ମେ’ ଶେଷ ସପ୍ତାହ କିମ୍ବା ଜୁନ୍‌ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ୩ଟି ସିଟିଂରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଶେଷ ହୋଇଛି। ଏ ବର୍ଷ ମୋଟ ରାଜ୍ୟର ୨୦ଟି ସହରରେ ୮୧ଟି ପରୀକ୍ଷା କେନ୍ଦ୍ରରେ ୪୬,୨୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ଓଜେଇଇ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଅନ୍ୟପକ୍ଷରେ ଚଳିତ ବର୍ଷ ମେ’ ଶେଷ ସପ୍ତାହ କିମ୍ବା ଜୁନ୍‌ ପ୍ରଥମ ସପ୍ତାହରେ ଫଳ ପ୍ରକାଶିତ ହେବ। ଏହାସହ ଜୁନ୍‌ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହରେ ସବୁ ଶିକ୍ଷାନୁଷ୍ଠାନର ଫଳ ପ୍ରକାଶିତ ହେବା ପରେ […]

ojee

ojee

Rakesh Mallick
  • Published: Sunday, 08 May 2016
  • Updated: 08 May 2016, 05:38 PM IST

Sports

Latest News

ଭୁବନେଶ୍ୱର: ୩ଟି ସିଟିଂରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଶେଷ ହୋଇଛି। ଏ ବର୍ଷ ମୋଟ ରାଜ୍ୟର ୨୦ଟି ସହରରେ ୮୧ଟି ପରୀକ୍ଷା କେନ୍ଦ୍ରରେ ୪୬,୨୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ଓଜେଇଇ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।

ଅନ୍ୟପକ୍ଷରେ ଚଳିତ ବର୍ଷ ମେ’ ଶେଷ ସପ୍ତାହ କିମ୍ବା ଜୁନ୍‌ ପ୍ରଥମ ସପ୍ତାହରେ ଫଳ ପ୍ରକାଶିତ ହେବ। ଏହାସହ ଜୁନ୍‌ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହରେ ସବୁ ଶିକ୍ଷାନୁଷ୍ଠାନର ଫଳ ପ୍ରକାଶିତ ହେବା ପରେ କାଉନସିଲ କାର୍ଯ୍ୟ ଆରମ୍ଭ କରାଯିବାକୁ କରିବାକୁ ଓଜେଇଇ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ଓଜେଇ ପକ୍ଷରୁ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ ପହଞ୍ଚି।

ଓଜେଇଇ ସମ୍ପାଦକ ପ୍ରିୟବ୍ରତ ସାହୁ କହିଛନ୍ତି,“ ମେ’ଶେଷ ସପ୍ତାହ କିମ୍ବା ଜୁନ୍‌ ପ୍ରଥମ ସପ୍ତାହରେ ଫଳ ପ୍ରକାଶିତ କରିବାକୁ ଆମେ ଆଶା କରୁଛୁ। ଜୁନ୍‌ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହରେ ସବୁ ଶିକ୍ଷାନୁଷ୍ଠାନର ଫଳ ପ୍ରକାଶିତ ହେବା ପରେ କାଉନସିଲ ଆରମ୍ଭ ହେବ। ଏଥିପାଇଁ ଆମେ ପ୍ରସ୍ତୁତ ରହିଛୁ।”

ଚଳିତବର୍ଷ ଏହି ପ୍ରବେଶିକା ପରୀକ୍ଷାରେ ମାଇନସ୍‌ ମାର୍କିଂ ଲାଗୁ ହୋଇଛି। ଇଞ୍ଜିନିୟରିଂ,ଏମ୍‌ ଫାର୍ମା, ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌ ଭଳି ପାଠ୍ୟକ୍ରମରେ ଆଡ୍‌ମିଶନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଓଜେଇଇ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story