ଯୋଗାଯୋଗ, ସାମାଜିକ ସୁରକ୍ଷା ଓ କୃଷିର ଉନ୍ନତି ପୂର୍ବ ଭାରତର ବିକାଶ ପାଇଁ ଜରୁରୀ: ଜୟନ୍ତ ସିହ୍ନା  

ଭୁବନେଶ୍ୱର: ପୂର୍ବ ଭାରତର ବିକାଶ ପାଇଁ ଯୋଗାଯୋଗ, ସାମାଜିକ ସୁରକ୍ଷା, କୃଷି ଓ ମେକ୍ ଇନ୍ ଇଣ୍ଡିଆ ଉପରେ ବିଶେଷ ଭାବେ ଗୁରୁତ୍ୱ ଦେବାକୁ ହେବ। ପୂର୍ବ ଭାରତର ବିକାଶ ଏହି ଚାରୋଟି ଉପାଦାନ ଉପରେ ନିର୍ଭର କରୁଛି। ଶନିବାର ଏହି କଥା କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ଓଟିଭିର ବାର୍ଷିକ ସମ୍ମିଳନୀ ‘ଫୋରସାଇଟ୍ ୨୦୧୬’ରେ ‘ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ପୂର୍ବ ଭାରତର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ସେ ଏହା କହିଥିଲେ। […]

jasawant sinha

jasawant sinha

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 11:52 AM IST

Sports

Latest News

ଭୁବନେଶ୍ୱର: ପୂର୍ବ ଭାରତର ବିକାଶ ପାଇଁ ଯୋଗାଯୋଗ, ସାମାଜିକ ସୁରକ୍ଷା, କୃଷି ଓ ମେକ୍ ଇନ୍ ଇଣ୍ଡିଆ ଉପରେ ବିଶେଷ ଭାବେ ଗୁରୁତ୍ୱ ଦେବାକୁ ହେବ। ପୂର୍ବ ଭାରତର ବିକାଶ ଏହି ଚାରୋଟି ଉପାଦାନ ଉପରେ ନିର୍ଭର କରୁଛି। ଶନିବାର ଏହି କଥା କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ଓଟିଭିର ବାର୍ଷିକ ସମ୍ମିଳନୀ ‘ଫୋରସାଇଟ୍ ୨୦୧୬’ରେ ‘ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ପୂର୍ବ ଭାରତର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ସେ ଏହା କହିଥିଲେ।

ଜୟନ୍ତ ସିହ୍ନା କହିଥିଲେ, ପୂର୍ବ ଭାରତର ବିକାଶ ପାଇଁ ଯୋଗାଯୋଗ ହେଉଛି ଏକ ପ୍ରମୁଖ ଆବଶ୍ୟକତା। ଏହା ହେଉଛି ବିକାଶର ମୂଳଦୁଆ। ପୂର୍ବ ଭାରତର ସମସ୍ତ ଅଞ୍ଚଳକୁ ଯୋଗାଯୋଗର ବ୍ୟବସ୍ଥା ରହିବା ଉଚିତ୍। ସବୁ ଅଞ୍ଚଳକୁ ରାସ୍ତା ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଯୋଗାଯୋଗ ଦୃଷ୍ଟିରୁ ପୂର୍ବ ଭାରତ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ପୂର୍ବ ଭାରତର ରାଜ୍ୟ ସରକାରମାନେ ସେମାନଙ୍କ ରାଜ୍ୟ ଗୁଡ଼ିକରେ କେଉଁ ପ୍ରକାରର ଜାତୀୟ ରାଜପଥ ନିର୍ମାଣ କରିବାକୁ ଚାହୁଁଛନ୍ତି, ସେନେଇ ପ୍ରସ୍ତାବ ଦେବାକୁ କେନ୍ଦ୍ର ପରିବହନ ମନ୍ତ୍ରୀ କହିଛନ୍ତି।

