ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: ଓଏସ୍‌ଏଲ୍‌ ଫାଇନାନ୍ସ ଡିଜିଏମ୍‌ଙ୍କୁ ପଚରାଉଚରା

ପାରାଦୀପ: ସିୱେଜ୍ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଆଜି ମହିମା ମିଶ୍ରଙ୍କ କଂପାନୀ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ଫାଇନାନ୍ସ ବିଭାଗ ଡିଜିଏମ୍ ରବୀନ୍ଦ୍ର ଦଳେଇ ପାରାଦୀପ ପୋଲିସ୍ ନିକଟରେ ହାଜର ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ହୋଇଥିବା ଆର୍ଥିକ କାରବାର ସଂପର୍କରେ ତାଙ୍କୁ ପଚରାଉଚରା କରାଯାଉଛି। ଥାନାରେ ହାଜର ହେବା ପାଇଁ ରବୀନ୍ଦ୍ରଙ୍କୁ ଗତ ୮ ତାରିଖରେ ନୋଟିସ୍ କରିଥିଲା ପାରାଦୀପ ପୋଲିସ୍। ୧୧ ତାରିଖ ମଧ୍ୟରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା। […]

paradeep

paradeep

Rakesh Mallick
  • Published: Tuesday, 10 January 2017
  • Updated: 10 January 2017, 12:06 PM IST

Sports

Latest News

ପାରାଦୀପ: ସିୱେଜ୍ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଆଜି ମହିମା ମିଶ୍ରଙ୍କ କଂପାନୀ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ଫାଇନାନ୍ସ ବିଭାଗ ଡିଜିଏମ୍ ରବୀନ୍ଦ୍ର ଦଳେଇ ପାରାଦୀପ ପୋଲିସ୍ ନିକଟରେ ହାଜର ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ହୋଇଥିବା ଆର୍ଥିକ କାରବାର ସଂପର୍କରେ ତାଙ୍କୁ ପଚରାଉଚରା କରାଯାଉଛି।

ଥାନାରେ ହାଜର ହେବା ପାଇଁ ରବୀନ୍ଦ୍ରଙ୍କୁ ଗତ ୮ ତାରିଖରେ ନୋଟିସ୍ କରିଥିଲା ପାରାଦୀପ ପୋଲିସ୍। ୧୧ ତାରିଖ ମଧ୍ୟରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା। ସେହିପରି ଥାନାରେ ହାଜର ହେବାକୁ ମହିମାଙ୍କ ଦୁଇ ପୁଅ ଚର୍ଚ୍ଚିତ ଓ ଚନ୍ଦନଙ୍କୁ ମଧ୍ୟ ନୋଟିସ୍ ଜାରି ହୋଇଛି।

ମହିମା ଗିରଫ ହୋଇ ସମାଗୋଳ ଜେଲ୍‌ରେ ଅଛନ୍ତି। ଏ ମାମଲାରେ ଏପର୍ଯ୍ୟନ୍ତ ତାଙ୍କ ସମେତ ମୋଟ ୮ ଜଣ ଗିରଫ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story