ଘରେ ପ୍ରସ୍ତୁତ କରନ୍ତୁ ହର୍ବାଲ ସାମ୍ପୋ

ଆପଣ ଚୁଟି ସମସ୍ୟା ନେଇ ଚିନ୍ତିତ ଅଛନ୍ତି କି? କେଶକୁ ସୁନ୍ଦର, ଘନ ଓ ମଜଭୁତ ବନାଇବା ଲାଗି ଅନେକ ସାମ୍ପୋର ବ୍ୟବହାର କରି ସୁଦ୍ଧା କୌଣସି ଫାଇଦା ମିଳୁନାହିଁ। ତେବେ ଆଜି ଆପଣଙ୍କୁ ୪ ପ୍ରକାର ହର୍ବାଲ ସାମ୍ପୋ ବିଷୟରେ କହିବାକୁ ଚାହୁଁଛୁ, ଯାହା ଆପଣ ଘରେ ଖୁବ୍‌ ସହଜରେ ପ୍ରସ୍ତୁତ କରିପାରିବେ। ଲମ୍ବା ଓ  ଘନ କେଶ ପାଇଁ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ହର୍ବାଲ ସାମ୍ପୋ। ୧. ରିଠା-ଅଁଳା-ଶିକାକାଇ ରିଠା,ଅଁଳା, ଶିକାକାଇ ଓ […]

herbal shampoo

herbal shampoo

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 09:07 AM IST

Sports

Latest News

ଆପଣ ଚୁଟି ସମସ୍ୟା ନେଇ ଚିନ୍ତିତ ଅଛନ୍ତି କି? କେଶକୁ ସୁନ୍ଦର, ଘନ ଓ ମଜଭୁତ ବନାଇବା ଲାଗି ଅନେକ ସାମ୍ପୋର ବ୍ୟବହାର କରି ସୁଦ୍ଧା କୌଣସି ଫାଇଦା ମିଳୁନାହିଁ। ତେବେ ଆଜି ଆପଣଙ୍କୁ ୪ ପ୍ରକାର ହର୍ବାଲ ସାମ୍ପୋ ବିଷୟରେ କହିବାକୁ ଚାହୁଁଛୁ, ଯାହା ଆପଣ ଘରେ ଖୁବ୍‌ ସହଜରେ ପ୍ରସ୍ତୁତ କରିପାରିବେ। ଲମ୍ବା ଓ  ଘନ କେଶ ପାଇଁ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ହର୍ବାଲ ସାମ୍ପୋ।

୧. ରିଠା-ଅଁଳା-ଶିକାକାଇ

ରିଠା,ଅଁଳା, ଶିକାକାଇ ଓ ମେଥିଦାନାକୁ ପାଣିରେ ବତୁରାଇ ଅଧଘଣ୍ଟା ପର୍ଯ୍ୟନ୍ତ ଶିଝାନ୍ତୁ। ଥଣ୍ଡା ହୋଇଗଲା ପରେ ପାଣିକୁ ଛାଣିଦିଅନ୍ତୁ। ସେଥିରେ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ। ଏହି ସାମ୍ପୋକୁ ନିୟମିତ ବ୍ୟବହାର କରିବା ଦ୍ୱାରା କେଶ ପାଚିବା, ଝଡିବା, ରୁପି ସମସ୍ୟା ଦୂର ହୁଏ।

୨. ନିମ୍ୱ ପତ୍ର- ବେସନ-ଚନ୍ଦନ ପାଉଡର

ନିମ୍ୱପତ୍ର, ବେସନ, ଶିକାକାଇ ପାଉଡର ଓ ଚନ୍ଦନ ପାଉଡର ମିଶାଇ ଏୟାର ଟାଇଟ ବୋତଲରେ ରଖିଦିଅନ୍ତୁ। କେଶ ସଫା କରିବା ସମୟରେ ଏକ କପ୍‌ ପାଣିରେ ୨ ଚାମଚ ପାଉଡର ମିଶାଇ ସଫା କରନ୍ତୁ। ନିମ୍ବ ଏକ ଔଷଧ ହୋଇଥିବାରୁ ମୁଣ୍ଡ କୁଣ୍ଡାଇ ହେବା ଓ ରୁପି ସମସ୍ୟା ଦୂର ହୁଏ।

୩. ଘି କୁଆଁରୀ

ନିୟମିତ ବ୍ୟବହାର କରୁଥିବା ସାମ୍ପୋରେ ଘିକୁଆଁରୀ ରସକୁ ମିଶାଇ କେଶ ଧୋଇ ଦିଅନ୍ତୁ। କେଶ କୋମଳ ଓ ଚମକ ଦିଶିବ।

୪. ବ୍ରାଣ୍ଡି-ଅଣ୍ଡା

ବ୍ରାଣ୍ଡିରେ ଅଣ୍ଡା ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ।  ଏହାକୁ କେଶରେ ୧୨ରୁ ୧୫ ମିନଟ ଲଗାଇ ଧୋଇଦିଅନ୍ତୁ। ଏହା କେଶକୁ ସାଇନ୍‌ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story