‘ଆଉଟ୍‌ଲୁକ୍‌’ର ଶ୍ରେଷ୍ଠ ପ୍ରଶାସକ ଓ ସାଂସଦ ପ୍ରତିଯୋଗିତା ଦୌଡ଼ରେ ନବୀନ ଓ ତଥାଗତ

ଭୁବନେଶ୍ୱର: ‘ଆଉଟ୍‌ଲୁକ୍’ ମାଗାଜିନ୍‌ ତରଫରୁ କରାଯାଉଥିବା ଶ୍ରେଷ୍ଠ ପ୍ରଶାସକ ପ୍ରତିଯୋଗିତା ଦୌଡ଼ରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବର୍ଗରେ ତାଙ୍କ ସହିତ ଦୌଡ଼ରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ସେହିପରି ଶ୍ରେଷ୍ଠ ସାଂସଦ ପ୍ରତିଯୋଗିତା ଦୌଡ଼ରେ ଅଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ। ଏହି ବର୍ଗରେ ତାଙ୍କ ସହିତ ଦୌଡ଼ରେ ଅଛନ୍ତି […]

naveentathagat

naveentathagat

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 10:56 AM IST

Sports

Latest News

ଭୁବନେଶ୍ୱର: ‘ଆଉଟ୍‌ଲୁକ୍’ ମାଗାଜିନ୍‌ ତରଫରୁ କରାଯାଉଥିବା ଶ୍ରେଷ୍ଠ ପ୍ରଶାସକ ପ୍ରତିଯୋଗିତା ଦୌଡ଼ରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବର୍ଗରେ ତାଙ୍କ ସହିତ ଦୌଡ଼ରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା।

ସେହିପରି ଶ୍ରେଷ୍ଠ ସାଂସଦ ପ୍ରତିଯୋଗିତା ଦୌଡ଼ରେ ଅଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ। ଏହି ବର୍ଗରେ ତାଙ୍କ ସହିତ ଦୌଡ଼ରେ ଅଛନ୍ତି ସିପିଆଇ-ଏମ୍‌ର ସାଧାରଣ ସଂପାଦକ ସୀତାରାମ ୟେଚୁରୀ, ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ, ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଜେଡିୟୁ ମୁଖ୍ୟ ଶରଦ ଯାଦବ।

କେବଳ ଶ୍ରେଷ୍ଠ ସାଂସଦ ଓ ପ୍ରଶାସକ ନୁହେଁ, ଶ୍ରେଷ୍ଠ ସାମାଜିକ କର୍ମୀ, ଶ୍ରେଷ୍ଠ ଲେଖକ (ନନ୍‌ଫିକ୍ସନ), ଶ୍ରେଷ୍ଠ ସାମ୍ବାଦିକ ଓ ଶ୍ରେଷ୍ଠ କଳାକର ସହିତ ଆହୁରି ଅନେକ ବର୍ଗରେ ପ୍ରତିଯୋଗିତା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story