ମନୋଜ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର: ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଏହାର ମାଲିକ ମନୋଜ ନାୟକଙ୍କର ଜାମିନ ଆବେଦନର ଶୁଣାଣି ଆଜି ଶେଷ ହୋଇଛି। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏହାସହ ସମ୍‌ ହସ୍ପିଟାଲ ଅଧୀକ୍ଷକ ପୁଷ୍ପରାଜ ସାମନ୍ତସିଂହାରଙ୍କ ଜାମିନ ଆବେଦନର ରାୟକୁ ମଧ୍ୟ କୋର୍ଟ ସଂରକ୍ଷିତ ରଖିଛନ୍ତି। ଗତ ୨୫ ତାରିଖରେ ପୋଲିସ୍ କେସ୍ ଡାଏରୀ ଦାଖଲ କରି ନ ଥିବାରୁ […]

manoj-nayak

manoj-nayak

Rakesh Mallick
  • Published: Thursday, 27 October 2016
  • Updated: 27 October 2016, 10:30 PM IST

Sports

Latest News

ଭୁବନେଶ୍ୱର: ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଏହାର ମାଲିକ ମନୋଜ ନାୟକଙ୍କର ଜାମିନ ଆବେଦନର ଶୁଣାଣି ଆଜି ଶେଷ ହୋଇଛି। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏହାସହ ସମ୍‌ ହସ୍ପିଟାଲ ଅଧୀକ୍ଷକ ପୁଷ୍ପରାଜ ସାମନ୍ତସିଂହାରଙ୍କ ଜାମିନ ଆବେଦନର ରାୟକୁ ମଧ୍ୟ କୋର୍ଟ ସଂରକ୍ଷିତ ରଖିଛନ୍ତି।

ଗତ ୨୫ ତାରିଖରେ ପୋଲିସ୍ କେସ୍ ଡାଏରୀ ଦାଖଲ କରି ନ ଥିବାରୁ କୋର୍ଟ ତାଙ୍କ ଜାମିନ ଆବେଦନ ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ। ଏଥିସହ ଆଜି କେସ୍ ଡାଏରୀ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ମନୋଜଙ୍କ ପତ୍ନୀ ଶାଶ୍ୱତୀ ଦାସ ଏବଂ ଭଉଣୀ ଆରତୀ ନାୟକଙ୍କୁ ପଚରାଉଚରା ଲାଗି କମିଶନରେଟ୍‌ ପୋଲିସ ସମନ ଜାରି କରିଛି। ୭ ଦିନ ମଧ୍ୟରେ ସେମାନଙ୍କୁ ହାଜର ହେବାକୁ କମିଶନରେଟ୍‌ ପୋଲିସ ପକ୍ଷରୁ ସମନ ଜାରି କରାଯାଇଛି।

ଶାଶ୍ୱତୀ ଓ ଆରତୀ ନାୟକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଶାଶ୍ୱତୀ ଓ ଆରତୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି। ପୂର୍ବରୁ ଶାଶ୍ୱତୀଙ୍କ ନାଁରେ କମିଶନରେଟ୍ ପୋଲିସ୍ ଲୁକ୍‌ ଆଉଟ୍ ସର୍କୁଲାର ଜାରି କରିଥିଲା।

ସମ୍ ହସ୍ପିଟାଲ୍‌ ଘଟଣାରେ ଖୋର୍ଦ୍ଧା ସିଡିଏମ୍‌ଓଙ୍କୁ କୈଫିୟତ ତଲବ କରିଛି ସ୍ୱାସ୍ଥ୍ୟ ବିଭାଗ। ସମ୍ ହସ୍ପିଟାଲ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ୍ ଆଇନର ଉଲ୍ଲଂଘନ କରିଥିବା ସତ୍ତ୍ୱେ ସିଡିଏମ୍‌ଓ କିପରି ଏହାର ଲାଇସେନ୍ସ ନବୀକରଣ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ୍ କରିଥିଲେ, ସେନେଇ ସିଡିଏମ୍‌ଓଙ୍କୁ ଜବାବ ମଗାଯାଇଛି। ତା’ସହ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ଦର୍ଶାଇ ନୋଟିସ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story