ଛାତ୍ର ଭାତ ଲୁଣ ଖାଇବା ଘଟଣା: ସେବାଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ନିଲମ୍ବିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୋରିଷମାଳ ସେବାଶ୍ରମରେ ପିଲାଙ୍କୁ ଭାତ ସାଙ୍ଗକୁ ଲୁଣ ଖାଇବାକୁ ଦିଆଯିବା ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷକ ସୁକାନ୍ତ ବେହେରାଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ପିଲାଙ୍କୁ ସୁଷମ ଖାଦ୍ୟ ଦେବା ଲାଗି ବିଦ୍ୟାଳୟ ଗୋଦାମ ଗୃହରେ ଡାଲି ପରିବାପତ୍ର ମହଜୁଦ୍ ଥିବା ସତ୍ତ୍ୱେ ସୋରିଷମାଳ ସେବାଶ୍ରମରେ ପିଲାଙ୍କୁ ଭାତ ସାଙ୍ଗକୁ ଲୁଣ ଖାଇବାକୁ ଦିଆଯାଉଥିବା ବେଳେ କିଛି ପିଲା ଖାଇବାକୁ ନ ପାଇ ଭୋକରେ ରହୁଥିବା ନେଇ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଗତକାଲି […]

malkangiri

malkangiri

Rakesh Mallick
  • Published: Saturday, 29 July 2017
  • Updated: 29 July 2017, 12:00 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୋରିଷମାଳ ସେବାଶ୍ରମରେ ପିଲାଙ୍କୁ ଭାତ ସାଙ୍ଗକୁ ଲୁଣ ଖାଇବାକୁ ଦିଆଯିବା ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷକ ସୁକାନ୍ତ ବେହେରାଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି।

ପିଲାଙ୍କୁ ସୁଷମ ଖାଦ୍ୟ ଦେବା ଲାଗି ବିଦ୍ୟାଳୟ ଗୋଦାମ ଗୃହରେ ଡାଲି ପରିବାପତ୍ର ମହଜୁଦ୍ ଥିବା ସତ୍ତ୍ୱେ ସୋରିଷମାଳ ସେବାଶ୍ରମରେ ପିଲାଙ୍କୁ ଭାତ ସାଙ୍ଗକୁ ଲୁଣ ଖାଇବାକୁ ଦିଆଯାଉଥିବା ବେଳେ କିଛି ପିଲା ଖାଇବାକୁ ନ ପାଇ ଭୋକରେ ରହୁଥିବା ନେଇ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ଘଟଣାର ଜିଲ୍ଲା ପ୍ରଶାସନ ଖୋଳତାଡ଼ କରିଥିଲା।

ଅଭିଯୋଗ ଅନୁସାରେ ଏହି ସେବାଶ୍ରମରେ ମୋଟ ୨୬୦ ଛାତ୍ରଛାତ୍ରୀ ରହୁଛନ୍ତି। ତେବେ ରାତିରେ ଖାଦ୍ୟ ପରଷା ଯିବା ବେଳେ ପ୍ରାୟ ୬୦ ଜଣଙ୍କ ପରେ ଡାଲି ତରାକାରୀ ସରି ଯାଉଛି । ଅବଶିଷ୍ଟ ପିଲାଙ୍କ ଭାଗରେ କେବଳ ଭାତ ଆଉ ଲୁଣ ପଡୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story