ମହିମାଙ୍କ ଜାମିନ ଆବେଦନ ଖାରଜ

କଟକ: ୨୦୧୩ ମସିହାରେ କଟକ ପ୍ରେସ୍‌ଛକରେ ଆଇନଜୀବୀ ଅଭୟ ଭଟ୍ଟଙ୍କ ଉପରେ ବୋମାମାଡ଼ ଘଟଣାରେ କଟକ ଏସଡିଜେଏମ୍‌ଙ୍କ କୋର୍ଟରେ ଆଜି ଶିଳ୍ପପତି ମହିମା ମିଶ୍ରଙ୍କୁ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ମହିମାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ କୋର୍ଟ କହିଛନ୍ତି। ସିୱେଜ୍‌ ସିପିଂ ଜିଏମ୍‌ ହତ୍ୟା ମାମଲାରେ ଗିରଫ ହୋଇ ମହିମା ଜେଲ୍‌ରେ […]

mahinma

mahinma

Rakesh Mallick
  • Published: Thursday, 12 January 2017
  • Updated: 12 January 2017, 07:44 PM IST

Sports

Latest News

କଟକ: ୨୦୧୩ ମସିହାରେ କଟକ ପ୍ରେସ୍‌ଛକରେ ଆଇନଜୀବୀ ଅଭୟ ଭଟ୍ଟଙ୍କ ଉପରେ ବୋମାମାଡ଼ ଘଟଣାରେ କଟକ ଏସଡିଜେଏମ୍‌ଙ୍କ କୋର୍ଟରେ ଆଜି ଶିଳ୍ପପତି ମହିମା ମିଶ୍ରଙ୍କୁ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି।

ମହିମାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ କୋର୍ଟ କହିଛନ୍ତି। ସିୱେଜ୍‌ ସିପିଂ ଜିଏମ୍‌ ହତ୍ୟା ମାମଲାରେ ଗିରଫ ହୋଇ ମହିମା ଜେଲ୍‌ରେ ଅଛନ୍ତି। ଆଜି କଡ଼ା ସୁରକ୍ଷା ମଧ୍ୟରେ ଜଗତସିଂହପୁର ସମାଗୋଳ ଜେଲ୍‌ରୁ ମହିମାଙ୍କୁ କଟକ ଅଣାଯାଇଥିଲା।

ମୋ ବିରୋଧରେ ବଡ ଧରଣର ଷଡଯନ୍ତ କରାଯାଇଛି ବୋଲି କୋର୍ଟକୁ ଆସିଥିବା ବେଳେ ମହିମା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story