ସେ କହିଥିଲେ, ଏବେ ରାଞ୍ଚିରୁ ଜାମସେଦପୁରକୁ ୩ ଘଣ୍ଟା ଲାଗୁଛି। ରାଞ୍ଚି ଓ ଜାମସେଦପୁର ମଧ୍ୟ ଉଚ୍ଚମାନର ଜାତୀୟ ରାଜପଥ ନ ଥିଲା। ଏବେ ଏଠାରେ ଉଚ୍ଚମାନର ଜାତୀୟ ରାଜପଥ ନିର୍ମାଣ କରାଯାଉଛି। ଏହି କାମ ସରିଗଲେ ରାଞ୍ଚି ଓ ଜାମସେଦପୁର ଯିବାକୁ ମାତ୍ର ଦେଢ଼ ଘଣ୍ଟା ଲାଗିବ। ରାଞ୍ଚିରୁ ହଜାରିବଗକୁ ଯୋଗାଯୋଗ ଭଲ ହୋଇ ସାରିଛି। ଯେତେବେଳ ରାଞ୍ଚି, ଧାନବାଦ, ଜାମସେଦପୁର ଓ ହଜାରିବାଗ କରିଡରକୁ ଯୋଗାଯୋଗ ବଢ଼ିଆ ହୋଇଯିବ, ସେତେବେଳ ଏଠାରେ ଶିଳ୍ପର ଅଭିବୃଦ୍ଧି ହେବ। ଠିକ୍ ଏହି ଢାଞ୍ଚାରେ ପୂର୍ବ ଭାରତର ସମସ୍ତ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ରାଜପଥ ଦ୍ୱାରା ସଂଯୋଗ କରାଯିବାକୁ ଯୋଜନା କରାଯାଉଛି। ଓଡ଼ିଶା ବି ଏନେଇ କାର୍ଯ୍ୟ କରୁଛି। ଉତ୍ତର-ପୂର୍ବ ଭାରତର ସମସ୍ତ ରାଜ୍ୟର ରାଜଧାନୀଗୁଡ଼ିକୁ ସଂଯୋଗ କରାଯିବା ନେଇ ମଧ୍ୟ ଯୋଜନା କରାଯାଇଛି। ସେହିପରି ଯୋଗାଯୋଗର ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବନ୍ଦର ଓ ଟେଲିକମ୍ ନେଟୱର୍କ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯାଉଛି।

ପୂର୍ବ ଭାରତର ବିକାଶ ପାଇଁ ଦ୍ୱିତୀୟ ପ୍ରମୁଖ ଆବଶ୍ୟକତା ସାମାଜିକ ସୁରକ୍ଷା ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ। ସେ କହିଥିଲେ, ପୂର୍ବ ଭାରତର ବିକାଶ ପାଇଁ ଏକାଧିକ ସାମାଜିକ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏହା ଏଞ୍ଚଳର ବିକାଶରେ ଆଉ ଏକ ପ୍ରମୁଖ ଆବଶ୍ୟକତା। ଏନେଇ ବି ସରକାର କାର୍ଯ୍ୟ କରୁଛନ୍ତି। ପୂର୍ବ ଭାରତର ସମସ୍ତ ଗାଁକୁ ବ୍ୟାଙ୍କ ସେବା ଯୋଗାଇ ଦିଆଯିବା ନେଇ ବ୍ୟାଙ୍କଗୁଡ଼ିକ ସହିତ ଆଲୋଚନା କରାଯାଇଛି। ପ୍ରତ୍ୟେକ ସ୍ଥାନରେ ପେମେଣ୍ଟ୍ ବ୍ୟାଙ୍କ ଖୋଲିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଜନ ଧନ ଯୋଜନା, ଜୀବନ ଜ୍ୟୋତି ବୀମା, ସୁରକ୍ଷା ବୀମା ଓ ୟୁନିଭର୍ସାଲ ହେଲ୍ଥ କଭର  ଭଳି ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ ପୂର୍ବ ଭାରତର ଲୋକଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବ।

ଜୟନ୍ତ ସିହ୍ନା କହିଥିଲେ, ପୂର୍ବ ଭାରତର ବିକାଶରେ ତୃତୀୟ ପ୍ରମୁଖ ଉପାଦାନ ହେଉଛି କୃଷି। ଏନେଇ ଗତ ବଜେଟରୁ ସରକାର ଗମ୍ଭୀରତାର ସହିତ କାର୍ଯ୍ୟ କରୁଛନ୍ତି। କୃଷି ପାଇଁ ଜଳ ସେଚନ ହେଉଛି ଏକ ପ୍ରମୁଖ ଆବଶ୍ୟକତା। କେବଳ ଗୋଟିଏ ଫସଲ ନୁହେଁ, ବର୍ଷରେ ଦୁଇ ତିନୋଟି ଫସଲ କରିବା ପାଇଁ ଜଳ ସେଚନର ବ୍ୟବସ୍ଥା ରହିବା ଜରୁରୀ। ଏ ଦିଗରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ବେଶ ଉପଯୋଗୀ। ଏହି ଯୋଜନା ମାଧ୍ୟମରେ ଦେଶର ଜଳ ସେଚନ ହୋଇ ପାରୁ ନ ଥିବା ୬୦ ପ୍ରତିଶତ ଜମି ଏହି ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ଓ ଏ ଦିଗରେ କାର୍ଯ୍ୟ କରାଯାଉଛି। କୃଷି ସଂପର୍କିତ ଶିଳ୍ପଗୁଡ଼ିକ ଉପରେ ମଧ୍ୟ ଜୋର ଦିଆଯାଉଛି।

କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତର ବିକାଶ ଚତୁର୍ଥ ପ୍ରମୁଖ ଆବଶ୍ୟକତା ହେଉଛି ଶିଳ୍ପ। ପୂର୍ବ ଭାରତରେ ଅନେକ ଶିଳ୍ପ ଅଛି। ପୂର୍ବ ଭାରତରେ ଆଇରନ୍, ଆଲୁମିନିୟମ୍, ରିଫାଇନାରୀ ଶିଳ୍ପ ରହିଛି। ଏ ଶିଳ୍ପଗୁଡ଼ିକୁ ବିଶ୍ୱ ସ୍ତରୀୟ କରିବାର ଆବଶ୍ୟକତା ରହିଛି। ସେଥିପାଇଁ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛନ୍ତି। ଆଇରନ୍ ଓର, କୋଇଲା ଆଦିର ନିଲାମୀ କରାଯାଉଛି। ଶିଳ୍ପ ପାଇଁ ଭିତ୍ତିଭୂମି ନିର୍ମାଣ କରାଯାଉଛି। କଳକାରଖାନାଗୁଡ଼ିକରେ କାମ କରିବା ପାଇଁ ‘ସ୍କିଲ୍ ଇଣ୍ଡିଆ’ ମାଧ୍ୟମରେ କୁଶଳୀ କାରିଗର ତିଆରି କରାଯାଉଛି।

ଏହି ଚାରୋଟି ଉପାଦାନ ସହିତ ପୂର୍ବ ଭାରତର ବିକାଶ ପାଇଁ ଉତ୍ପାଦନ ଦକ୍ଷତା ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ସେ କହିଥିଲେ, ପୂର୍ବ ଭାରତର ବିକାଶ ପାଇଁ ଯୋଗାଯୋଗ, ସାମାଜିକ ସୁରକ୍ଷା, କୃଷି ଓ ମେକ୍ ଇଣ୍ଡିଆ ସହିତ ପ୍ରଡକ୍ସନ କାପାସିଟ୍ ବା ଉତ୍ପାଦନ କ୍ଷମତା ମଧ୍ୟ ବଢ଼ାଯିବାର ଆବଶ୍ୟକତା ରହିଛି। ଉତ୍ପାଦନ କ୍ଷମତା ହେଉଛି ଦୁଇ ପ୍ରକାର। ଗୋଟିଏ ହେଉଛି  ହାର୍ଡ ଆସେସ୍ ଓ ଅନ୍ୟଟି ହେଉଛି ସଫ୍ଟ ଆସେସ୍। ହାର୍ଡ ଆସେସରେ ଆସୁଛି ରାସ୍ତା, ବ୍ରିଜ୍, ବନ୍ଦର, ଜାତୀୟ ରାଜପଥ ଓ ଶିକ୍ଷା ଭିତ୍ତିଭିମି ଇତ୍ୟାଦି। ସେହିଭଳି ସଫ୍ଟ ଆସେସରେ ଆସୁଛି ନିଯୁକ୍ତି ଓ କାରିଗରୀ କୌଶଳ ଇତ୍ୟାଦି। ଏଗୁଡ଼ିକୁ ସୁଦୃଢ଼ କରାଯିବାର ଆବଶ୍ୟକତା ରହିଛି।

