ଫେବ୍ରୁଆରୀ ୨୩ରେ ମାଟ୍ରିକ୍‌ ପରୀକ୍ଷା

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷ ଫେବ୍ରୁଆରୀ ୨୩ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୩ରେ ପ୍ରଥମ ଭାଷା ଓଡିଆ, ୨୬ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୮ରେ ତୃତୀୟ ଭାଷା ହିନ୍ଦୀ କିମ୍ବା ସଂସ୍କୃତ ବିଷୟରେ ପରୀକ୍ଷା ହେବ। ସେହିଭଳି ମାର୍ଚ୍ଚ ୩ରେ ଗଣିତ, ୬ରେ ବିଜ୍ଞାନ ଓ ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ। […]

matric-exam-start-from-feb-28

matric-exam-start-from-feb-28

Rakesh Mallick
  • Published: Monday, 06 November 2017
  • Updated: 06 November 2017, 10:09 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷ ଫେବ୍ରୁଆରୀ ୨୩ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୩ରେ ପ୍ରଥମ ଭାଷା ଓଡିଆ, ୨୬ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୮ରେ ତୃତୀୟ ଭାଷା ହିନ୍ଦୀ କିମ୍ବା ସଂସ୍କୃତ ବିଷୟରେ ପରୀକ୍ଷା ହେବ। ସେହିଭଳି ମାର୍ଚ୍ଚ ୩ରେ ଗଣିତ, ୬ରେ ବିଜ୍ଞାନ ଓ ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ। ତେବେ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ସମୟ ମିଳିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି କହିଛନ୍ତି।

ବୋର୍ଡ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ବର୍ଷ ମାଟ୍ରିକ୍ ସହ ଏକାସଙ୍ଗରେ ରାଜ୍ୟ ଓପନ ସ୍କୁଲ ଏବଂ ମଧ୍ୟମା ସଂସ୍କୃତ ପରୀକ୍ଷା ମଧ୍ୟ କରାଯିବ। ଓପନ ସ୍କୁଲ ପରୀକ୍ଷା, ଚଳିତ ଥର ମାଟ୍ରିକ ଢାଞ୍ଚା ଅର୍ଥାତ ୫୦ ପ୍ରତିଶତ OMR ଏବଂ ୫୦ ପ୍ରତିଶତ QUESTION ANSWER  BOOKLET  ମାଧ୍ୟମରେ ହେବ। ଓପନ ସ୍କୁଲ ପରୀକ୍ଷାରେ ପ୍ରତି ବିଷୟରେ ପାସ ହାର ୩୩ରୁ ୩୦ ପ୍ରତିଶତକୁ ହ୍ରାସ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story