ନବ ଦାସଙ୍କ ଅଶ୍ଳୀଳ ଭିଡିଓ ଦେଖା ପ୍ରସଙ୍ଗ: ସିସିଟିଭି ଫୁଟେଜ୍ ଓ ଟିଭିରେ ପ୍ରଦର୍ଶିତ ଭିଡିଓର ତର୍ଜମା ହେବ

ଭୁବନେଶ୍ୱର: ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିବା ନେଇ କଂଗ୍ରେସ ବିଧାୟକ ନବ ଦାସଙ୍କ ବିରୋଧରେ ଆସିଥିବା ଅଭିଯୋଗର ବିଧିବଦ୍ଧ ତଦନ୍ତ ଆଜିଠାରୁ ଆରମ୍ଭ ହୋଇଛି। ବିଧାନସଭାର ଏଥିକ୍ସ କମିଟି ଏହି ତଦନ୍ତ ଆରମ୍ଭ କରିଛି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏଥିକ୍ସ କମିଟିର ବୈଠକ ବସିଥିଲା। ଡିସେମ୍ବର ୧୪ ତାରିଖ ଓ ତା’ପର ଦିନ ନବ ଦାସ ପ୍ରସଙ୍ଗରେ ଗୃହର ବିବରଣୀ ସଦସ୍ୟଙ୍କୁ ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଘଟଣାର କିଭଳି ତଦନ୍ତ ହେବ […]

naba das

naba das

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 03:07 PM IST

Sports

Latest News

ଭୁବନେଶ୍ୱର: ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିବା ନେଇ କଂଗ୍ରେସ ବିଧାୟକ ନବ ଦାସଙ୍କ ବିରୋଧରେ ଆସିଥିବା ଅଭିଯୋଗର ବିଧିବଦ୍ଧ ତଦନ୍ତ ଆଜିଠାରୁ ଆରମ୍ଭ ହୋଇଛି। ବିଧାନସଭାର ଏଥିକ୍ସ କମିଟି ଏହି ତଦନ୍ତ ଆରମ୍ଭ କରିଛି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏଥିକ୍ସ କମିଟିର ବୈଠକ ବସିଥିଲା। ଡିସେମ୍ବର ୧୪ ତାରିଖ ଓ ତା’ପର ଦିନ ନବ ଦାସ ପ୍ରସଙ୍ଗରେ ଗୃହର ବିବରଣୀ ସଦସ୍ୟଙ୍କୁ ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଘଟଣାର କିଭଳି ତଦନ୍ତ ହେବ ସେ ନେଇ ୭ ଦିନ ମଧ୍ୟରେ ମତାମତ ଦେବାକୁ କମିଟିର ସଦସ୍ୟମାନଙ୍କୁ କୁହାଯାଇଛି।

ଆଜି ବୈଠକରେ କମିଟିର ସଦସ୍ୟମାନେ ସେମାନଙ୍କ ମତାମତ ରଖିଥିଲେ। ବିଧାୟକ ନବ ଦାସଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବା ପାଇଁ କେତେ ଜଣ ବିଧାୟକ ମତ ରଖିଥିଲେ।

ବାଚସ୍ପତି ଯାହା ପଠାଇଥିଲେ ତା’ ଉପରେ ତର୍ଜମା ହେବା ସହ କମିଟିର ସଦସ୍ୟମାନଙ୍କୁ ମତାମତ ଦେବାକୁ କୁହାଯାଇଛି ବୋଲି ବୈଠକ ସରିବା ପରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଥିଲେ।

ତଦନ୍ତ ସମୟରେ ସିସିଟିଭି ଫୁଟେଜ୍ ଓ ଚ୍ୟାନେଲ୍‌ରେ ପ୍ରସାରିତ ଭିଡିଓକୁ ତର୍ଜମା କରାଯିବ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି। ସଦସ୍ୟମାନେ ଲିଖିତ ମତାମତ ଦେବା ପରେ ଆଲୋଚନା ହେବ ବୋଲି ଏଥିକ୍ସ କମିଟି ସଦସ୍ୟ ପ୍ରକାଶ ବେହେରା କହିଛନ୍ତି।

ଆଜିର ଏଇ ବୈଠକରେ ୧୩ ଜଣ ସଦସ୍ୟ ଉପସ୍ଥିତ ଥିବା ବେଳେ ବିଜେପିର କୌଣସି ସଦସ୍ୟ ଯୋଗ ଦେଇ ନ ଥିଲେ।

ଆସନ୍ତା ସପ୍ତାହରେ ପୁଣି ବସିବ ଏଥିକ୍ସ କମିଟି ବୈଠକ।

୨୦୧୫ ଡିସେମ୍ବର ୧୪ ତାରିଖରେ ନବ ଦାସ ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖିବାକୁ ନେଇ ତୁମ୍ବିତୋଫାନ୍ ହୋଇଥିଲା। ଏଥିପାଇଁ ନବ ଦାସଙ୍କୁ ବାଚସ୍ପତି ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରି ଥିଲେ। ତା’ପରେ ଏଥିକ୍ସ କମିଟି ତଦନ୍ତ ପାଇଁ ରୁଲିଂ ଦେଇଥିଲେ। ତେବେ ଏହାକୁ ନେଇ ସେତେବେଳେ କଂଗ୍ରେସ ଆପତ୍ତି ଉଠାଇଥିଲା। ତଦନ୍ତ ନହୋଇ ବିଧାୟକଙ୍କୁ ଦଣ୍ଡ ଦିଆଯାଇଛି ବୋଲି ଦଳ ଅଭିଯୋଗ କରିଥିଲା। ପକ୍ଷ ରଖିବାକୁ ତାଙ୍କୁ ସୁଯୋଗ ଦିଆଯିବା ଉଚିତ୍ ଥିଲା ବୋଲି ଦଳୀୟ ନେତାମାନେ କହିଥିଲେ।

ବିଧାନସଭାରେ ମୋବାଇଲ୍ ଜାମର ଲଗାଇବାକୁ ମତ

ବିଧାନସଭାରେ ପୂର୍ବରୁ ବାଚସ୍ପତି ଥିବା ମହେଶ୍ୱର ମହାନ୍ତି ଗୃହ ଭିତରେ ମୋବାଇ ବ୍ୟବହାର ନ କରିବା ପାଇଁ ରୁଲିଂ ଦେଇଥିଲେ। ତାକୁ ପୁନର୍ବାର କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଆଜି ଏଥିକ୍ସ କମିଟି ବୈଠକରେ ସମସ୍ତ ସଦସ୍ୟ ମତ ରଖି ଥିଲେ। ଏଥିପାଇଁ ବାଚସ୍ପତିଙ୍କୁ ସୁପାରିଶ କରିବାକୁ ନିଷ୍ପତ୍ତି ହୋଇଛି। ଏପରିକି ବିଧାନସଭାରେ ମୋବାଇଲ୍ ଜାମର ଲଗାଇବାକୁ କିଛି ସଦସ୍ୟ ମତ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story