ରାଜ୍ୟର ଅନ୍ୟଆଡ଼କୁ ବ୍ୟାପୁଛି ଅଜଣା ଜନ୍ତୁ ଆତଙ୍କ: ତିଗିରିଆ ଓ ବେତନଟୀରେ ୮ ମୃତ

କଟକ:  ଥମୁନି ଅଜଣା ଜନ୍ତୁ ଆତଙ୍କ।  ଗୋଟିଏ ପରେ ଗୋଟିଏ ସ୍ଥାନରେ ଆତଙ୍କ ମଚାଇବାରେ ଲଗିଛନ୍ତି ଏହି ଜନ୍ତୁ । ବନ ବିଭାଗ ଓ ପ୍ରଶାସନର  ସତ ଚେଷ୍ଟା ସତ୍ତ୍ୱେ ଏହି ଜନ୍ତୁ ରହସ୍ୟ ଉପରୁ ପରଦା ହଟୁନି। ଏପରି ସ୍ଥିତିରେ ସମାନ ଅଭିଯୋଗ ଆସିଛି କଟକ ଜିଲ୍ଲା ତିଗିରିଆ ବ୍ଲକ ପାଞ୍ଚଗାଁ ତଳସାହିରୁ। ଗତରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୪ଟି ମେଣ୍ଢାର ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ଟି ମେଣ୍ଢାଙ୍କ ପତ୍ତା ମିଳୁନିା ଗୁହାଳରେ […]

tt

tt

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 09:37 AM IST

Sports

Latest News

କଟକ:  ଥମୁନି ଅଜଣା ଜନ୍ତୁ ଆତଙ୍କ।  ଗୋଟିଏ ପରେ ଗୋଟିଏ ସ୍ଥାନରେ ଆତଙ୍କ ମଚାଇବାରେ ଲଗିଛନ୍ତି ଏହି ଜନ୍ତୁ । ବନ ବିଭାଗ ଓ ପ୍ରଶାସନର  ସତ ଚେଷ୍ଟା ସତ୍ତ୍ୱେ ଏହି ଜନ୍ତୁ ରହସ୍ୟ ଉପରୁ ପରଦା ହଟୁନି। ଏପରି ସ୍ଥିତିରେ ସମାନ ଅଭିଯୋଗ ଆସିଛି କଟକ ଜିଲ୍ଲା ତିଗିରିଆ ବ୍ଲକ ପାଞ୍ଚଗାଁ ତଳସାହିରୁ। ଗତରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୪ଟି ମେଣ୍ଢାର ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ଟି ମେଣ୍ଢାଙ୍କ ପତ୍ତା ମିଳୁନିା ଗୁହାଳରେ ପଶି ଏହି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଜନ୍ତୁଟିର ପାଦଚିହ୍ନ ରହିଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଖବର ପାଇ ଆଠଗଡ଼ ରେଞ୍ଜର ଏବଂ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

ସେହିପରି ସମାନ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ଆଗୁଆଡ଼ ଗାଁରୁ। ଅଜଣା ଜନ୍ତୁ ଆକ୍ରମଣରେ ୪ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଗତକାରି ରାତି ପ୍ରାୟ ୧୧ଟା ବେଳେ ଗାଁର ଦିଲୀପ ମହାନ୍ତଙ୍କ ଗୁହାଳରେ ପଶି କିଛି ଅଜଣା ଜନ୍ତୁ ମେଣ୍ଢାମାନଙ୍କୁ ଆକ୍ରମଣ କରିଥିଲା। ସେମାନେ ମେଣ୍ଢାଗୁଡ଼ିକୁ ଟେକି ନେଉଥିବା ବେଳେ ଗାଁ ଲୋକେ ଦେଖି ପିଛା କରିଥିଲେ। ଅଜଣା ଜୀବମାନେ ୨ଟି ମୃତ ମେଣ୍ଢାକୁ ଛାଡ଼ି ଚାଲିଯାଇଥିବା ବେଳେ ଅନ୍ୟ ୨ଟିକୁ ଜଙ୍ଗଲ ଆଡକୁ ଟାଣି ନେଇଥିଲେ। ବନ ବିଭାଗ ଅଧିକାରୀ ପହଞ୍ଚି ଜନ୍ତୁଙ୍କ ପାଦ ଚିହ୍ନ ଓ ନଖଦାଗ ପରୀକ୍ଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story