ନିୟମଗିରିରୁ ବକ୍ସାଇଟ୍ ଖନନ ପାଇଁ ପୁଣି ଗ୍ରାମସଭା କରିବାକୁ ସରକାରଙ୍କ ସଜବାଜ

ଭୁବନେଶ୍ୱର: ନିୟମଗିରିରୁ ବକ୍ସାଇଟ ଖନନ ପାଇଁ ପୁଣି ଗ୍ରାମସଭା କରାଇବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଓମଏସି ମାଧ୍ୟମରେ ବକ୍ସାଇଟ୍ ଖଣି ଖନନ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର। ଏଥିପାଇଁ ସୁପ୍ରିମକୋର୍ଟର ଅନୁମତି ଆବଶ୍ୟକ ଥିବାରୁ ଆଇନଗତ ପରାମର୍ଶ ଲୋଡିଛି ରାଜ୍ୟ ଖଣି ବିଭାଗ। ଆଇନବିଶେଷଜ୍ଞଙ୍କ ପରାମର୍ଶ ପରେ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପାଖରେ ବିଧିବଦ୍ଧ ଭାବେ ଆବେଦନ କରାଯିବ। ୧୨ଟି ଯାକ ଗାଁରେ ନିୟମଗିରିରୁ ଖଣି ଖନନକୁ  ନାଁର […]

niyamagiri

niyamagiri

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 02:29 PM IST

Sports

Latest News

[caption id="attachment_42275" align="alignleft" width="259"]prafulla ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ[/caption]

ଭୁବନେଶ୍ୱର: ନିୟମଗିରିରୁ ବକ୍ସାଇଟ ଖନନ ପାଇଁ ପୁଣି ଗ୍ରାମସଭା କରାଇବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଓମଏସି ମାଧ୍ୟମରେ ବକ୍ସାଇଟ୍ ଖଣି ଖନନ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର। ଏଥିପାଇଁ ସୁପ୍ରିମକୋର୍ଟର ଅନୁମତି ଆବଶ୍ୟକ ଥିବାରୁ ଆଇନଗତ ପରାମର୍ଶ ଲୋଡିଛି ରାଜ୍ୟ ଖଣି ବିଭାଗ। ଆଇନବିଶେଷଜ୍ଞଙ୍କ ପରାମର୍ଶ ପରେ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପାଖରେ ବିଧିବଦ୍ଧ ଭାବେ ଆବେଦନ କରାଯିବ।

୧୨ଟି ଯାକ ଗାଁରେ ନିୟମଗିରିରୁ ଖଣି ଖନନକୁ  ନାଁର ପ୍ରାୟ ୨ ବର୍ଷ ପରେ ପୁଣି ଗ୍ରାମସଭା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆଇନଗତ ପ୍ରତିବନ୍ଧକ ଥିବାରୁ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ଲୋଡାଯାଇଛି। ସରକାର ଚାହୁଛନ୍ତି ଓଏମସି ମାଧ୍ୟମରେ ନିୟମଗିରରି ବକ୍ସାଇଟ୍ ଖନନ କରି ରାଜ୍ୟ ସରକାରଙ୍କ ସହ ଏମଓୟୁ କରିଥିବା ସଂସ୍ଥାକୁ ଦୀର୍ଘ ମିଆଦି ସୁତ୍ରରେ ବକ୍ସାଇଟ୍ ଯୋଗାଇ ଦେବେ। ତେବେ ଗ୍ରାମସଭା କରିବାକୁ ହେଲେ ସୁପ୍ରିମକୋର୍ଟର ଅନୁମତି ଆବଶ୍ୟକ। ସରକାର ପ୍ରଥମେ ସୁପ୍ରିମକୋର୍ଟରେ ଆବେଦନ କରିବେ କିମ୍ୱା ଜଙ୍ଗଲ ପରିବେଶ ମନ୍ତ୍ରାଳୟରେ ଆବେଦନ କରିବେ ସେ ନେଇ ଆଇନଗତ ପରାମର୍ଶ କରାଯିବ ବୋଲି କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ଗୋଟିଏ ଥର ଗ୍ରାମସଭାରେ ଖଣିଖନନ ପ୍ରସ୍ତାବ କାଟ ଖାଇବା ପରେ ସରକାର କେଉଁ ଆଧାରରେ ପୁଣି ଥରେ ଗ୍ରାମସଭା କରିବାକୁ ଆବେଦନ କରିବେ ସେ ନେଇ  ପ୍ରଶ୍ନ ଉଠିଛି। ଆବେଦନ କଲେ ମଧ୍ୟ ଏ ନେଇ ସୁପ୍ରିମକୋର୍ଟର ଗ୍ରୀନ୍ ସିଗନାଲ୍ ମିଳବ କି ନାହିଁ ତାକୁ ନେଇ ବି ସନ୍ଦେହ ପ୍ରକାଶ ପାଇଛି। ପୂର୍ବତନ ଖଣି ନିର୍ଦ୍ଦେଶକ ବି.କେ ମହାନ୍ତି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଥରେ ଗ୍ରାମସଭା ହୋଇଥିଲା। ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ ଗ୍ରାମସଭା ହୋଇପାରିବ ନାହିଁ। କେବଳ ସିଏସଆରର ପ୍ରତିଶ୍ରୁତି ଦେଇ ଖଣି ଖନନ ପ୍ରସ୍ତାବ କାଟ ଖାଇଯିବ। ସରକାର ଏଥିପାଇଁ ଏକ ଦୃଢ଼ ଆଧାର ପ୍ରସ୍ତୁତ କରିବା ଆବଶ୍ୟକ।

ନିୟମଗିରିରୁ ଖଣି ଖନନ ପାଇଁ ଗ୍ରାମସଭା କରିବାକୁ ସୁପ୍ରମିକୋର୍ଟ ନିଦ୍ଦେର୍ଶ ଦେବା ପରେ ରାୟଗଡାର ୭ଟି ଓ କଳାହାଣ୍ଡିର ୫ଟି ଗ୍ରାମକୁ ମିଶାଇ ମୋଟ ୧୨ଟି ଗାଁରେ ଗ୍ରାମସଭା କରାଯାଇଥିଲା। ତେବେ ୧୨ଟି ଯାକ ଗାଁରେ ଲୋକେ ଖଣି ଖନନକୁ ବିରୋଧ କରିଥିଲେ। ସେପଟେ ବକ୍ସାଇଟ ଅଭାବରୁ ଏବେ ବେଦାନ୍ତର ଲାଞ୍ଜିଗଡ଼ ପ୍ଲାଣ୍ଟ ଏବେ ବନ୍ଦ ହେବା ଉପରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story