‘ସରକାରୀ ଅଧିକାରୀଙ୍କ ପ୍ରୋତ୍ସାହନରେ ସ୍ୱର୍ଗଦ୍ୱାର ଜମି ହଡପ୍‌ କରାଯାଇଛି’

ପୁରୀ: ସରକାରୀ ଅଧିକାରୀ ଓ ପ୍ରଶାସନର ପ୍ରୋତ୍ସାହନରେ ବିଭିନ୍ନ ସମୟରେ ସ୍ୱର୍ଗଦ୍ୱାର ଜମି ହଡପ୍‌ କରାଯାଇଛି। ଏପରିକି ଗୋବର୍ଦ୍ଧନ ପୀଠ ଶ୍ମଶାନରେ ଥିବା ୧୩୧ ଜଣ ଶଙ୍କରାଚାର୍ଯ୍ୟଙ୍କ ସମାଧି ଭିତରୁ ୧୨୦ ସମାଧି ଉପରେ ହୋଟେଲ ଓ ଲଜ୍‌ ଗଢ଼ି ଉଠିଛି। ବାକି ୧୧ଟି ସମାଧି ବି ଜବର ଦଖଲକାରୀଙ୍କ କବ୍‌ଜାରେ ରହିଛି। ଆଜି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମୁଖପାତ୍ର ମନୋଜ କୁମାର ରଥ। ପୁରୀରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀ […]

sankarachariya.jpg1234

sankarachariya.jpg1234

Rakesh Mallick
  • Published: Tuesday, 28 March 2017
  • Updated: 28 March 2017, 10:41 PM IST

Sports

Latest News

ପୁରୀ: ସରକାରୀ ଅଧିକାରୀ ଓ ପ୍ରଶାସନର ପ୍ରୋତ୍ସାହନରେ ବିଭିନ୍ନ ସମୟରେ ସ୍ୱର୍ଗଦ୍ୱାର ଜମି ହଡପ୍‌ କରାଯାଇଛି। ଏପରିକି ଗୋବର୍ଦ୍ଧନ ପୀଠ ଶ୍ମଶାନରେ ଥିବା ୧୩୧ ଜଣ ଶଙ୍କରାଚାର୍ଯ୍ୟଙ୍କ ସମାଧି ଭିତରୁ ୧୨୦ ସମାଧି ଉପରେ ହୋଟେଲ ଓ ଲଜ୍‌ ଗଢ଼ି ଉଠିଛି। ବାକି ୧୧ଟି ସମାଧି ବି ଜବର ଦଖଲକାରୀଙ୍କ କବ୍‌ଜାରେ ରହିଛି। ଆଜି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମୁଖପାତ୍ର ମନୋଜ କୁମାର ରଥ।

ପୁରୀରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀ ସେ କହିଛନ୍ତି,“୧୪୪ତମ ଶଙ୍କରାଚାର୍ଯ୍ୟ ନିରଞ୍ଜନ ଦେବତୀର୍ଥ ତୁଳସୀ ବଣ ପାଇଁ ମାତ୍ର ୩ ଡିସିମିଲ୍‌ ଜମି ରାମଶଙ୍କର ଷଡଙ୍ଗୀଙ୍କୁ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଜାଲିଆତି କରି ଆଖପାଖ ୩ ଏକର ଜମିକୁ ବିକ୍ରି କରିଦେଇ ଥିଲେ। ଯାହା ଉପରେ ଏବେ ବଡ଼ବଡ଼ ହୋଟେଲ ଚାଲିଛି। ପରବର୍ତ୍ତୀ ସମୟରେ ହାଇକୋର୍ଟ ଏହି ଜମି ଫେରାଇ ଆଣିବା ସହ ଜାଲିଆତି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଗଲାନି। କେବଳ ଏଇ ଗୋଟିଏ ଘଟଣା ନୁହେଁ ଅନେକ କ୍ଷେତ୍ରରେ ଜାଲିଆତି ବିରୋଧରେ କୋର୍ଟଙ୍କ ରାୟ ଗୋବର୍ଦ୍ଧନ ପୀଠ ସପକ୍ଷରେ ଥିଲେ ମଧ୍ୟ ଜମି ଉଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇ ନଥିଲା।”

ପୁରୀ ପୌରାଧ୍ୟକ୍ଷ ଜୟନ୍ତ କୁମାର ଷଡଙ୍ଗୀ କହିଛନ୍ତି,“ବାପା ଓ ଦାଦାଙ୍କ ସମୟରେ କଣ ହୋଇଛି ମୁଁ ଜାଣିନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story