ଜୁଏଲ୍ ଓରାମଙ୍କ କେନ୍ଦ୍ର ବିରୋଧୀ ମନ୍ତବ୍ୟରୁ ବିଜେପି-ବିଜେଡି ମହାମେଣ୍ଟ  କଥା ସ୍ପଷ୍ଟ ହୋଇଛି: କଂଗ୍ରେସ

ଭୁବେନଶ୍ୱର: ଖଣି ଦୁର୍ନୀତି ଓ ଚିଟଫଣ୍ଡ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ରାଜ୍ୟକୁ ଛାଡ଼ି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଧନ୍ୟବାଦ ଦେବା ଉଚିତ୍। ନ ହେଲେ ଏତେବେଳକୁ ରାଜ୍ୟ ସରକାର ସିବିଆଇ ଦ୍ୱାରା ସଫା ହୋଇଯିବା କଥା। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ଏହି ବୟାନକୁ ନେଇ ସୃଷ୍ଟି ହୋଇଛି ରଜନୈତିକ ଝଡ଼। ତାଙ୍କର ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,  ଜୁଏଲ ଓରାମଙ୍କ […]

-cog-4

-cog-4

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 09:23 AM IST

Sports

Latest News

ଭୁବେନଶ୍ୱର: ଖଣି ଦୁର୍ନୀତି ଓ ଚିଟଫଣ୍ଡ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ରାଜ୍ୟକୁ ଛାଡ଼ି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଧନ୍ୟବାଦ ଦେବା ଉଚିତ୍। ନ ହେଲେ ଏତେବେଳକୁ ରାଜ୍ୟ ସରକାର ସିବିଆଇ ଦ୍ୱାରା ସଫା ହୋଇଯିବା କଥା। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ଏହି ବୟାନକୁ ନେଇ ସୃଷ୍ଟି ହୋଇଛି ରଜନୈତିକ ଝଡ଼। ତାଙ୍କର ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,  ଜୁଏଲ ଓରାମଙ୍କ ମନ୍ତବ୍ୟ ବିଜେପି-ବିଜେଡ଼ି ମଧ୍ୟରେ ମହାମେଣ୍ଟ ଥିବା କଥା ସ୍ପଷ୍ଟ ହୋଇଛି। ଏହାସହ ପରୋକ୍ଷରେ ସେମାନଙ୍କ ମଧ୍ୟରେ ସୁସମ୍ପର୍କ ଥିବା କଥା ମଧ୍ୟ ପଦାକୁ ଆସିଛି। ପୂର୍ବରୁ କଂଗ୍ରେସ ମଧ୍ୟ ଏଭଳି ଅଭିଯୋଗ ଆଣିଥିଲା। ତେବେ ଦୁର୍ନୀତି ମୁକ୍ତ କଥା କହୁଥିବା ଓଡ଼ିଶା ସରକାର, ଦୁର୍ନୀତିକୁ ଲୁଚାଇବା ପାଇଁ କିଭଳି ପନ୍ଥା ଆପଣାଉଛନ୍ତି ତାହା ଜୁଏଲଙ୍କ ମନ୍ତବ୍ୟରୁ ଜଣାପଡିଛି।

ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ରାହୁଲ ଗାନ୍ଧି ବରଗଡ଼ରେ ପଦଯାତ୍ରା ବେଳେ ଯାହା କହିଥିଲେ ତାହା ପ୍ରମାଣିତ ହୋଇଛି। ବିଜେଡ଼ି-ବିଜେପି ଭିତରି ବୁଝାମଣାର ପର୍ଦ୍ଦାଫାସ ହୋଇଛି। ଚିଟଫଣ୍ଡ ତଦନ୍ତରୁ ସିବିଆଇ ଜାଲରୁ ଖସିବା ପାଇଁ ବିଜେଡି-ବିଜେପି ଭିତରେ  ସମ୍ପର୍କ ହୋଇଛି।  ଖଣି ମହାଦୁର୍ନୀତି ନେଇ  ଆମେ ମଧ୍ୟ ଅଭିଯୋଗ କରିଥିଲୁ।  ଖଣି ମହାଦୁର୍ନୀତି ସମ୍ପର୍କରେ ଶାହା  କମିଶନ ରିପୋର୍ଟରେ ସିବିଆଇ ତଦନ୍ତ ପାଇଁ ସୁପାରିଶ  କରିଥିଲେ। ୨୦୧୪  ସାଧାରଣ ନିର୍ବାଚନ  ଅବ୍ୟବହିତ ପୂର୍ବରୁ ସଂସଦରେ ରିପୋର୍ଟ  ଉପସ୍ଥାପନ କରାଗଲା। ଏନଡିଏ ସରକାରର ଦାୟିତ୍ୱ  ଥିଲା ଏହି ସୁପାରିଶ କାର୍ଯ୍ୟକାରୀ କରିବା। ଖଣି ମହାଦୁର୍ନୀତିକୁ ସିବିଆଇ ପରିସରକୁ ଆଣିବା । କିନ୍ତୁ ଏନଡିଏ ସରକାର ଏହା କଲେ ନାହିଁ।

ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ‘ଜୁଏଲଙ୍କ ଭଳି ଜଣେ ଦାୟିତ୍ୱବାନ କେନ୍ଦ୍ରମନ୍ତ୍ରୀ ଏଭଳି କହି ନ ଥିବେ। ମୁଁ ତାଙ୍କ ସହ ଆଲୋଚନା କରିବି।’

ଅନ୍ୟପକ୍ଷରେ କେନ୍ଦ୍ର ପେଟ୍ରୋଲ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଜୁଏଲ କିଭଳି ଓ କେଉଁ ପରିସ୍ଥିରେ ଏହି ମନ୍ତବ୍ୟ ଦେଇଛନ୍ତି, ତାହା ତାଙ୍କ ସହିତ କଥା ହେବା ପରେ ଜଣାପଡ଼ିବ। ମୁଁ ତାଙ୍କ ଷ୍ଟେଟମେଣ୍ଟ୍ ଦେଖିନାହିଁ, ଖବର କାଗଜରେ ପଢ଼ିଛି। ସିବିଆଇକୁ ସ୍ୱାଧୀନ ଭାବରେ କାମ କରିବାକୁ ଦିଆଯିବା ଦରକାର।’

ସେହିଭଳି ବିଜେପିର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ତଦନ୍ତ ଠିକ୍ ହୋଇଥିଲେ ଫଳ କ’ଣ ହୋଇଥାଆନ୍ତା ତାହା ସମସ୍ତଙ୍କୁ ଜଣା। ଏବେ ଯେଉଁ ଜନମତ ସୃଷ୍ଟି ହୋଇଛି, ତାହାକୁ ଦେଖି ତଦନ୍ତକୁ ତ୍ୱରାନ୍ୱିତ କରାଯିବା ଦରକାର। ଚିଟଫଣ୍ଡ ନେଇ ସିବିଆଇର ତଦନ୍ତ ଉପରେ କୋର୍ଟ ନଜର ରଖିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଜି ନିଜ ମତ ବଦଳାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଖଣି ଦୁର୍ନୀତି ଓ ଚିଟଫଣ୍ଡ ମାମାଲାରେ ସିବିଆଇ ତଦନ୍ତ ଧିମେଇ ଥିବା କଥା ସାଧାରଣ ଲୋକଙ୍କ ଧାରଣା ବୋଲି ସେ କହିଥିଲେ। ଏ ତଦନ୍ତରେ କେନ୍ଦ୍ର ସରକାର ହସ୍ତକ୍ଷେପ କରି ନାହାନ୍ତି। ବିଜେଡି-ବିଜେପି ମଧ୍ୟରେ କୌଣସି ଆପୋଷ ବୁଝାମଣା ନାହିଁ। ବିଜେଡି ଆବଶ୍ୟକ ହେଲେ ସଂସଦରେ  ବିଭିନ୍ନ ପ୍ରସଙ୍ଗରେ ଏନଡିଏକୁ ସମର୍ଥନ କରୁଛି, ଆବଶ୍ୟକ ହେଲେ ବିରୋଧ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story