ଜାଣନ୍ତୁ ୟୁଟ୍ୟୁବର କିଛି ବିଶେଷ ସେଟିଂ ସଂପର୍କରେ: ଆପଣଙ୍କ କାମରେ ଆସିପାରେ

ୟୁଟ୍ୟୁବ୍ ଏକ ଲୋକପ୍ରିୟ ଆପ୍। ଏହା ମାଧ୍ୟମରେ ଭିଡିଓ ଦେଖିବା ସହିତ ଆମେ ନିଜେ ମଧ୍ୟ କୌଣସି ମଜାଦାର ଘଟଣାର ଭିଡିଓ ସୁଟିଂ କରି ଅପଲୋଡ୍ କରିଥାନ୍ତି। ଏଥିପାଇଁ ୟୁଟ୍ୟୁବ୍‌ ପାରିତୋଷିକ ମଧ୍ୟ ଦେଇଥାଏ। ତେବେ ୟୁଟ୍ୟୁବ୍‌ରେ କେବଳ ଭିଡିଓ ସର୍ଚ କରି ଦେଖିବା ଛଡ଼ା ଏପରି ଆହୁରି କିଛି ସେଟିଂ ରହିଛି ଯାହା ବିଷୟରେ ବୋଧହୁଏ ଆପଣମାନେ ଜାଣିନଥିବେ। ଆଜି ଆମେ ଆପଣଙ୍କୁ ୟୁଟ୍ୟୁବର ଏପରି କିଛି ବେଶେଷ ସେଟିଂ ବିଷୟରେ ଜଣାଇବୁ ଯାହାକୁ ଜାଣିଲେ […]

youtube1

youtube1

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 03:56 PM IST

Sports

Latest News

ୟୁଟ୍ୟୁବ୍ ଏକ ଲୋକପ୍ରିୟ ଆପ୍। ଏହା ମାଧ୍ୟମରେ ଭିଡିଓ ଦେଖିବା ସହିତ ଆମେ ନିଜେ ମଧ୍ୟ କୌଣସି ମଜାଦାର ଘଟଣାର ଭିଡିଓ ସୁଟିଂ କରି ଅପଲୋଡ୍ କରିଥାନ୍ତି। ଏଥିପାଇଁ ୟୁଟ୍ୟୁବ୍‌ ପାରିତୋଷିକ ମଧ୍ୟ ଦେଇଥାଏ। ତେବେ ୟୁଟ୍ୟୁବ୍‌ରେ କେବଳ ଭିଡିଓ ସର୍ଚ କରି ଦେଖିବା ଛଡ଼ା ଏପରି ଆହୁରି କିଛି ସେଟିଂ ରହିଛି ଯାହା ବିଷୟରେ ବୋଧହୁଏ ଆପଣମାନେ ଜାଣିନଥିବେ। ଆଜି ଆମେ ଆପଣଙ୍କୁ ୟୁଟ୍ୟୁବର ଏପରି କିଛି ବେଶେଷ ସେଟିଂ ବିଷୟରେ ଜଣାଇବୁ ଯାହାକୁ ଜାଣିଲେ ଆପଣ ଏହି ଆପର ଅଧିକ ଫାଇଦା ଉଠାଇ ପାରିବେ। ଆସନ୍ତୁ ଜାଣିବା ଏହାର କିଛି ବିଶେଷ ସେଟିଂ ବିଷୟରେ।

କିପରି କ୍ରିଏଟ କରିବେ GIF: ୟୁଟ୍ୟବ୍‌ରେ ଭିଡିଓ ଦେଖିଲା ବେଳେ ଭିଡିଓର କୌଣିସ ଅଂଶକୁ GIF କରିପାରିବେ। ସେଥିପାଇଁ ନିଜ ପସନ୍ଦର ଭିଡିଓ ବାଛନ୍ତୁ। ଏହାପରେ ଭିଡିଓର URL ରେ ୟୁଟ୍ୟୁବ୍‌ରେ gifyoutube.com ଲେଖନ୍ତୁ। ଏହାପରେ ସ୍କ୍ରିନ ସାମ୍ନାରେ ଏକ ପେଜ୍‌ ଓପନ୍‌ ହେବ ଯେଉଁଠାରେ ଆପଣ ବାଛିଥିବା ଭିଡିଓର କୌଣିସ ଅଂଶକୁ କାଟି ୧୫ ସେକେଣ୍ଡର ଭିଡିଓ କ୍ଲିପ୍ ବନାଇପାରିବେ ଯାହା ଭିଡଓରୁ GIF କୁ କନଭର୍ଟ ହୋଇଯିବ।

