ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

କାର ଚାଳକ ପାଇଁ ନିଯୁକ୍ତି ପ୍ରକାଶ କରିଛି ଡାକ ବିଭାଗ। ଏଥିପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ଜୁନ୍‌ ୨୫, ୨୦୧୮ କିମ୍ବା ତା ପୂର୍ବରୁ ଆବେଦନ କରିପାରିବେ।

ପୋଷ୍ଟର ନାଁ: କାର ଚାଳକ

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ମଧ୍ୟରେ ହୋଇଥିବ। ଏସ୍‌ସି ଓ ଏସ୍‌ଟି ଆବେଦନକାରୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିବା ବେଳେ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି।

ଦରମା:  ଏଥିରେ ୧୯୯୦୦/- ରହିବ।

ପଦ ସଂଖ୍ୟା: 10

ଶିକ୍ଷାଗତ ଯୋଗ୍ୟତା: ମୋଟର ମେକାନିଜିମ୍‌ରେ ଜ୍ଞାନ ଥିବା ଦରକାର। ୩ ବର୍ଷ ପର୍ଯ୍ୟନ୍ତ ଗାଡ଼ିଚଳେଇବାର ଦକ୍ଷତା ଥିବ। ଆବେଦନକାରୀ ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ୧୦ମ ପାସ୍‌ କରିଥିବେ। ଭ୍ୟାଲିଡ୍ ଡ୍ରାଇଭିଂ ଲାଇସେନ୍ସ ଓ ତିନିବର୍ଷର ଦକ୍ଷତା ସହ ମୋଟର ମେକାନିଜିମ୍ ଉପରେ ଧାରଣା ଥିବା ଆବଶ୍ୟକ।

ଆବଶ୍ୟକ ଯୋଗ୍ୟତା:  ତିନି ବର୍ଷର ହୋମ୍‌ ଗାର୍ଡ ଓ ସିଭିଲ୍‌ ଭଲ୍ୟୁଣ୍ଟାରୀ ଭାବେ କାର୍ଯ୍ୟ କରିଥିବା ଦରକାର।

କେମିତି ଆବେଦନ କରିବେ:

ଆବେଦନ କରିବା ପାଇଁ ନିଜ ଶିକ୍ଷାଗତ ଯୋଗ୍ୟତା ସହ ଓ ଦକ୍ଷତା ସାର୍ଟିଫିକେଟ୍‌କୁ ଏକ ଖାମ୍‌ ସାହାଯ୍ୟରେ ଏହି ଠିକଣାକୁ ପଠାନ୍ତୁ। ଠିକଣାଟି ହେଲା “The Manager, Mail Motor Service, Koti, Hyderabad – 500 095”। ଏଥିପାଇଁ ଆପଣ ୨୫.୦୬ ୨୦୧୮ ୫.୩୦ ସୁଦ୍ଧା ସ୍ପିଡ୍‌ ପୋଷ୍ଟ ବି କରିପାରିବେ।

ଅଧିକ ତଥ୍ୟ ପାଇଁ ଏହି ଲିଙ୍କକୁ ଉପରେ କ୍ଲିକ୍ କରନ୍ତୁ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।