ପୁରୀରେ ନେପାଳ ରାଷ୍ଟ୍ରପତି; ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଆଜି ପୁରୀ ଗସ୍ତରେ ଆସିଛନ୍ତି। ସେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଛନ୍ତି। ସିଂହଦ୍ୱାର ନିକଟରେ ତାଙ୍କୁ ସେବାୟତମାନେ ସ୍ୱାଗତ କରି ଥିଲେ। ଏହାପରେ ତାଙ୍କୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ନେପାଳ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦୁଇ ଘଣ୍ଟା ପାଇଁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ ରଖାଯାଇଛି। ଜଗନ୍ନାଥଙ୍କ ଦର୍ଶନ ସାରି ନେପାଳ ରାଷ୍ଟ୍ରପତି ସିଧା କୋଣାର୍କ ଯାଇ ସୂର୍ଯ୍ୟ […]

nepalpresident

nepalpresident

Rakesh Mallick
  • Published: Friday, 21 April 2017
  • Updated: 21 April 2017, 11:52 AM IST

Sports

Latest News

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଆଜି ପୁରୀ ଗସ୍ତରେ ଆସିଛନ୍ତି। ସେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଛନ୍ତି।

ସିଂହଦ୍ୱାର ନିକଟରେ ତାଙ୍କୁ ସେବାୟତମାନେ ସ୍ୱାଗତ କରି ଥିଲେ। ଏହାପରେ ତାଙ୍କୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା।

ନେପାଳ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦୁଇ ଘଣ୍ଟା ପାଇଁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ ରଖାଯାଇଛି।

ଜଗନ୍ନାଥଙ୍କ ଦର୍ଶନ ସାରି ନେପାଳ ରାଷ୍ଟ୍ରପତି ସିଧା କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବେ।

ତାଙ୍କ ଗସ୍ତ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story