ଓସ୍କାର ଚେୟାରମ୍ୟାନ ପ୍ରଭାସଙ୍କ ବ୍ୟାଙ୍କଖାତାରେ ରହିଛି ୧ କୋଟି ଟଙ୍କା ଡିପୋଜିଟ

ଭୁବନେଶ୍ୱର: ଓସ୍କାର ଚିଟଫଣ୍ଡ ଠକେଇ ମାମଲାରେ କମିଶନରେଟ୍‌ ପୋଲିସ ହାତରେ ଲାଗିଛି ପ୍ରଭାସ ରାଉତଙ୍କ ଅମାପ ସମ୍ପତ୍ତିର ସୂଚନା। ଗୁଜରାଟ ପରେ ମହାରାଷ୍ଟ୍ରର ଦୁଇଟି ସ୍ଥାନରେ ତାଙ୍କର ସମ୍ପତ୍ତି ଠାବ କରାଯାଇଛି। ଭୁବନେଶ୍ୱରର ଏକ ବ୍ୟାଙ୍କରୁ ୧ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ ମିଳିଛି। ପ୍ରଭାସଙ୍କର ଓଲିଉଡର ବହୁ କଳାକାରଙ୍କ ସହ କୋଟି କୋଟି ଟଙ୍କାର ବ୍ୟାଙ୍କ କାରବାର ହୋଇଛି। ଏହା ଜଣାପଡିବା ପରେ କମିଶନରେଟ ପୋଲିସ ଏବେ ଏହି କଳାକାରମାନଙ୍କୁ ପଚରାଉଚରା କରିବାକୁ ଯୋଜନା ପ୍ରସ୍ତୁତ […]

prabhas rout

prabhas rout

Rakesh Mallick
  • Published: Tuesday, 14 June 2016
  • Updated: 14 June 2016, 11:15 PM IST

prabhas routଭୁବନେଶ୍ୱର: ଓସ୍କାର ଚିଟଫଣ୍ଡ ଠକେଇ ମାମଲାରେ କମିଶନରେଟ୍‌ ପୋଲିସ ହାତରେ ଲାଗିଛି ପ୍ରଭାସ ରାଉତଙ୍କ ଅମାପ ସମ୍ପତ୍ତିର ସୂଚନା। ଗୁଜରାଟ ପରେ ମହାରାଷ୍ଟ୍ରର ଦୁଇଟି ସ୍ଥାନରେ ତାଙ୍କର ସମ୍ପତ୍ତି ଠାବ କରାଯାଇଛି। ଭୁବନେଶ୍ୱରର ଏକ ବ୍ୟାଙ୍କରୁ ୧ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ ମିଳିଛି। ପ୍ରଭାସଙ୍କର ଓଲିଉଡର ବହୁ କଳାକାରଙ୍କ ସହ କୋଟି କୋଟି ଟଙ୍କାର ବ୍ୟାଙ୍କ କାରବାର ହୋଇଛି। ଏହା ଜଣାପଡିବା ପରେ କମିଶନରେଟ ପୋଲିସ ଏବେ ଏହି କଳାକାରମାନଙ୍କୁ ପଚରାଉଚରା କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ଏହାସହ ପ୍ରଭାସଙ୍କୁ ଆଉ ୫ରୁ ୭ଦିନ ରିମାଣ୍ଡରେ ଆଣି ଜେରା କରିବାକୁ ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଆବେଦନ କରିବ। ଗୁଜରାଟ ସମ୍ପତ୍ତି ଓ ମାମଲାର ଖୋଳତାଡ଼ କରିବାକୁ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ଟିମ୍‌ ସେଠାକୁ ଯିବ ବୋଲି ଜଣାପଡିଛି।

ଆଜି ଚତୁର୍ଥ ଦିନରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା ପ୍ରଭାସଙ୍କୁ ନିଜେ ଜେରା କରିଥିଲେ। ଜେରାରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ମଧ୍ୟ ସାମିଲ ହୋଇଥିଲେ। ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଯାଇଥିବା ଜେରା ବେଳେ ଜଣାପଡିଛି। ଏମାନଙ୍କ ମଧ୍ୟରେ କିଛି ଓଲିଉଡ଼ କଳାକାର ଅଛନ୍ତି, ଯେଉଁମାନଙ୍କୁ ପୋଲିସ ଜେରା କରିବାକୁ ଡାକିବ। କେଉଁ କେଉଁ କଳାକାରଙ୍କୁ ପୋଲିସ ଏବେ ଡାକିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଭାସ ୪ଟି ଓଡ଼ିଆ ଫିଲ୍ମ ନିର୍ମାଣ କରିଛନ୍ତି। ଏଥିରେ ପପୁ, ଅନୁଭବ, ସିଦ୍ଧାନ୍ତଙ୍କ ପରି କଳାକାର ଅଭିନୟ କରିଛନ୍ତି। ଏହାବାଦ୍‌ କମ୍ପାନୀର ଷ୍ଟେଜ ଶୋରେ ଉତ୍ତମ ମହାନ୍ତି, ପପୁଙ୍କ ସେମତ କିଛି ସିନେ ଅଭିନେତ୍ରୀମାନେ ସାମିଲ ହୋଇଛନ୍ତି।

ଜେରା ବେଳେ ଭୁବନେଶ୍ୱରରେ ଥିବା ପ୍ରଭାସଙ୍କ ଏକ ବ୍ୟାଙ୍କ ଆକାଉଣ୍ଟରୁ ଏକ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟର ସନ୍ଧାନ ମିଳିଛି। ଗୁଜରାଟର ୫ଟି ସ୍ଥାନରେ ତାଙ୍କର ସମ୍ପତ୍ତି ରହିଛି। ସେହିପରି ମହାରାଷ୍ଟ୍ରର ଦୁଇଟି ସ୍ଥାନରେ ସଂସ୍ଥାର ସମ୍ପତ୍ତି ରହିଛି। ଗୁଜରାଟରେ ପ୍ରଭାସ ଓ ତାଙ୍କ କମ୍ପାନୀ ନାମରେ ୧୫ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ରହିଛି। ଓଡ଼ିଶାରେ ତାଙ୍କ ନାଁରେ ୨ଟି ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story