ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ପିଏସ୍‌ଓ

କେନ୍ଦୁଝର: କେନ୍ଦୁଝରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ଅଶୋଭନୀୟ ଘଟଣା ଘଟିଛି। ଜାତୀୟ ପତାକା ସମ୍ମୁଖରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ (ପିଏସ୍‌ଓ) ପ୍ରଥମେ ତାଙ୍କ ପାଦରୁ ଜୋତା ଖୋଲି ଦେଲେ ଓ ତା’ ପରେ ପିନ୍ଧାଇ ଦେଲେ ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି କେନ୍ଦୁଝର ମିନିଷ୍ଟାଡିୟମ୍‌ରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ […]

jogendra-behera

jogendra-behera

Rakesh Mallick
  • Published: Monday, 15 August 2016
  • Updated: 15 August 2016, 07:30 PM IST

Sports

Latest News

jogendra-beheraକେନ୍ଦୁଝର: କେନ୍ଦୁଝରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ଅଶୋଭନୀୟ ଘଟଣା ଘଟିଛି। ଜାତୀୟ ପତାକା ସମ୍ମୁଖରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ (ପିଏସ୍‌ଓ) ପ୍ରଥମେ ତାଙ୍କ ପାଦରୁ ଜୋତା ଖୋଲି ଦେଲେ ଓ ତା’ ପରେ ପିନ୍ଧାଇ ଦେଲେ ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଜି କେନ୍ଦୁଝର ମିନିଷ୍ଟାଡିୟମ୍‌ରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା। ମନ୍ତ୍ରୀ ଜୋତା ଖୋଲି ପତାକା ଉତ୍ତୋଳନ କରିଥିଲେ। ତେବେ ସେ ନିଜେ ତାଙ୍କ ଜୋତା ଖୋଲି ପାରି ନ ଥିଲେ। ତାଙ୍କ ପିଏସ୍‌ଓ ତାଙ୍କ ଜୋତା ଖୋଲି ଦେଇଥିଲେ।  ପତାକା ଉତ୍ତୋଳନ କରିବା ପରେ ମନ୍ତ୍ରୀ ଜୋତା ପିନ୍ଧି ଥିଲେ। ସେତେବେଳେ ତାଙ୍କ ପିଏସ୍‌ଓ ନଇଁ ଯାଇ ତାଙ୍କ ଜୋତାର ଲେସ୍‌ଗୁଡ଼ିକୁ ଲଗାଇ ଦେଇଥିଲେ।  ଏହି ସମୟରେ ମଞ୍ଚ ସମ୍ମୁଖରେ ଶତାଧିକଙ୍କ ସହିତ ସାଧାରଣ ଲୋକେ ବସିଥିଲେ। ସ୍ୱାଧୀନତା ଦିବସ ଭଳି ଏକ ଦିନରେ ଏହାକୁ ସେମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ।

ଏ ସଂପର୍କରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ ଏହାକୁ ଏଡ଼ାଇ ଯାଇଥିଲେ ଓ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନ ଥିଲେ। ସେ କେବଳ କହିଥିଲେ,“ମୁଁ ଭିଆଇପି। ମୁଁ ପତାକା ଉତ୍ତୋଳନ କଲି। ମୁଁ ଜୋତା ପିନ୍ଧି କି ପତାକା ଉତ୍ତୋଳନ କରିନି। ମୋ ପିଏସ୍‌ଓ କ’ଣ ପତାକା ଉତ୍ତୋଳନ କଲା କି?”

କେନ୍ଦୁଝର ସଦରର ପୂର୍ବତନ ବିଧାୟକ ମୋହନ ମାଝି କହିଛନ୍ତି,“ଏହା ଏକ ବଡ଼ ଦୁର୍ଭାଗ୍ୟର କଥା। ସମସ୍ତଙ୍କ ସାମ୍ନାରେ ମନ୍ତ୍ରୀ ତାଙ୍କ ଅହଙ୍କାର ଦେଖାଇଛନ୍ତି।”

ଆଡ୍‌ଭୋକେଟ୍ ବିରଜା ମିଶ୍ର କହିଛନ୍ତି,“ସ୍ୱାଧୀନତା ଦିବସ ଭଳି ଦିନରେ ରାଜ୍ୟର ଜଣେ ଦାୟିତ୍ୱବାନ ମନ୍ତ୍ରୀ ନିଜ ପିଏସ୍‌ଓଙ୍କ ଦ୍ୱାରା ଜୋତା ପିନ୍ଧାଇ ବ୍ରିଟିଶରାଜର ପରମ୍ପରାକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story