ଲଜ୍‌ ମାଲିକ ଚନ୍ଦନ ବେହେରା ହତ୍ୟା ମାମଲାରେ ତାଙ୍କ ପତ୍ନୀ ଗିରଫ  

ପୁରୀ: ପୁରୀର ଆଇନ୍‌ଜୀବୀ ତଥା ଲଜ୍ ମାଲିକ ଚନ୍ଦନ ବେହେରା ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ୍। ଚନ୍ଦନଙ୍କ ହତ୍ୟା ଅଭିଯୋଗରେ ତାଙ୍କ ପତ୍ନୀ ନିବେଦିତା ବେହେରାଙ୍କୁ ଗିରଫ କରିଛି ପୋଲିସ୍। ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଚନ୍ଦନଙ୍କ ସମସ୍ତ ସମ୍ପତ୍ତି ହାତେଇବା ପାଇଁ ନିବେଦିତା ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲେ। ଲିଟୁ ଓରଫ ନରେନ୍ଦ୍ରନାଥ ଦାସ, ଜଗା ଭଟ୍ଟ, କପିତ ଦାସ ଓ ବରଜୁ ଦାସ ସହ ମିଶି ସେ ଏହି […]

purisp

purisp

Rakesh Mallick
  • Published: Monday, 16 January 2017
  • Updated: 16 January 2017, 05:00 PM IST

Sports

Latest News

ପୁରୀ: ପୁରୀର ଆଇନ୍‌ଜୀବୀ ତଥା ଲଜ୍ ମାଲିକ ଚନ୍ଦନ ବେହେରା ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ୍। ଚନ୍ଦନଙ୍କ ହତ୍ୟା ଅଭିଯୋଗରେ ତାଙ୍କ ପତ୍ନୀ ନିବେଦିତା ବେହେରାଙ୍କୁ ଗିରଫ କରିଛି ପୋଲିସ୍। ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି।

ଚନ୍ଦନଙ୍କ ସମସ୍ତ ସମ୍ପତ୍ତି ହାତେଇବା ପାଇଁ ନିବେଦିତା ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲେ। ଲିଟୁ ଓରଫ ନରେନ୍ଦ୍ରନାଥ ଦାସ, ଜଗା ଭଟ୍ଟ, କପିତ ଦାସ ଓ ବରଜୁ ଦାସ ସହ ମିଶି ସେ ଏହି ଷଡ଼ଯନ୍ତ୍ର କରିଥିଲେ। । ଡିସେମ୍ବର ୨୦ ତାରିଖରେ ନିବେଦିତା ରାଉରକେଲାରୁ ପୁରୀ ଆସିଥିଲେ। ସେ ସି ସାଇନ୍ ଆପାର୍ଟମେଣ୍ଟରେ ରହୁଥିଲେ। ୧୫ ଦିନ ଧରି ସେଠାରେ ଏହି ହତ୍ୟାକାଣ୍ଡର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଚନ୍ଦନଙ୍କର ପୁରୀରେ ଯେଉଁ ସଂପତ୍ତି ରହିଥିଲା ତା’ର ପରିଚାଳନା ପାଇଁ ନିବେଦିତା ଅନ୍ୟତମ  ଅଭିଯୁକ୍ତ ଲିଟୁ ଓରଫ୍ ନରେନ୍ଦ୍ରନାଥ ଦାସଙ୍କ ସହ ଏକ ଚୁକ୍ତି ମଧ୍ୟ କରିଥିଲେ। ଲିଟୁକୁ ସେ ତାଙ୍କର ଅଭିଭାବକ ଓ ପାୱର ଅଫ୍ ଆଟୋର୍ଣ୍ଣି ରଖିଥିଲେ।  ଜାନୁଆରୀ ୫ ତାରିଖରେ ନିବେଦିତା ରାଉରକେଲା ଚାଲି ଯାଇଥିଲେ। ଅଭିଯୁକ୍ତ କପିଳ ଦାସ ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ତପସ୍ୱିନୀ ଏକ୍ସପ୍ରେସ୍‌ରେ ନେଇ ରାଉରକେଲାରେ ଛାଡ଼ିବା ପରେ ୭ ତାରିଖରେ ପୁରୀ ଫେରି ଆସିଥିଲା। ଏହା ପରେ ୮ ତାରିଖ ସନ୍ଧ୍ୟାରେ ଚନ୍ଦନଙ୍କୁ ତାଙ୍କ ଲଜ୍‌ ଫାଟକ  ସମ୍ମୁଖରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା।

ପୋଲିସ୍ ଏ ମାମଲାରେ ପୂର୍ବରୁ ଜଗା, କପିଳା ଓ ବରଜୁଙ୍କୁ ଗିରଫ କରିଥିବା ବେଳେ ଆଜି ନିବେଦିତାଙ୍କ ସମେତ ଆଉ ୫ ଜଣଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହାର ହୋଇଥିବା ଭୁଜାଲି ଓ ରିଭଲଭର ଲୁଚାଇ ରଖିଥିବା ସି ସାଇନ୍ ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ କମଳାକାନ୍ତ ଦାସ, ହତ୍ୟାକାରୀ ଜଗାର ଭାଇ ବଳିଆ, ହତ୍ୟାକାରୀଙ୍କୁ ଲୁଚାଇ ରଖିଥିବା ପ୍ରଫୁଲ ବେହେରା ଓ ରବୀନ୍ଦ୍ର ବେହେରାଙ୍କୁ ପୋଲିସ୍ ଗିରଫ କରିଛି।  ଆଉ ଜଣେ ଫେରାର ଅଛି।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନ ଓ ନିବେଦିତା ଏକାଠି ରହୁ ନ ଥିଲେ। ତେବେ ସେମାନଙ୍କର ବିବାହ ବିଚ୍ଛେଦ ବି ହୋଇ ନ ଥିଲା। ତେଣୁ ଚନ୍ଦନଙ୍କ ପୂରା ସଂପତ୍ତି ହଡ଼ପ କରିବା ପାଇଁ ନିବେଦିତା ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚି ଥିଲେ।

ସୂଚନାଯୋଗ୍ୟ, ଗତ ୮ ତାରିଖ ସନ୍ଧ୍ୟାରେ ଚନ୍ଦନ ତାଙ୍କର ଜଣେ ବନ୍ଧୁ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସହ ଏକ ସ୍କୁଟରରେ ଆସି ଲଜ୍ ଗେଟ୍‌ରେ ପ୍ରବେଶ କରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଚନ୍ଦନଙ୍କ ବେକ ପଛପଟକୁ ହାଣିବା ସହ ହାତକୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର ମଧ୍ୟ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story