ସେ କହିଥିଲେ ଯେ ଓଡ଼ିଶା, ପଶ୍ଚିମ ବଙ୍ଗ ଆଦି ରାଜ୍ୟର ଅଭିବୃଦ୍ଧି ହାର ୭ ଓ ୮ ପ୍ରତିଶତ ଭଳି କିଛି ରହୁଛି। ଏହି ଅଭିବୃଦ୍ଧି ହାରକୁ ବଢ଼ାଇବାକୁ ପଡ଼ିବ। ଅଭିବୃଦ୍ଧି ହାର କଥା କହିଲେ ଆମେ ସବୁ ବେଳେ ଚୀନର ଉଦାହାରଣ ଦେଉ। କିନ୍ତୁ ଦକ୍ଷିଣ ଓ ପଶ୍ଚିମ ଭାରତର ରାଜ୍ୟ ଗୁଡ଼ିକରେ ମଧ୍ୟ ଚୀନ ଭଳି ସ୍ଥିର ଓ ଭଲ ଅଭିବୃଦ୍ଧି ହାର ଦେଖିବାକୁ ମିଳେ। ଦକ୍ଷିଣ ଓ ପଶ୍ଚିମ ଭାରତର ରାଜ୍ୟ ଗୁଡ଼ିକରେ ଦଶନ୍ଧି ଧରି ଅଭିବୃଦ୍ଧି ହାର ୮/୯/୧୦ ପ୍ରତିଶତ ରହିଛି। ତେଣୁ ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ବି ନିଜର ଦକ୍ଷତା ବଢ଼ାଇବାକୁ ହେବ ଓ ଦଶନ୍ଧି ଧରି ଅଭିବୃଦ୍ଧି ହାରକୁ ୯/୧୦ ଭଳି ରଖିବାକୁ ହେବ।

ପୂର୍ବ ଭାରତର ବିକାଶ ପାଇଁ ମିନିମନ୍ ଗଭର୍ଣ୍ଣମେଣ୍ଟ୍, ମାକ୍ସିମମ୍ ଗଭର୍ଣ୍ଣାସ୍ ଉପରେ ଗୁରୁତ୍ୱ ଦେବାକୁ ହେବ। କେନ୍ଦ୍ର ସରକାର ଏବେ ଏହି ନୀତିରେ ଚାଲିଛନ୍ତି ବୋଲି କହିଥିଲେ ଜୟନ୍ତ ସିହ୍ନା। ସେ କହିଥିଲେ, ମିନିମନ୍ ଗଭର୍ଣ୍ଣମେଣ୍ଟ୍, ମାକ୍ସିମମ୍ ଗଭର୍ଣ୍ଣାସ୍ ଜରିଆରେ ପ୍ରଥମେ ରାଜ୍ୟ ସରକାରଗୁଡ଼ିକୁ ଚିନ୍ତା କରିବାକୁ ପଡ଼ିବ ସେମାନେ କ’ଣ ଚାହୁଁଛନ୍ତି। ସେମାନେ ପ୍ରଥମେ ସେମାନଙ୍କ ନୀତି ସ୍ପଷ୍ଟ କରିବେ। ମିନିମନ୍ ଗଭର୍ଣ୍ଣମେଣ୍ଟ୍, ମାକ୍ସିମମ୍ ଗଭର୍ଣ୍ଣାସ୍ ରାଜ୍ୟଗୁଡ଼ିକରେ ଶିଳ୍ପ ପ୍ରତିଷ୍ଠା ପାଇଁ ବାଟ ସୁଗମ ହେବ।

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଥିଲେ, ପୂର୍ବ ଭାରତ ସମୃଦ୍ଧ। ଏଠାରେ ଖଣିଜ ପଦାର୍ଥ ଭରପୂର ରହିଛି। କିନ୍ତୁ ଲୋକେ ଗରିବ। ଏହି ସ୍ଥିତିକୁ ବଦଳାଇବାକୁ ପଡ଼ିବ। ଏଥିପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ।

କେନ୍ଦ୍ର ସରକାରଙ୍କ ନୀତି ସଂପର୍କରେ ସୂଚନା ଦେଇ ଜୟନ୍ତ କହିଥିଲେ ଯେ ତାଙ୍କ ସରକାର ଗରିବ ଦରଦୀ। ଗରିବ ଲୋକଙ୍କ ପାଇଁ କାମ କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ଏହା ହେଉଛି ସରକାରଙ୍କର ଦାୟିତ୍ୱ। ପୂର୍ବ ଭାରତକୁ ବିକାଶମୁଖୀ କରିବା ସରକାରଙ୍କର ଦାୟିତ୍ୱ। ତାଙ୍କ ସରକାର ମାର୍କେଟିଂକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି। କଂପାନୀ, ବ୍ୟବସାୟ, ଟ୍ରେଡ୍ ଆଦି ବଢ଼ିବା ଦରକାର। ବିକାଶ ପାଇଁ ଏଗୁଡ଼ିକ ନିହାତି ଆବଶ୍ୟକ। ସେହିଭଳି ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ  କରୁଛନ୍ତି କେନ୍ଦ୍ର ସରକାର। ରାଜ୍ୟଗୁଡ଼ିକୁ ସାଥୀରେ ନେଇ କାର୍ଯ୍ୟ କରିବା ଉପରେ ଜୋର ଦେଇ ଆସୁଛନ୍ତି କେନ୍ଦ୍ର ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story