କ୍ୟାରିଅର ପାଇଁ କମ୍ପରମାଇଜ୍‌: ଡାକ୍ତର ମୁହଁରେ ଶୋଷଣର କାହାଣୀ

ଭୁବନେଶ୍ୱର: ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କୁ ଶୋଷଣ କରାଯାଉଛି। ମେଡ଼ିକାଲ କଲେଜ ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନେ ଛାତ୍ରଛାତ୍ରୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଛନ୍ତି। କେବଳ ପ୍ରଫେସର ନୁହଁନ୍ତି ସେମାନଙ୍କ ପତ୍ନୀମାନେ ମଧ୍ୟ ନିର୍ଯାତନା ଦେଉଛନ୍ତି। ଏହାର ପ୍ରତିବାଦ କଲେ ଆକ୍ରୋଶମୂଳକ ଭାବେ ସେମିନାର ଓ କ୍ଲାସରେ ପ୍ରଫେସରମାନେ ହଇରାଣ କରୁଛନ୍ତି। ଆଜି ଏପରି ଅଭିଯୋଗ କରିଛନ୍ତି ଏସ୍‌ସିବିରୁ ପିଜି ପାସ କରିଥିବା ଜଣେ ଡାକ୍ତର। ଓଟିଭିକୁ ଡାକ୍ତର ଜଣକ ନିଜ ନାଁ ଗୋପନ ରଖି […]

scb medical

scb medical

Rakesh Mallick
  • Published: Friday, 10 March 2017
  • Updated: 10 March 2017, 11:07 PM IST

Sports

Latest News

ଭୁବନେଶ୍ୱର: ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କୁ ଶୋଷଣ କରାଯାଉଛି। ମେଡ଼ିକାଲ କଲେଜ ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନେ ଛାତ୍ରଛାତ୍ରୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଛନ୍ତି। କେବଳ ପ୍ରଫେସର ନୁହଁନ୍ତି ସେମାନଙ୍କ ପତ୍ନୀମାନେ ମଧ୍ୟ ନିର୍ଯାତନା ଦେଉଛନ୍ତି। ଏହାର ପ୍ରତିବାଦ କଲେ ଆକ୍ରୋଶମୂଳକ ଭାବେ ସେମିନାର ଓ କ୍ଲାସରେ ପ୍ରଫେସରମାନେ ହଇରାଣ କରୁଛନ୍ତି। ଆଜି ଏପରି ଅଭିଯୋଗ କରିଛନ୍ତି ଏସ୍‌ସିବିରୁ ପିଜି ପାସ କରିଥିବା ଜଣେ ଡାକ୍ତର।

ଓଟିଭିକୁ ଡାକ୍ତର ଜଣକ ନିଜ ନାଁ ଗୋପନ ରଖି କହିଛନ୍ତି,“ମେଡ଼ିକାଲ କଲେଜ ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନେ ପିଜି ଛାତ୍ରଛାତ୍ରୀଙ୍କୁ ନିଜ ଘରୋଇ କାମରେ ଲଗାଉଛନ୍ତି। ବିଭାଗୀୟ ମୁଖ୍ୟଙ୍କ ଝିଅ ବିବାହରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଓ ପାଣି ପରଷିବା କାମରେ ଲଗାଯାଉଛି। ଏପରିକି ଛାତ୍ରଛାତ୍ରୀମାନେ ଘରୋଇ ଜିନିଷ ଆଣିବା ଓ ଛୋଟ ପିଲାଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି। ଏପରି କାମ ସବୁ ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନେ କରୁ ନାହାନ୍ତି। କେତେକ ଏପରି କାମ କରୁଛନ୍ତି। ”

ସରକାରୀ ମେଡ଼ିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଯଦି ସତ ହୋଇଥାଏ ତାହାହେଲେ ସାଘାତିକ। ଏହି ଘଟଣାର ନୀରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି।

ବିଏସ୍‌ଏସ୍‌ୟୁର ଦ୍ୱିତୀୟ ବର୍ଷ ପିଜି ଛାତ୍ର ଦୀପକ କୁମାର ସ୍ୱାଇଁ କହିଛନ୍ତି,“ଆମେ ମେଡିକାଲ କଲେଜକୁ ପାଠ ପଢ଼ିବାକୁ ଆସିଛୁ। ଆମକୁ ଦିନକୁ ୧୫ରୁ ୧୬ ଘଣ୍ଟା ପାଠ ପଢ଼ିବାକୁ ପଡୁଛି। ସେଥିପାଇଁ ନିଜର ଯତ୍ନ ନେଇ ପାରୁନୁ। ଏହାଭିତରେ ପ୍ରଫେସରମାନେ ଯଦି ନିର୍ଯାତନା ଦେଉଥିବେ ତାହାହେଲେ ସାଘାତିକ। ଏହାର ନୀରପେକ୍ଷ ତଦନ୍ତ ହେବା ଆବଶ୍ୟକ।”

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଓ ଡିଏମ୍‌ଇଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମାତ୍ର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡିକାଲ କଲେଜ କର୍ତ୍ତୃପକ୍ଷ।

ଏମ୍‌କେସିଜି ଅଧ୍ୟକ୍ଷ ଅରୁଣ କୁମାର ଦଣ୍ଡପାଟ କହିଛନ୍ତି,“ପିଜି ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦେବାର କୌଣସି ଅଭିଯୋଗ ଆସିନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story