ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗ: ସେପ୍ଟେମ୍ବର ୨୫ ସୁଦ୍ଧା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ: ସରକାରଙ୍କ ନିଷ୍ପତ୍ତିକ୍ରମେ ବେଆଇନ୍ ଭାବେ ଖାଉଟି କାର୍ଡ ହାତେଇ ଥିବା ଅଯୋଗ୍ୟ ହିତାଧିକାରୀମାନଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରି ନେବା ପାଇଁ ଆଜି ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ ସମସ୍ତ ଜିଲ୍ଲାର ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭିନ୍ନ ଥାନାରେ ଥିବା ଏସଂପର୍କିତ ୬୭୮୬ଟି ମାମଲାକୁ ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ବନ୍ଦ କରିବାକୁ ଏଥିରେ କୁହାଯାଇଛି। […]

dgp

dgp

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 07:15 PM IST

dgpକଟକ: ସରକାରଙ୍କ ନିଷ୍ପତ୍ତିକ୍ରମେ ବେଆଇନ୍ ଭାବେ ଖାଉଟି କାର୍ଡ ହାତେଇ ଥିବା ଅଯୋଗ୍ୟ ହିତାଧିକାରୀମାନଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରି ନେବା ପାଇଁ ଆଜି ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ ସମସ୍ତ ଜିଲ୍ଲାର ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭିନ୍ନ ଥାନାରେ ଥିବା ଏସଂପର୍କିତ ୬୭୮୬ଟି ମାମଲାକୁ ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ବନ୍ଦ କରିବାକୁ ଏଥିରେ କୁହାଯାଇଛି।

ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ ୨୦୧୬ର ଉଲ୍ଲଂଘନ ପାଇଁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୋଲିସ୍ ପକ୍ଷରୁ ଉଲଂଘନକାରୀଙ୍କ ବିରୁଦ୍ଧରେ କୌଣସି ଅପରାଧିକ ମାମଲା ରୁଜୁ ନ କରିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। ସେପ୍ଟେମ୍ବର ୩୦ ତାରିଖ ପରେ ଏହି ଆଦେଶର ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଅନୁମୋଦନ ନିଆଯିବ ବୋଲି ଦର୍ଶାଯାଇଛି।

ରାଜ୍ୟ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମାରେ ଆହୁରି କୁହାଯାଇଛି ଯେ ଏହି ମାମଲାଗୁଡ଼ିକରେ ଯଦି କୌଣସି ତଦନ୍ତ ଚାଲୁଥାଏ ସେସବୁକୁ ଓ.ପି.ଡି.ଏସ୍‌ (କଣ୍ଟ୍ରୋଲ୍‌)୨୦୧୬ ଧାରା ୨୯ (୨) ଅନୁସାରେ ଆଇନର ଭ୍ରମ ଭାବେ ଦର୍ଶାଯିବ। ଏହି ମାମଲାଗୁଡ଼ିକରେ ଯଦି କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇସାରିଥିବ ସେସବୁକୁ ସିଆରପିସି ଧାରା ୧୭୩ (୮) ଅନୁସାରେ ଅଧିକ ତଦନ୍ତ ପାଇଁ ପୁଣି ଥରେ ଖୋଲାଯିବ ଏବଂ ପରେ ଏହାକୁ ଆଇନର ଭ୍ରମ ଭାବେ ଦର୍ଶାଯିବ। ଯଦି ଏହି ମାମଲାରେ କୌଣସି ଅଭିଯୁକ୍ତ ଫେରାର ଥାଆନ୍ତି ତେବେ ତାଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ଜାରି କରାଯିବ ନାହିଁ। ଯଦି ପୂର୍ବରୁ ଏଭଳି ମାମଲାରେ କୌଣସି ଅଭିଯୁକ୍ତଙ୍କ ନାଁରେ ଜାମିନ ବିହୀନ ପରୱାନା ଜାରି କରାଯାଇଥାଏ ତା’ହେଲେ ତଦନ୍ତକାରୀ ଅଧିକାରୀଙ୍କ ଉଦ୍ୟମରେ ତାକୁ ଫେରାଇ ଅଣାଯିବ। ସମସ୍ତ ଜିଲ୍ଲାର ଏସ୍‌ପିମାନଙ୍କୁ ବ୍ୟକ୍ତିଗତ ଭାବେ ଏହି ଆଦେଶର ଅନୁପାଳନ ଓ ସଂଚାଳନ କରି ପ୍ରତ୍ୟହ ଏବାବଦରେ ହୋଇଥିବା ଅଗ୍ରଗତିକୁ ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ଅବଗତ କରିବାକୁ ଡିଜିପି କେ.ବି ସିଂହ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story