ଜାଣନ୍ତୁ କେଉଁ ସ୍ଥାନରେ ପରିସ୍ରା କଲେ ଅମଙ୍ଗଳ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପରିସ୍ରା ଲାଗିବା ପ୍ରକୃତିର ନିୟମ। କେତେବେଳେ କେଉଁ ସମୟରେ ପରିସ୍ରା ଲାଗିକ ତାହା କେହି କହିପାରିବେ ନାହିଁ। ଏମିତି କିଛି ସ୍ଥାନକୁ ଯାତ୍ରା କରିବା ସମୟରେ ହଠାତ୍&zwnj; ପରିସ୍ରା ଲାଗିବା ମାତ୍ରେ ଆମେ ଯେଉଁଠି ନା ସେଇଠି ଅଟକି ପରିସ୍ରା କରିଦେଉ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏମିତି କରିବା ଅନୁଚିତ୍। ପରିସ୍ରା କରିବା ସମୟରେ ଟିକେ ସାବଧାନ୍ ରୁହନ୍ତୁ। &lsquo;ତୀର୍ଥ ସ୍ଥାନ&rsquo;, &lsquo;ଶ୍ମଶାନ&rsquo; ଓ &lsquo;ନିଜ ଛାଇ&rsquo; ଉପରେ କେବେ ପରିସ୍ରା କରନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ।</p>

Ordigital Desk
  • Published: Saturday, 16 December 2017
  • Updated: 16 December 2017, 01:09 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପରିସ୍ରା ଲାଗିବା ପ୍ରକୃତିର ନିୟମ। କେତେବେଳେ କେଉଁ ସମୟରେ ପରିସ୍ରା ଲାଗିକ ତାହା କେହି କହିପାରିବେ ନାହିଁ। ଏମିତି କିଛି ସ୍ଥାନକୁ ଯାତ୍ରା କରିବା ସମୟରେ ହଠାତ୍&zwnj; ପରିସ୍ରା ଲାଗିବା ମାତ୍ରେ ଆମେ ଯେଉଁଠି ନା ସେଇଠି ଅଟକି ପରିସ୍ରା କରିଦେଉ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏମିତି କରିବା ଅନୁଚିତ୍। ପରିସ୍ରା କରିବା ସମୟରେ ଟିକେ ସାବଧାନ୍ ରୁହନ୍ତୁ। &lsquo;ତୀର୍ଥ ସ୍ଥାନ&rsquo;, &lsquo;ଶ୍ମଶାନ&rsquo; ଓ &lsquo;ନିଜ ଛାଇ&rsquo; ଉପରେ କେବେ ପରିସ୍ରା କରନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos