ମାଙ୍ଗାଲୋର ଡିଏସ୍‌ପି ଆତ୍ମହତ୍ୟା ମାମଲା: ଅଡ଼ୁଆରେ ଓଡ଼ିଆ ଆଇପିଏସ୍‌ ପ୍ରଣବ ମହାନ୍ତି

ବେଙ୍ଗାଲୁରୁ: ମାଙ୍ଗାଲୋର ଡିଏସ୍‌ପି ଏମ୍‌.କେ. ଗଣପତିଙ୍କ ଆତ୍ମହତ୍ୟା ଘଟଣାରେ ଅଡ଼ୁଆରେ ପଡିଛନ୍ତି କର୍ଣ୍ଣାଟକରେ ଅବସ୍ଥାପିତ ଓଡ଼ିଆ ଆଇପିଏସ୍‌ ଅଫିସର ପ୍ରଣବ ମହାନ୍ତି। ଆତ୍ମହତ୍ୟା ପୂର୍ବରୁ ଗଣପତି ଦେଇଥିବା ଏକ ଟିଭି ସାକ୍ଷାତକାରରେ କର୍ଣ୍ଣାଟକ ଉନ୍ନୟନ ମନ୍ତ୍ରୀ କେ.ଜେ ଜର୍ଜ, ଗୁଇନ୍ଦା ବିଭାଗ ଆଇଜି ମୋହନ ପ୍ରସାଦ ଏବଂ ଓଡ଼ିଆ ଆଇପିଏସ୍‌ ପ୍ରଣବ ମହାନ୍ତିଙ୍କ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ କରିଥିଲେ। ଗଣପତି ବାଙ୍ଗାଲୋରରେ ଥିବା ବେଳେ ସେତେବେଳେ କ୍ରାଇମ ବିଭାଗ ଆଇଜି ପଦବୀରେ […]

odiya ips

odiya ips

Rakesh Mallick
  • Published: Thursday, 14 July 2016
  • Updated: 14 July 2016, 10:43 PM IST

ବେଙ୍ଗାଲୁରୁ: ମାଙ୍ଗାଲୋର ଡିଏସ୍‌ପି ଏମ୍‌.କେ. ଗଣପତିଙ୍କ ଆତ୍ମହତ୍ୟା ଘଟଣାରେ ଅଡ଼ୁଆରେ ପଡିଛନ୍ତି କର୍ଣ୍ଣାଟକରେ ଅବସ୍ଥାପିତ ଓଡ଼ିଆ ଆଇପିଏସ୍‌ ଅଫିସର ପ୍ରଣବ ମହାନ୍ତି। ଆତ୍ମହତ୍ୟା ପୂର୍ବରୁ ଗଣପତି ଦେଇଥିବା ଏକ ଟିଭି ସାକ୍ଷାତକାରରେ କର୍ଣ୍ଣାଟକ ଉନ୍ନୟନ ମନ୍ତ୍ରୀ କେ.ଜେ ଜର୍ଜ, ଗୁଇନ୍ଦା ବିଭାଗ ଆଇଜି ମୋହନ ପ୍ରସାଦ ଏବଂ ଓଡ଼ିଆ ଆଇପିଏସ୍‌ ପ୍ରଣବ ମହାନ୍ତିଙ୍କ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ କରିଥିଲେ। ଗଣପତି ବାଙ୍ଗାଲୋରରେ ଥିବା ବେଳେ ସେତେବେଳେ କ୍ରାଇମ ବିଭାଗ ଆଇଜି ପଦବୀରେ ଥିବା ପ୍ରଣବ ମହାନ୍ତି ତାଙ୍କୁ ସବୁ ବେଳେ ହଇରାଣ ହରକତ୍‌ କରୁଥିଲେ। ଉପରିସ୍ଥ ଅଧିକାରୀଙ୍କୁ ଟଙ୍କା ଦେବାକୁ ମଧ୍ୟ ପ୍ରଣବ ତାଙ୍କୁ କହୁଥିବା ଗଣପତି ଅଭିଯୋଗ କରିଥିଲେ। ତାଙ୍କର ଯଦି କିଛି ହୋଇଥାଏ, ତେବେ ଏ ତିନିଜଣ ସେଥିପାଇଁ ଦାୟୀ ରହିବେ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଜୁଲାଇ ୭ ତାରିଖରେ ଗଣପତି ଆତ୍ମହତ୍ୟା କରିବା ପରେ ତାକୁ ନେଇ ରାଜନୀତି ଜୋର ଧରିଛି। ମନ୍ତ୍ରୀ ଜର୍ଜ ଓ ୨ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବିରେ ବିରୋଧୀ ଦଳ କର୍ଣ୍ଣାଟକ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘଟଣାର ବିଜାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ଓଡ଼ିଆ ଆଇପିଏସ୍‌ ପ୍ରଣବ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story