ରାତି ପାହିଲେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ଶଙ୍ଖ, ଘଣ୍ଟ, ହୁଳହୁଳିରେ ଦୁଲୁକିବ ସାରା ରାଜ୍ୟ। ପାଳିତ ହେବ ଓଡିଆ ସଂସ୍କୃତି ଓ ପରମ୍ପରାର ଏହି ମହାନ ପର୍ବ ବୋଇତ ବନ୍ଦାଣ ଉତ୍ସବ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ବିଦାୟ ନେବ ଧର୍ମ ମାସ କାର୍ତ୍ତିକ। ମହୋଦଧି ଓ ପଞ୍ଚତୀର୍ଥରେ ଧର୍ମର ଡଙ୍ଗା ଭସାଇ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ମଙ୍ଗଳ ଆଳତୀଠୁ ରାତ୍ର ପହୁଡ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି […]

jannath

jannath

Rakesh Mallick
  • Published: Friday, 03 November 2017
  • Updated: 03 November 2017, 10:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ଶଙ୍ଖ, ଘଣ୍ଟ, ହୁଳହୁଳିରେ ଦୁଲୁକିବ ସାରା ରାଜ୍ୟ। ପାଳିତ ହେବ ଓଡିଆ ସଂସ୍କୃତି ଓ ପରମ୍ପରାର ଏହି ମହାନ ପର୍ବ ବୋଇତ ବନ୍ଦାଣ ଉତ୍ସବ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ବିଦାୟ ନେବ ଧର୍ମ ମାସ କାର୍ତ୍ତିକ। ମହୋଦଧି ଓ ପଞ୍ଚତୀର୍ଥରେ ଧର୍ମର ଡଙ୍ଗା ଭସାଇ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ମଙ୍ଗଳ ଆଳତୀଠୁ ରାତ୍ର ପହୁଡ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ଯେପରି ସୁରୁଖୁରୁରେ ହେବ, ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ହୋଇଛି।

ଡଙ୍ଗାଭସାଣ ପାଇଁ ରାଜ୍ୟର ପ୍ରମୁଖ ଜଳାଶୟ ଗୁଡ଼ିକରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଜଳାଶୟ ଗୁଡ଼ିକୁ ସଫାସୁତରା କରାଯାଇଛି। ବିନ୍ଦୁ ସାଗରରେ ଡଙ୍ଗା ଭସାଣ ପାଇଁ ୮ଟି ସ୍ଥାନ ଚିହ୍ନଟ କରାଯାଇଛି। ସେହିପରି ପ୍ରଥମ ଥର ଲାଗି କୁଆଖାଇ ପଠାର ବରିମୁଣ୍ଡଠାରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯାଉଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଡଙ୍ଗା ଭସାଣକୁ ଦୃଷ୍ଟିରେ ରଖି ଓଡ୍ରାଫ୍ ଓ ପୋଲିସ ଟିମ୍‌କୁ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story