ଭିଡିଓ ସ୍ପିଡ୍ ଆଡ୍‌ଜଷ୍ଟ: ଅନେକ ସମୟରେ ୟୁଟ୍ୟୁବରେ ଭିଡିଓ ସ୍ପିଡ୍‌ କମିଯାଉଥିବାରୁ ଏହାକୁ ଦେଖିବାକୁ ଭଲ ଲାଗି ନଥାଏ। ପୁଣି ବେଳେ ବେଳେ ସ୍ପିଡି ଭିଡିଓକୁ ସ୍ଲୋ କରି ଦେଖିବାକୁ ଭଲ ଲାଗିଥାଏ। ସେଥିପାଇଁ ଭିଡିଓର ସ୍ପିଡ୍‌ ଆଡ୍‌ଜଷ୍ଟ କରିବାକୁ ପଡ଼ିଥାଏ। ସେଥିପାଇଁ ‘Settings’ ଯାଆନ୍ତୁ। ସେଟିଂ ଟ୍ୟାବ୍‌ରେ ଦିଆଯାଇଥିବା ସ୍ପିଡ ଅପସନ୍‌କୁ ସିଲେକ୍ଟ କରନ୍ତୁ। ଏହାପରେ ଆବଶ୍ୟକ ମୁତାବକ ଭିଡିଓ ସ୍ପିଡ ଆଡ୍‌ଜଷ୍ଟ କରନ୍ତୁ।

ଭିଡିଓର ନିର୍ଦ୍ଦିଷ୍ଟ ସଟ୍‌କୁ କରିପାରବେ ସେୟାର: ଭିଡିଓର ଯେଉଁ ଅଂଶଟି ଆପଣଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ସେହି ଭିଡିଓ ଖୋଲି ତାର URLର ଶେଷରେ #t= ଯୋଡ଼ିବାକୁ ପଡ଼ିବ। ଏବଂ ସେଥିରେ ‘m’ (ମିନିଟ୍) ଓ ‘s’ (ସେକେଣ୍ଡ) ଯୋଡ଼ିବାକୁ ପଡ଼ିବ। ଅର୍ଥାତ୍ ଭିଡିଓର URLରେ ‘#t=08m15s’ ଅପ୍‌ସନ୍ ଚୟନ କରି ଭିଡିଓର ସଟ୍ ସେୟାର କରିପାରିବେ।

ଆହୁରି ମଧ୍ୟ ପଢନ୍ତୁ: ଆପଣଙ୍କ ହ୍ୱାଟ୍‌ସଆପ୍‌ ଅସଲି ତ ? ବଜାରରେ ବୁଲୁଛି ୧୦ ଲକ୍ଷ ନକଲି ହ୍ୱାଟ୍‌ସଆପ୍‌

ଅଫ୍‌ଲାଇନରେ ବି ଦେଖିପାରିବେ ଭିଡିଓ: ପାଖରେ ସ୍ମାର୍ଟ ଫୋନ୍‌ ଥିଲେ ଆପଣ ଏହି ସୁବିଧାର ଲାଭ ଉଠାଇପାରିବେ। ଏଥିପାଇଁ ଦେଖୁଥିବା ଭିଡିଓର ତଳେ ତଳକୁ ମୁହଁ କରି ଥିବା ତୀର ଉପରେ କ୍ଲିକ୍ କରି ଭିଡିଓ ଡାଉନଲୋଡ କରନ୍ତୁ। ଭିଡିଓଟି ସେଭ୍ ହୋଇଯିବ। ପରେ ଡାଟା ଅଫ୍ କରି ଅଫ୍‌ଲାଇନରେ ଏହି ଭିଡିଓକୁ ଦେଖିପାରିବେ।

କରିପାରିବେ ଭିଡିଓ ଡାଉନ୍‌ଲୋଡ୍: ଏଥିପାଇଁ ଭିଡିଓ URLରେ www.ପରେ ‘ss’ ଟାଇପ୍ କରନ୍ତୁ। ଏହାପରେ ଆପଣଙ୍କ ମୋବାଇଲ ସ୍କ୍ରିନ୍‌ରେ ଆଉ ଏକ ପେଜ୍ ଓପନ୍ ହେବ। ସେହି ପେଜ୍‌ରେ ଆପଣ ଭିଡିଓ ଡାଉନ୍‌ଲୋଡ୍ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story