କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ: ବଲିଉଡ୍‌ରେ ସମସ୍ତେ ଅନ୍ୟକୁ ଦୁର୍ବଳ ଭାବିଥାନ୍ତି

ମୁମ୍ବାଇ: ବଲିଉଡ୍‌ରେ ବିବାଦୀୟ କୁଇନ୍ ଭାବେ ଜଣାଶୁଣା କଙ୍ଗନା ରଣାୱତ ସବୁବେଳେ କିଛିନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଏବେ ପୁଣି କଙ୍ଗନା ବଲିଉଡକୁ ନେଇ ନିଜର ଏକ ମତ ପ୍ରକାଶ କରିଛନ୍ତି, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ସେ କହିଛନ୍ତ, “ବଲିଉଡ୍‌ରେ କଳାକାର, ନିର୍ଦ୍ଦେଶକ ହୁଅନ୍ତୁ କି ପ୍ରଡ୍ୟୁସର, ଏମାନେ ସବୁବେଳେ ଅନ୍ୟକୁ ଦୁର୍ବଳ ଭାବିଥାନ୍ତି।ଏଥିପାଇଁ ମୁଁ ସବୁବେଳେ ସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇ ରହିଥାଏ।” ସେ କହିଛନ୍ତି, “ମୁଁ […]

kang

kang

Rakesh Mallick
  • Published: Monday, 06 November 2017
  • Updated: 06 November 2017, 03:04 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ବିବାଦୀୟ କୁଇନ୍ ଭାବେ ଜଣାଶୁଣା କଙ୍ଗନା ରଣାୱତ ସବୁବେଳେ କିଛିନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଏବେ ପୁଣି କଙ୍ଗନା ବଲିଉଡକୁ ନେଇ ନିଜର ଏକ ମତ ପ୍ରକାଶ କରିଛନ୍ତି, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ସେ କହିଛନ୍ତ, “ବଲିଉଡ୍‌ରେ କଳାକାର, ନିର୍ଦ୍ଦେଶକ ହୁଅନ୍ତୁ କି ପ୍ରଡ୍ୟୁସର, ଏମାନେ ସବୁବେଳେ ଅନ୍ୟକୁ ଦୁର୍ବଳ ଭାବିଥାନ୍ତି।ଏଥିପାଇଁ ମୁଁ ସବୁବେଳେ ସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇ ରହିଥାଏ।”

Kangana-Ranautସେ କହିଛନ୍ତି, “ମୁଁ ଏ ଇଣ୍ଡଷ୍ଟ୍ରିର ଆଉଟ୍‌ସାଡେଡ। ଏଥିପାଇଁ ମୁଁ ଏଠାରେ ମୋ ପାଇଁ ସ୍ଥାନ ବନାଇବାକୁ ଚାହୁଁଛି। ମୋତେ ମଧ୍ୟ ନିଜ ମତ ଦେବାର ଅଛି। ନିଜ ବିଚାର ସ୍ପଷ୍ଟ ଭାବେ ବ୍ୟକ୍ତ କରିବାକୁ ମୁଁ ବିକଳ୍ପ ବାଟ ବାହାର କରିଥାଏ।’’

ଆହୁରି ମଧ୍ୟ ପଢନ୍ତୁ: କାହାଣୀ ଚୋରି କରିଛନ୍ତି କଙ୍ଗନା! କାହାର, କେମିତି… ପଢ଼ନ୍ତୁ

ସେ ଆହୁରି କହିଛନ୍ତି,“ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିବା କଷ୍ଟକର। ଏଠାରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ସବୁବେଳେ ଦୁର୍ବଳ ଭାବିଥାନ୍ତି। ହେଲେ ଆପଣଙ୍କୁ ନିଜ ଶକ୍ତି ଓ ଆତ୍ମବିଶ୍ୱାସ ବଢାଇବାକୁ ପଡିବ। ଏହାସହ ଭୁଲ ହେଉଥିଲେ ସ୍ୱର ଉଠାଇବାକୁ ପଡିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story