ଏସସିବିରେ ଡବଲ ପ୍ରଫେସରଙ୍କ ହେଟ୍‌ ଷ୍ଟୋରୀ! ତଦନ୍ତ ଆରମ୍ଭ, ଛାତ୍ରୀଙ୍କ ବୟାନ ରେକର୍ଡ କରିପାରେ ପୋଲିସ୍‌

କଟକ: କଟକ ବଡ଼ ମେଡିକାଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାର ତଦନ୍ତ ଜାରି ରଖିଛି ମଙ୍ଗଳାବାଗ ଥାନା ପୋଲିସ୍। ଆଜି ମହିଳା ପୋଲିସଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ ହେବ ବୋଲି ମଙ୍ଗଳାବାଗ ଥାନା ଅଧିକାରୀ କହିଛନ୍ତି। ଏହାସହ ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରିପାରେ ପୋଲିସ୍। କଟକ ବଡ଼ ମେଡିକାଲର ଆସୋସିଏଟ୍ ପ୍ରଫେସର ନିରଞ୍ଜନ ମିଶ୍ର ଓ ସିନିୟର ରେସିଡେଣ୍ଟ କ୍ରିଷ୍ଣଗୋପାଲ ବିର୍ମିଓ୍ୱାଲ ଉତ୍ତରାଖଣ୍ଡର ଜଣେ ଛାତ୍ରୀଙ୍କୁ ନିୟମିତ ଯୌନ ନିର୍ଯାତନା ଦେଇ ଆସୁଥିବା ଛାତ୍ରୀ ଜଣକ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 09:17 AM IST

Sports

Latest News

କଟକ: କଟକ ବଡ଼ ମେଡିକାଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାର ତଦନ୍ତ ଜାରି ରଖିଛି ମଙ୍ଗଳାବାଗ ଥାନା ପୋଲିସ୍। ଆଜି ମହିଳା ପୋଲିସଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ ହେବ ବୋଲି ମଙ୍ଗଳାବାଗ ଥାନା ଅଧିକାରୀ କହିଛନ୍ତି। ଏହାସହ ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରିପାରେ ପୋଲିସ୍।

କଟକ ବଡ଼ ମେଡିକାଲର ଆସୋସିଏଟ୍ ପ୍ରଫେସର ନିରଞ୍ଜନ ମିଶ୍ର ଓ ସିନିୟର ରେସିଡେଣ୍ଟ କ୍ରିଷ୍ଣଗୋପାଲ ବିର୍ମିଓ୍ୱାଲ ଉତ୍ତରାଖଣ୍ଡର ଜଣେ ଛାତ୍ରୀଙ୍କୁ ନିୟମିତ ଯୌନ ନିର୍ଯାତନା ଦେଇ ଆସୁଥିବା ଛାତ୍ରୀ ଜଣକ ଗତକାଲି ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଯୌନ ନିର୍ଯାତନା ଘଟଣା ସଂପର୍କରେ ଛାତ୍ରୀ ଜଣଙ୍କ ବିଭାଗୀୟ ଏଚଓଡି ଇନ୍ଦୁଭୂଷଣ କରଙ୍କୁ ମଧ୍ୟ ଜଣାଇଥିଲେ। ତେବେ ଏଚ୍ଓଡି ତାଙ୍କୁ ଗାଳିଗୁଲଜ କରିଥିବା ଛାତ୍ରୀ ଜଣଙ୍କ ଏଫ୍ଆଇଆରରେ ଦର୍ଶାଇଛନ୍ତି। ଛାତ୍ରୀଙ୍କ ଏଫ୍ଆଇଆର ପରେ ଗତକାଲି ଅଭିଯୁକ୍ତ ଆସୋସିଏଟ୍ ପ୍ରଫେସର ଓ ସିନିୟର ରେସିଡେଣ୍ଟଙ୍କ ନାଁରେ ମାମଲା ରୁଜୁ କରିଥିଲା ମଙ୍ଗଳବାଗ ପୋଲିସ୍। ଏହି ସଙ୍ଗୀନ ଅଭିଯୋଗ ପରେ ମେଡିକାଲ କଲେଜର ଓ୍ୱିମେନ୍  ହାରାସମେଣ୍ଟ ସେଲ ମଧ୍ୟ ଆଜି ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ତନାଘନା କରିବା ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story