ମରୁଡ଼ି ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରାଜ୍ୟର ସଂପ୍ରତି ମରୁଡ଼ି ସ୍ଥିତି ଉପରେ ଅବଗତ କରାଇଛନ୍ତି। ଏହି ଚିଠିରେ ସେ ରାଜ୍ୟ ସରକାର ଫସଲ ଋଣ ସୁଧହାରରେ ୧ ପ୍ରତିଶତ ହ୍ରାସ କରିଥିବା ନେଇ ମୋଦିଙ୍କୁ ଜଣାଇଛନ୍ତି। ତା’ସହିତ ମରୁଡ଼ି ମୁକାବିଲା ପାଇଁ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ସଠିକ୍ ସମୟରେ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ସେ […]

Letter to Union Finance Minister - Crop Loan0001

Rakesh Mallick
  • Published: Friday, 20 November 2015
  • Updated: 20 November 2015, 04:17 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରାଜ୍ୟର ସଂପ୍ରତି ମରୁଡ଼ି ସ୍ଥିତି ଉପରେ ଅବଗତ କରାଇଛନ୍ତି। ଏହି ଚିଠିରେ ସେ ରାଜ୍ୟ ସରକାର ଫସଲ ଋଣ ସୁଧହାରରେ ୧ ପ୍ରତିଶତ ହ୍ରାସ କରିଥିବା ନେଇ ମୋଦିଙ୍କୁ ଜଣାଇଛନ୍ତି। ତା’ସହିତ ମରୁଡ଼ି ମୁକାବିଲା ପାଇଁ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ସଠିକ୍ ସମୟରେ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହିତ ସେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମଧ୍ୟ ମରୁଡ଼ି ନେଇ ପତ୍ର ଲେଖିଛନ୍ତି। ଫସଲ ଋଣ ସୁଧହାର ହ୍ରାସ ପାଇଁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ସ୍ୱଳ୍ପ ଅବଧି ଭଳି ମଧ୍ୟମ ଅବଧି ଋଣ ସୁଧ ହାର ନ ବଢ଼ାଇବାକୁ ସେ ଦାବି କରିଛନ୍ତି। ମଧ୍ୟମ ଅବଧି ଋଣ ଗ୍ରହିତାଙ୍କୁ ୩ ପ୍ରତିଶତ ଇନସେଟିଭ ଦେବାକୁ ଏଥିରେ ଦାବି ହୋଇଛି। ପୂର୍ବରୁ କେବଳ ସ୍ୱଳ୍ପ ଅବଧି ଋଣ ଗ୍ରହିତାଙ୍କୁ ଇନସେଟିଭ ମିଳୁଥିଲା। ଉଚିତ୍ ସମୟରେ ଋଣ ପରିଶୋଧ କଲେ ଇନସେଟିଭ ମିଳୁଥିଲା। ପୂର୍ବରୁ ରାଜ୍ୟ ସରକାର ମରୁଡ଼ି ପ୍ରଭାବିତ ଚାଷୀଙ୍କ କ୍ଷେତ୍ରରେ ସ୍ୱଳ୍ପ ଅବଧି ଋଣକୁ ମଧ୍ୟମ ଅବଧିକୁ ରୂପାନ୍ତରିତ କରିଛନ୍ତି।

ସେହିପରି ଓଡ଼ିଶାରୁ ଧାନ ଉଠାଣ ନେଇ କେନ୍ଦ୍ର ଖାଦ୍ୟ, ଯୋଗାଣ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଧାନସଂଗ୍ରହ ଋତୁ ଆରମ୍ଭ ହୋଇଥିବାରୁ ଏଫସିଆଇ ଗୋଦାମରେ ପଡିରହିଥିବା ଧାନକୁ ତୁରନ୍ତ ଉଠାଇବା ନେଇ ସେ ପାଶୱାନଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story