ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣା: ଆଉ ୨ ଯନ୍ତ୍ରୀ ଗିରଫ, ଫେରାର ଅଛନ୍ତି ସଂସ୍ଥାର ୨ ଡାଇରେକ୍ଟର

ଭୁବନେଶ୍ୱର: ବମିଖାଲରେ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଆଉ ଦୁଇ ଜଣ ଇଞ୍ଜିନିୟର ଗିରଫ ହୋଇଛନ୍ତି। ସେମାନେ ହେଲେ ସହକାରୀ ଯନ୍ତ୍ରୀ କିଶୋର ରାଉତ ଓ ସାଇଟ୍ ଇଞ୍ଜିନିୟର ବିପୁଲ ଚକ୍ରବର୍ତ୍ତୀ। ଗିରଫ ପରେ କିଶୋର କହିଛନ୍ତି, “ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିଲା। ଭାଗ୍ୟର ବିଡ଼ମ୍ବନା ପାଇଁ ଏହି ଦୁର୍ଘଟଣା ଘଟିଲା।” ଗତକାଲି ନିର୍ମାଣକାରୀ ସଂସ୍ଥା “ପଣ୍ଡା ଇନ୍‌ଫ୍ରା”ର ମୁଖ୍ୟ ପ୍ରତାପ ପଣ୍ଡା ଓ ଦାୟିତ୍ୱରେ ଅବହେଳା ପାଇଁ ଏକ୍‌ଜ୍ୟୁକ୍ୟୁଟିଭ୍ ଇଞ୍ଜିନିୟର ବଂଶୀଧର ପ୍ରହରାଜଙ୍କୁ ପୋଲିସ […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 02:37 PM IST

Sports

Latest News

bomikhalଭୁବନେଶ୍ୱର: ବମିଖାଲରେ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଆଉ ଦୁଇ ଜଣ ଇଞ୍ଜିନିୟର ଗିରଫ ହୋଇଛନ୍ତି। ସେମାନେ ହେଲେ ସହକାରୀ ଯନ୍ତ୍ରୀ କିଶୋର ରାଉତ ଓ ସାଇଟ୍ ଇଞ୍ଜିନିୟର ବିପୁଲ ଚକ୍ରବର୍ତ୍ତୀ। ଗିରଫ ପରେ କିଶୋର କହିଛନ୍ତି, “ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିଲା। ଭାଗ୍ୟର ବିଡ଼ମ୍ବନା ପାଇଁ ଏହି ଦୁର୍ଘଟଣା ଘଟିଲା।”

ଗତକାଲି ନିର୍ମାଣକାରୀ ସଂସ୍ଥା “ପଣ୍ଡା ଇନ୍‌ଫ୍ରା”ର ମୁଖ୍ୟ ପ୍ରତାପ ପଣ୍ଡା ଓ ଦାୟିତ୍ୱରେ ଅବହେଳା ପାଇଁ ଏକ୍‌ଜ୍ୟୁକ୍ୟୁଟିଭ୍ ଇଞ୍ଜିନିୟର ବଂଶୀଧର ପ୍ରହରାଜଙ୍କୁ ପୋଲିସ ଗିରଫ କରିଥିଲା। ଆଜି ପ୍ରତାପ ପଣ୍ଡାଙ୍କୁ କୋର୍ଟ ଚାଲାଣ କରାଯିବ। କମ୍ପାନୀର ଅନ୍ୟତମ ଦୁଇ ବୋର୍ଡ ଡାଇରେକ୍ଟର ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡା ଏବେ ବି ଫେରାର୍ ଅଛନ୍ତି। ସେମାନଙ୍କୁ ପୋଲସି ଖୋଜୁଛି।  ଆବଶ୍ୟକ ପଡ଼ିଲେ ଏମାନଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି। ଏହି ୩ ଜଣଙ୍କ ନାଁରେ ୨୮୪, ୩୦୪, ୩୩୭, ୩୩୮ ଓ ୩୪ ଆଇପିସି ଦଫାରେ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ।

ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଥିବା ଗତକାଲି ରାଜ୍ୟ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସୂଚନା ଦେଇଥିଲେ। ଚିଫ୍ ଇଞ୍ଜିନିୟର ଡିଜାଇନ୍ ଓ ଚିଫ୍ ଇଞ୍ଜିନିୟର ରୋଡସ୍‌ଏହି ତଦନ୍ତ କରୁଛନ୍ତି। ସେମାନଙ୍କୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି।  ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୂର୍ତ୍ତ ସଚିବ। ଏହି ଦୁର୍ଘଟଣା ପରେ ଦୁଇ ଜଣ ଯନ୍ତ୍ରୀଙ୍କୁ ସଙ୍ଗେ ସଙ୍ଗେ ନିଲମ୍ବିତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ରବିବାର ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିଲେ। ଆହତମାନେ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ସହାୟତା ରାଶି  ଘୋଷଣା କରିଛନ୍ତି। ଏଥିସହ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story