ମୟୂରଭଞ୍ଜ: ଯୋଗୀନୂଆଗାଁରେ ଡବଲ ମର୍ଡର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଯୋଗୀନୂଆଗାଁରେ ଡବଲ୍‌ ମର୍ଡର ହୋଇଛି। ଗାଁର କର୍ମୁ ମହାନ୍ତ ଓ ତାଙ୍କ ପୁଅ ଛଟୁଙ୍କ ମୃତ୍ୟୁ ଘଟିଛି। ପାରିପାର୍ଶ୍ୱକ ସ୍ଥିତିରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କର୍ମୁଙ୍କ ମୃତଦେହ ଗାଁ ପାଖ ନଈପଠାରୁ  ପୋତା ଯାଇଥିବା ବେଳେ ଉଦ୍ଧାର କରାଯାଇଛି। ମାନସିକ ଭିନ୍ନକ୍ଷମ ପୁଅ ଛଟୁଙ୍କୁ ହାତଗୋଡ ବନ୍ଧା ଅବସ୍ଥାରେ ନିଆଁ ଲଗାଇ ଦିଆଯାଇଥିଲା। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଶବ […]

baripada

baripada

Rakesh Mallick
  • Published: Monday, 07 March 2016
  • Updated: 07 March 2016, 06:16 AM IST

Sports

Latest News

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଯୋଗୀନୂଆଗାଁରେ ଡବଲ୍‌ ମର୍ଡର ହୋଇଛି। ଗାଁର କର୍ମୁ ମହାନ୍ତ ଓ ତାଙ୍କ ପୁଅ ଛଟୁଙ୍କ ମୃତ୍ୟୁ ଘଟିଛି। ପାରିପାର୍ଶ୍ୱକ ସ୍ଥିତିରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କର୍ମୁଙ୍କ ମୃତଦେହ ଗାଁ ପାଖ ନଈପଠାରୁ  ପୋତା ଯାଇଥିବା ବେଳେ ଉଦ୍ଧାର କରାଯାଇଛି। ମାନସିକ ଭିନ୍ନକ୍ଷମ ପୁଅ ଛଟୁଙ୍କୁ ହାତଗୋଡ ବନ୍ଧା ଅବସ୍ଥାରେ ନିଆଁ ଲଗାଇ ଦିଆଯାଇଥିଲା। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଶବ ଦୁଇଟି ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ରବିବାର ବିଳମ୍ବିତ ରାତିରେ ଘଟିଛି। ଏପରି ଅଭାବନୀୟ ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ। ତେବେ କର୍ମୁଙ୍କର ସାନ ପୁଅ ଶମ୍ଭୁ ସହ ପାରିବାରିକ କଳହ ରହିଥିଲା। ତାକୁ ନେଇ ଏଭଳି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story