ମୁଖ୍ୟମନ୍ତ୍ରୀ ମିଥ୍ୟାର ସୌଦାଗର: ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ହେଉଛନ୍ତି ମିଥ୍ୟାର ସୌଦାଗର। ମହାନଦୀକୁ ନେଇ ଦେଖା ଦେଇଥିବା ବିବାଦର କର୍ଣ୍ଣଧାର ହେଉଛି ବିଜେଡି ସରକାର। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏପରି ଅଭିଯୋଗ କରିଛି। ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ବିଜେଡିକୁ ଟାର୍ଗେଟ କରି କହିଛନ୍ତି, “ଛତିଶଗଡ଼ର ବ୍ୟାରେଜ ନିର୍ମାଣ ନେଇ କୌଣସି ତଥ୍ୟ ପାଇ ନ ଥିବା ରାଜ୍ୟ ସରକାର ବାରମ୍ବାର କହି ଆସୁଛନ୍ତି। କିନ୍ତୁ ପ୍ରକୃତ ସତ୍ୟ ହେଉଛି ଛତିଶଗଡ଼ର କେଲୋ ପ୍ରକଳ୍ପ ସମ୍ପର୍କରେ ଓଡ଼ିଶା ସରକାର […]

bjp

bjp

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 05:01 PM IST

Sports

Latest News

bjpଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ହେଉଛନ୍ତି ମିଥ୍ୟାର ସୌଦାଗର। ମହାନଦୀକୁ ନେଇ ଦେଖା ଦେଇଥିବା ବିବାଦର କର୍ଣ୍ଣଧାର ହେଉଛି ବିଜେଡି ସରକାର। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏପରି ଅଭିଯୋଗ କରିଛି।

ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ବିଜେଡିକୁ ଟାର୍ଗେଟ କରି କହିଛନ୍ତି, “ଛତିଶଗଡ଼ର ବ୍ୟାରେଜ ନିର୍ମାଣ ନେଇ କୌଣସି ତଥ୍ୟ ପାଇ ନ ଥିବା ରାଜ୍ୟ ସରକାର ବାରମ୍ବାର କହି ଆସୁଛନ୍ତି। କିନ୍ତୁ ପ୍ରକୃତ ସତ୍ୟ ହେଉଛି ଛତିଶଗଡ଼ର କେଲୋ ପ୍ରକଳ୍ପ ସମ୍ପର୍କରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଅବଗତ ଥିଲେ। ଏହି ପ୍ରକଳ୍ପ ନେଇ ୩ଟି ପତ୍ର ଦୁଇ ରାଜ୍ୟ ମଧ୍ୟରେ ଆଦାନ ପ୍ରଦାନ ହୋଇଛି।”

ସେ କହିଛନ୍ତି, “କେଲୋ ପ୍ରକଳ୍ପ ସମ୍ପର୍କରେ ସବୁ ଜାଣି ମଧ୍ୟ ଓଡ଼ିଶା ପାଖରେ କୌଣସି ତଥ୍ୟ ନାହିଁ ବୋଲି ବିଜେଡି କହୁଛି। ରାଜ୍ୟବାସୀଙ୍କୁ ଏପରି ମିଥ୍ୟା ତଥ୍ୟ ଦେବାରୁ ଓଡ଼ିଶା ସରକାର ନିବୃତ୍ତ ରୁହନ୍ତୁ। ୨୦୧୦ ଏପ୍ରିଲ ୧୦ରେ ମେମୋ ନମ୍ବର ୩୩୫୧ରେ ଚିଠି କରି ରାଜ୍ୟ ସରକାର ତାଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଆଲୋଚନା କରିଛନ୍ତି। ଏଥିରେ କୁହାଯାଇଥିଲା, ଛତିଶଗଡ଼ ସରକାର ଯେଉଁ ଡିପିଆର ଦେଇଛନ୍ତି ତାହା ଉପରେ ବିଚାର ବିମର୍ଶ କରାଯାଇ ଛତିଶଗଡ଼ ସରକାର ପାଖରେ ଦାବି ଉପସ୍ଥାପନ କରାଯାଉ। କେନ୍ଦ୍ରକୁ ନେଇ ତ୍ରିପାକ୍ଷିକ ଆଲୋଚନା କରାଯିବାକୁ ଓଡ଼ିଶା ସରକାର ଦାବି କରନ୍ତୁ। ଏହି ଚିଠିର ନକଲ ଛତିଶଗଡ଼ ସରକାରଙ୍କ ପାଖକୁ ଯିବା ପରେ ସେହି ମାସ ୨୩ ତାରିଖରେ ୧୧୦୨ ନମ୍ବରରେ ଛତିଶଗଡ଼ ସରକାର ଚିଠି ଲେଖି ଓଡ଼ିଶା ସରକାରଙ୍କ ସମସ୍ତ ଦାବିର ଉତ୍ତର ଦେଇଛନ୍ତି। ଏହି ଚିଠିର ଏକ ନକଲ ଛତିଶଗଡ଼ ସରକାର କେନ୍ଦ୍ର ପାଖକୁ ମଧ୍ୟ ପଠାଇଛି। ଏହା ପ୍ରମାଣ କରୁଛି ଓଡ଼ିଶା ସରକାର ରାଜ୍ୟବାସୀଙ୍କୁ କେତେ ସତ କହୁଛନ୍ତି।”

ସେ ଆହୁରି କହିଛନ୍ତି, “୨୦୦୬ ମସିହାରେ କେଲୋ ପ୍ରକଳ୍ପ ପାଇଁ ଯେତେବେଳେ ପ୍ରକ୍ରିୟା ଆରମ୍ଭ ହେଲା ଓଡ଼ିଶା ଓ ଛତିଶଗଡ଼ ସରକାର ମଧ୍ୟରେ ୩ଟି ପତ୍ର ଦେଣନେଣ ହୋଇଛି। ରାଜ୍ୟ ସରକାର କେବଳ ମିଛ କହୁ ନାହାନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଏଥିରେ ବ୍ୟବହାର କରିଛନ୍ତି।”

ମହାନଦୀ ପ୍ରସଙ୍ଗରେ ଆଇନଗତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ଏବେ ବି ସମୟ ଅଛି ମହାନଦୀକୁ ବଞ୍ଚାଯାଇ ପାରିବ। ମହାନଦୀର ପାଣି କେବଳ ଓଡ଼ିଶା ପାଇଁ ରହୁ ଆମେ ଚାହୁଁଛୁ। ଓଡ଼ିଶା ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ମିଥ୍ୟା ପ୍ରଚାର ପାଇଁ ଆଜି ମହାନଦୀ ଉପରେ ସଙ୍କଟ ଦେଖା ଦେଇଛି।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ବିଜେପି ପକ୍ଷରୁ ଯେଉଁ ଉକ୍ତି ରଖାଯାଇଛି, ସେ ଉକ୍ତି ସହ ଆମେ ଏକମତ ନୁହେଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଛି ତାହା ହିଁ ସତ୍ୟ। ବିଜେପି ଦେଖାଇଥିବା ପ୍ରଥମ ଚିଠିରେ କୌଣସି ତାରିଖ ନାହିଁ। ଫାଇଲ ନମ୍ବର ୨୦୦୯ର ଥିବା ବେଳେ ମେମୋ ନମ୍ବର ୨୦୦୮ର ରହିଛି। ଏ ଚିଠି କେତେଦୂର ଗ୍ରହଣ ଯୋଗ୍ୟ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story