୟରେ […]

docter

docter

Rakesh Mallick
  • Published: Saturday, 16 July 2016
  • Updated: 16 July 2016, 02:43 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଇନ୍ଦ୍ରଧନୁ ମାର୍କେଟ୍‌ରେ ହୋମିଓପାଥି ଡାକ୍ତରଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତା ନାଁ ମହେଶ୍ୱର ରାଉତରାୟ। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପ୍ରଥମେ ମହେଶ୍ୱରଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମହେଶ୍ୱର ରାଉତରାୟ ସେସୁର ଜଣେ କର୍ମଚାରୀ। ଆଜି ସେ ତାଙ୍କ ସହଯୋଗୀ ଅଶୋକ ମହାରଣାଙ୍କୁ ଧରି ଦୀନବନ୍ଧୁ ମହାରଣା ଆୟୁର୍ବେଦିକ୍‌ କ୍ଳିନିକକୁ ଆସିଥିଲେ। ଏହି ସମୟରେ କ୍ଲିନ୍‌କ୍ ସାମ୍ନାରେ ଥିବା ଅଳିଆ ଗଦା ଉପରେ ମହେଶ୍ୱର ପରିସ୍ରା କରୁଥିଲେ। ପରିସ୍ରା କରୁଥିବା ଦେଖି ଏଠି କାହିଁକି ପରିସ୍ରା  କରୁଛ ବୋଲି ଡାକ୍ତର ବିଶ୍ୱଭୂଷଣ ପ୍ରଧାନ ପଚାରିଥିଲେ। ଅଳିଆ ଆବର୍ଜନା ଥିଲା ସେଥିଯୋଗୁଁ ମୁଁ’ ପରିସ୍ରା କରୁଛି, ଯଦି ସଫା ଥାଆନ୍ତା ପରିସ୍ରା କରି ନ ଥାଆନ୍ତି ବୋଲି ମହେଶ୍ୱର କହିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ତା’ପରେ ଅଭିଯୁକ୍ତ ଡାକ୍ତର  କ୍ଲିନ୍‌କ୍ ଭିତରକୁ ଯାଇ ବନ୍ଧୁକ ଆଣି ମହେଶ୍ୱରଙ୍କ ଉପରକୁ ଗୁଳି ଚଳାଇଥିଲେ।

ଗୁଳିମାଡ଼ କରିଥିବା ଡାକ୍ତର ବିଶ୍ୱ ଭୂଷଣ ପ୍ରଧାନଙ୍କୁ ନୟାପଲ୍ଲୀ ପୋଲିସ୍ ଗିରଫ କରିଛି। ତାଙ୍କଠାରୁ ପୋଲିସ୍ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ତାଙ୍କୁ ପୋଲିସ୍‌ ଅଧିକ ପଚରାଉଚରା କରୁଛି।

ଏହି ଗୁଳିଟି ଆମରିକାରେ ନିର୍ମିତ ବୋଲି ଜଣାପଡ଼ିଛି। ନିଜର ସୁରକ୍ଷା ପାଇଁ ସେ ୨୦୦୪ ମସିହାରେ ଏହି ବନ୍ଧୁକ ଲାଇସେନ୍ସ ପାଇଥିଲେ।

ଆହତ ମହେଶ୍ୱର ରାଉତରାୟ କହିଛନ୍ତି,“ ଡାକ୍ତରଙ୍କ କ୍ଲିନ୍‌କ୍‌ ନିକଟରେ ପରିସ୍ରା କରିବାରୁ ସେ ମୋତେ ଗୁଳି କରି କରିଦେଲେ। ଏହି ଜାଗା ପରିସ୍କାର ଥିଲେ ମୁଁ ପରିସ୍ରା କରି ନଥାଆନ୍ତି କହିବାରୁ ମୋତେ ଜବାବ୍ ଦେଉଛି କହି ଡାକ୍ତର ଗୁଳି କରିଥିଲେ। ଜଣେ ରୋଗୀଙ୍କୁ ଧରି ମୁଁ ଦୀନବନ୍ଧୁ ମହାରଣା କ୍ଳିନିକ୍‌କୁ ଯାଇଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story