‘ଉତ୍ତମ ଶିକ୍ଷା ଦ୍ୱାରା ଭଲ ମଣିଷ ସୃଷ୍ଟି ହୋଇଥାନ୍ତି’

ପୁରୀ: ଉତ୍ତମ ଶିକ୍ଷା ଦ୍ୱାରା ଭଲ ମଣିଷ ସୃଷ୍ଟି ହୋଇଥାନ୍ତି। ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଉତ୍ତମ ଚରିତ୍ର ଦ୍ୱାରା ହିଁ ଆଦର୍ଶ ନାଗରୀକ ସୃଷ୍ଟି ହୋଇଥାନ୍ତି। ଫଳରେ ଉତ୍ତମ ସାମଜ ଓ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ। ତେଣୁ ଭାରତର ଶିକ୍ଷାନୀତିରେ ପରିବର୍ତ୍ତନ ଆବଶ୍ୟକ ହୋଇପଡ଼ିଛି। ପୁରୀ ଗୋବର୍ଦ୍ଧନ ମଠ ପରିସରରେ ମା’ ବିମଳାମ୍ୱା ମନ୍ଦିର ପ୍ରତିଷ୍ଠା ଉତ୍ସବର ଅନ୍ତିମ ଦିନରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେଇ ଏହା କହିଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,“ବେଦ ବିହୀନ ବିଜ୍ଞାନ […]

puri-gajapati

puri-gajapati

Rakesh Mallick
  • Published: Friday, 20 January 2017
  • Updated: 20 January 2017, 11:10 PM IST

Sports

Latest News

ପୁରୀ: ଉତ୍ତମ ଶିକ୍ଷା ଦ୍ୱାରା ଭଲ ମଣିଷ ସୃଷ୍ଟି ହୋଇଥାନ୍ତି। ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଉତ୍ତମ ଚରିତ୍ର ଦ୍ୱାରା ହିଁ ଆଦର୍ଶ ନାଗରୀକ ସୃଷ୍ଟି ହୋଇଥାନ୍ତି। ଫଳରେ ଉତ୍ତମ ସାମଜ ଓ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ। ତେଣୁ ଭାରତର ଶିକ୍ଷାନୀତିରେ ପରିବର୍ତ୍ତନ ଆବଶ୍ୟକ ହୋଇପଡ଼ିଛି। ପୁରୀ ଗୋବର୍ଦ୍ଧନ ମଠ ପରିସରରେ ମା’ ବିମଳାମ୍ୱା ମନ୍ଦିର ପ୍ରତିଷ୍ଠା ଉତ୍ସବର ଅନ୍ତିମ ଦିନରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେଇ ଏହା କହିଛନ୍ତି।

ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,“ବେଦ ବିହୀନ ବିଜ୍ଞାନ ଦ୍ୱାରା ସମାଜ ବିକଶିତ ସମ୍ଭବ ନୁହେଁ।”

ଏଥିରେ ରାଷ୍ଟ୍ରୀ ସ୍ୱୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭଗବତ ଯୋଗଦେଇ କହିଛନ୍ତି,“ଶିକ୍ଷାନୀତିକୁ ନେଇ ଅନେକ କମିଶନ ରିପୋର୍ଟ ପ୍ରଦାନ କରିଛନ୍ତି। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନି। ତେଣୁ ମାତୃଭାଷା ଓ ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଦରକାର।”

ସେ କହିଛନ୍ତି,“ବିଶ୍ୱ ଆଜି ଚକ୍ରବ୍ୟୁହରେ ଫସି ଯାଇଛି। ଏଥିରୁ ବାହାରିବା ପାଇଁ ରାସ୍ତା ପାଉନାହିଁ। ଏହି ଚକ୍ରବ୍ୟୁହରୁ ବାହାରିବା ପାଇଁ ଭାରତ ହିଁ ଏକ ମାତ୍ର ରାସ୍ତା। ଭାରତର ସାଧାରଣ ଲୋକଙ୍କର ନିଜ ଜ୍ଞାନ ସମ୍ପର୍କରେ ଜାଣିନାହାନ୍ତି। ସେହି ଜ୍ଞାନକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ଜରୁରୀ ହୋଇପଡ଼ିଛି।”

ସେ କହିଛନ୍ତି,“ଭଲ ମଣିଷ ପାଇଁ ନୈତିକ ଶିକ୍ଷା ଘରୁ ଦିଆଯାଏ। ପରେ ଶିକ୍ଷା ଗ୍ରହଣ ପାଇଁ ବିଦ୍ୟାଳୟକୁ ଯାଇଥାନ୍ତି। ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ ସମୟରେ ସାମାଜିକ ବାତାବରଣରେ ରହିଥାନ୍ତି। କାରଣ ସାମାଜିକ ବାତାବରଣ ତାଙ୍କୁ ଶିକ୍ଷା ଦେଇଥାଏ।”

ସେ କହିଛନ୍ତି,“ଆଜି ମଧ୍ୟ ଗ୍ରାମାଞ୍ଚଳ ଲୋକ ସଂସ୍କାର ଓ ପରମ୍ପରାକୁ ଭୁଲି ନାହାନ୍ତି। ସନ୍ଧ୍ୟା ବେଳେ ଗଛରୁ ପତ୍ର ତୋଳନ୍ତି ନାହାନ୍ତି। କାରଣ ସନ୍ଧ୍ୟା ବେଳେ ଗଛ ଶୋଇଥାଏ। ଏହି ଶିକ୍ଷା ଗ୍ରହଣ କରିବା ପାଇଁ ଗ୍ରାମାଞ୍ଚଳ ଲୋକ ଉଦ୍ଭିଦ ବିଜ୍ଞାନ ପଢ଼ିବାକୁ ଯାଇନାହାନ୍ତି। ଏହି ଶିକ୍ଷା ପରମ୍ପରା ହିଁ ଗ୍ରହଣ କରାଯାଇଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story