ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସବୁ କାମ କରିବାର ଏକ ନିର୍ଦ୍ଦିଷ୍ଟ ସମୟ ରହିଛି। ପ୍ରତ୍ୟେକ କାମକୁ ସଠିକ ସମୟରେ କରିବା ଦ୍ୱାରା ହିଁ ମଙ୍ଗଳ ହୋଇଥାଏ। ସେମିତି କିଛି କାର୍ଯ୍ୟ ରହିଛି ଯେଉଁଟା ସନ୍ଧ୍ୟା ସମୟରେ କରିବା ଅନୁଚିତ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଖାଇବା, ପଢିବା, ଶୋଇବା ଏବଂ ମୈଥୁନ କରିବା ଏହି ଚାରୋଟି ଜିନିଷ କେବେବି ସଂଧ୍ୟା ସମୟରେ କରନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଏବଂ ଜୀବନରେ ଅଶାନ୍ତି ଦେଖାଦେଇଥାଏ। (ଦେଖନ୍ତୁ ଭିଡିଓ)</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।