କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନଙ୍କ ଟିମ୍

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ରାଜ୍ୟ ମହିଳା କମିଶନର ୪ଜଣିଆ ଟିମ୍ ଭେଟିଛନ୍ତି।  ଆଜି କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଏହି ଟିମ୍ ପୀଡ଼ିତାଙ୍କୁ ଭେଟିଥିଲେ । ଏଥିସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଭେଟି ପୀଡ଼ିତାଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଏହି ଟିମ୍ କୋରାପୁଟ ପୋଲିସ ସହ ଘଟଣାର ତଦନ୍ତର ଅଗ୍ରଗତି ନେଇ ମଧ୍ୟ ଆଲୋଚନା କରିବ। ଗଣଦୁଷ୍କର୍ମ ଘଟଣାରେ ଗତକାଲି ନିଜ ଆଡୁ ମାମଲା ରୁଜୁ କରିଥିଲେ ରାଜ୍ୟ ମହିଳା […]

koraput

koraput

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 12:18 PM IST

Sports

Latest News

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ରାଜ୍ୟ ମହିଳା କମିଶନର ୪ଜଣିଆ ଟିମ୍ ଭେଟିଛନ୍ତି।  ଆଜି କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଏହି ଟିମ୍ ପୀଡ଼ିତାଙ୍କୁ ଭେଟିଥିଲେ । ଏଥିସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଭେଟି ପୀଡ଼ିତାଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଏହି ଟିମ୍ କୋରାପୁଟ ପୋଲିସ ସହ ଘଟଣାର ତଦନ୍ତର ଅଗ୍ରଗତି ନେଇ ମଧ୍ୟ ଆଲୋଚନା କରିବ।

ଗଣଦୁଷ୍କର୍ମ ଘଟଣାରେ ଗତକାଲି ନିଜ ଆଡୁ ମାମଲା ରୁଜୁ କରିଥିଲେ ରାଜ୍ୟ ମହିଳା କମିଶନ। ଏଯାଏଁ ପୋଲିସ୍‌ ଅଭିଯୁକ୍ତଙ୍କୁ ଧରିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story