ମାଲକାନଗିରି: ବିଏସ୍‌ଏଫ୍ କ୍ୟାମ୍ପ୍‌ ଉପରେ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି: ମାଓବାଦୀମାନେ ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତଲପାଲିରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପ୍ ଉପରକୁ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣରେ କେହି ହତାହତ ହୋଇଥିବାର ସୂଚନା ନାହିଁ। କର୍ତଲପାଲିରେ ମତଦାନକୁ ବିରୋଧ କରି ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମାଓବାଦୀମାନେ ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ଆସୁଛନ୍ତି। ପ୍ରାର୍ଥୀ ନ ହେବାକୁ ତଥା ଭୋଟ୍ ନ ଦେବାକୁ ସେମାନେ ଆଦିବାସୀମାନଙ୍କୁ ପ୍ରାରମ୍ଭରୁ ଚେତାବନୀ ଦେଇଥିଲେ।

malkangiri

malkangiri

Rakesh Mallick
  • Published: Friday, 17 February 2017
  • Updated: 17 February 2017, 08:26 AM IST

ମାଲକାନଗିରି: ମାଓବାଦୀମାନେ ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତଲପାଲିରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପ୍ ଉପରକୁ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣରେ କେହି ହତାହତ ହୋଇଥିବାର ସୂଚନା ନାହିଁ। କର୍ତଲପାଲିରେ ମତଦାନକୁ ବିରୋଧ କରି ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାଓବାଦୀମାନେ ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ଆସୁଛନ୍ତି। ପ୍ରାର୍ଥୀ ନ ହେବାକୁ ତଥା ଭୋଟ୍ ନ ଦେବାକୁ ସେମାନେ ଆଦିବାସୀମାନଙ୍କୁ ପ୍ରାରମ୍ଭରୁ ଚେତାବନୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story