ମହାରଥୀଙ୍କୁ ସୁରେଶଙ୍କ ଜବାବ:ସ୍ତ୍ରୀ ସହ କଳି କରି ଆତ୍ମହତ୍ୟା କରୁଥିଲେ ପୃଥିବୀରେ ସ୍ୱାମୀ ନଥାନ୍ତେ

ଭୁବନେଶ୍ୱର: ବରଗଡ଼ କେନ୍ଦୁପାଲିରେ ଚାଷୀ ହାଡୁ ବଗର୍ତ୍ତୀଙ୍କ ଆତ୍ମହତ୍ୟା ପଛରେ ଘରୋଇ କଳି ମୁଖ୍ୟ କାରଣ ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ମନ୍ତବ୍ୟକୁ ଆଜି ବିଜେପି ସମାଲୋଚନା କରିଛି। ଦଳର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଏକ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଛନ୍ତି। ସେ କହିଛନ୍ତି,“ସରକାର ଗୃହରେ ଭୁଲ ତଥ୍ୟ ଦେଇଛନ୍ତି। ଏପରି ସ୍ପର୍ଶକାତର ଘଟଣାର ତଦନ୍ତ କରାଯାଇନାହିଁ। ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱାଭାବିକ ପ୍ରକ୍ରିୟା ଭାବେ […]

suresh

suresh

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 03:50 PM IST

Sports

Latest News

ଭୁବନେଶ୍ୱର: ବରଗଡ଼ କେନ୍ଦୁପାଲିରେ ଚାଷୀ ହାଡୁ ବଗର୍ତ୍ତୀଙ୍କ ଆତ୍ମହତ୍ୟା ପଛରେ ଘରୋଇ କଳି ମୁଖ୍ୟ କାରଣ ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ମନ୍ତବ୍ୟକୁ ଆଜି ବିଜେପି ସମାଲୋଚନା କରିଛି। ଦଳର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଏକ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଛନ୍ତି।

ସେ କହିଛନ୍ତି,“ସରକାର ଗୃହରେ ଭୁଲ ତଥ୍ୟ ଦେଇଛନ୍ତି। ଏପରି ସ୍ପର୍ଶକାତର ଘଟଣାର ତଦନ୍ତ କରାଯାଇନାହିଁ। ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱାଭାବିକ ପ୍ରକ୍ରିୟା ଭାବେ ଗ୍ରହଣ କରିଛନ୍ତି।”

ସେ ଆହୁରି କହିଛନ୍ତି,“ତଦନ୍ତ ନ କରି ସ୍ତ୍ରୀ ସହ କଳିରୁ ହାଡୁ ବଗର୍ତ୍ତୀ ଆତ୍ମହତ୍ୟା କରିଛି ବୋଲି ସରକାର କହୁଛନ୍ତି। ସ୍ତ୍ରୀ ସହ କଳି କରି ଆତ୍ମହତ୍ୟା କରୁଥିଲେ ପୃଥିବୀରେ ସ୍ୱାମୀ ନ ଥାନ୍ତେ।”

ସୁରେଶ ଆହୁରି କହିଛନ୍ତି,“ସରକାର କଟା ଘାରେ ଚୂନ ଦେବା ଭଳି କଥା କହୁଛନ୍ତି। ଏହା ରାଜ୍ୟ ସରକାରଙ୍କ ବ୍ୟାପକ ଅହଙ୍କାରର ପ୍ରତିଫଳନ। ରାଜ୍ୟ ସରକାର କିମ୍ବା ମନ୍ତ୍ରୀ କୌଣସି ପରିବାରକୁ ଅଘାତ ଦେଲା ବେଳେ ମନ୍ତବ୍ୟ ଦେବା ସୁସ୍ଥ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ।”

ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ଓଡ଼ିଶାରେ ୬୨ ପ୍ରତିଶତ କୃଷକ ଚାଷ ଉପରେ ନିର୍ଭର କରନ୍ତି। କୌଣସି ଘଟଣା ଘଟିଲେ ଜିଲ୍ଲା ପ୍ରଶାସନ ତର୍ଜମା କରି ରିପୋର୍ଟ ଦେଇଥାନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ରିପୋର୍ଟ ଆସେ ମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story