ଗଣମାଧ୍ୟମର ଖବର ଏବେ ଆଉ ଖବର ହୋଇନାହିଁ, ପ୍ରହସନ ପାଲଟିଗଲାଣି

ଖବରର ସଜ୍ଞା ଏବେ ବଦଳିଗଲାଣି। ଆଜିକାଲି ସମ୍ବାଦ ଏକ ପ୍ରହସନରେ ପରିଣତ ହୋଇଗଲାଣି। ସମ୍ବାଦର ମୂଲ୍ୟବୋଧ ଏବେ ଆଉ କାହାରି ପାଖରେ ନାହିଁ। ନିଜ ନିଜର ଟିଆର୍‌ପି ଓ ଲୋକପ୍ରିୟତା ବଢାଇବା ପାଇଁ ସମସ୍ତେ ଲାଗିପଡିଛନ୍ତି। ଲାଗୁଛି ଯେମିତି ପ୍ରତିଯୋଗିତା ଚାଲିଛି। କେହି କାହାଠୁ କମ୍‌ ରହିବାକୁ ଚାହୁଁନାହାଁନ୍ତି। ସେଠି ସମ୍ବାଦ ପ୍ରସାରଣ ଭୁଲ୍‌ ହୋଇଥାଉ ପଛେ। ପୂର୍ବରୁ ସମ୍ବାଦର ମାନେ ଥିଲା, ସମ୍ବାଦ ବିଳମ୍ବରେ ଯାଉ ପଛେ କିନ୍ତୁ ଭୁଲ ତଥ୍ୟ ଲୋକଙ୍କ ପାଖରେ ନପହଞ୍ଚୁ। […]

breaking-news.jpg1_

breaking-news.jpg1_

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 04:22 PM IST

Sports

Latest News

ଖବରର ସଜ୍ଞା ଏବେ ବଦଳିଗଲାଣି। ଆଜିକାଲି ସମ୍ବାଦ ଏକ ପ୍ରହସନରେ ପରିଣତ ହୋଇଗଲାଣି। ସମ୍ବାଦର ମୂଲ୍ୟବୋଧ ଏବେ ଆଉ କାହାରି ପାଖରେ ନାହିଁ। ନିଜ ନିଜର ଟିଆର୍‌ପି ଓ ଲୋକପ୍ରିୟତା ବଢାଇବା ପାଇଁ ସମସ୍ତେ ଲାଗିପଡିଛନ୍ତି। ଲାଗୁଛି ଯେମିତି ପ୍ରତିଯୋଗିତା ଚାଲିଛି। କେହି କାହାଠୁ କମ୍‌ ରହିବାକୁ ଚାହୁଁନାହାଁନ୍ତି। ସେଠି ସମ୍ବାଦ ପ୍ରସାରଣ ଭୁଲ୍‌ ହୋଇଥାଉ ପଛେ। ପୂର୍ବରୁ ସମ୍ବାଦର ମାନେ ଥିଲା, ସମ୍ବାଦ ବିଳମ୍ବରେ ଯାଉ ପଛେ କିନ୍ତୁ ଭୁଲ ତଥ୍ୟ ଲୋକଙ୍କ ପାଖରେ ନପହଞ୍ଚୁ। କିନ୍ତୁ ଏବେ ସମ୍ବାଦର ପରିଭାଷା ବଦଳିଗଲାଣି। ବ୍ରେକିଙ୍ଗ୍‌ ନ୍ୟୁଜ୍‌ ପଛରେ ଦୌଡ଼ି ଦୌଡ଼ି ଭୁଲ୍‌ ତଥ୍ୟ ଦିଆଯାଉଛି। ଏହାର ଉଦାହରଣ ଭାବେ ଆମେ ଆପଣଙ୍କୁ ଗତ କାଲିର ଘଟଣାକୁ ଦର୍ଶାଉଛି।

ଦୀର୍ଘଦିନ ଧରି ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ପଦ ପାଇଁ ବିବାଦ ଲାଗିଥିବାବେଳେ  ହଠାତ୍‌ ଗତ କାଲି ଅଳ୍ପ କେତୋଟି ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଲା ଯେ ନୂଆ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି। ଏହାସହ ସେ ୨ବର୍ଷ ପାଇଁ ସେ ଭାରତୀୟ ଟିମ୍‌ରେ ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ମଧ୍ୟ ଖବର ପ୍ରସାର କରାଗଲା। ଏହାପରେ ଆରମ୍ଭ ହୋଇଗଲା ପ୍ରତିଯୋଗିତା। ଖବରର କେତେ ସତ୍ୟତା ଅଛି ତାହା ନବୁଝି ଅନ୍ୟ ଗଣମାଧ୍ୟମ ଗୁଡିକ ମଧ୍ୟ ଏହି ଖବରକୁ ପ୍ରସାରିତ କରିଦେଲେ। ଏଥିରେ ଆଞ୍ଚଳିକ ଗଣମାଧ୍ୟମ କାହିଁକି ପଛରେ ପଡିବେ, ସେମାନେ ବି ଏହି ଖବରକୁ ଦେଖେଇବା ଆରମ୍ଭ କରିଦେଲେ। ହେଲେ କିଛି ସମୟ ପରେ ବିସିସିଆଇ ଏହାର ସ୍ପଷ୍ଟିକରଣ କଲାପରେ ଯେଉଁ ଗଣମାଧ୍ୟମ ଗୁଡିକ ଏହି ଖବର ପ୍ରସାରତି କରିଥିଲେ ତାହା ଭୁଲ ପ୍ରମାଣିତ ହେଲା। ବିସିସିଆଇ ସ୍ପଷ୍ଟ କରିଥିଲା ଯେ ଏପର୍ଯ୍ୟନ୍ତ ନୂଆ କୋଚ୍‌ ଭାବେ କାହାରି ନାଁ ଘୋଷଣା କରାଯାଇନାହିଁ। ତେଣୁ ପୁଣି ଗଣମାଧ୍ୟମ ଏହି ଖବରକୁ ବଦଳାଇଥିଲେ। ଏବଂ ସବୁଠୁ କୌତୁହଳ ବିଷୟ ଏହାଯେ ଏହାର ମାତ୍ର ୨ଘଣ୍ଟା ପରେ ପୁଣି ଥରେ ରବି ଶାସ୍ତ୍ରୀ ଟିମ୍‌ ଇଣ୍ଡିଆର କୋଚ୍‌ ହେଲେ ବୋଲି ଖବର ପ୍ରସାରଣ କରାଗଲା।

ଏଥିରୁ ପ୍ରମାଣିତ ହେଉଛି ଯେ ଗୋଟିଏ ଗଣମାଧ୍ୟମ ଯଦି କିଛି ଖବର ପ୍ରସାର କରୁଛି ଏହାର ସତ୍ୟତା ନଜାଣି ଅନ୍ୟ ଗଣମାଧ୍ୟମ ମଧ୍ୟ ସେହି ଖବରକୁ ପ୍ରସାରିତ କରି ପ୍ରତିଯୋଗିତାରେ ତିଷ୍ଟି ରହିବାକୁ ପ୍ରୟାସ କରିଥାନ୍ତି। ସେଠି ଖବର ଭୁଲ ଥାଉନା କାହିଁକି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story