ଫଳ ପ୍ରକାଶର ୭ ଦିନ ଭିତରେ ରି-ଆଡିସନ୍ ଆବେଦନ କରିପାରିବେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଉ ଏକମାସ ନୁହେଁ, ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବାର ୭ ଦିନ ଭିତରେ ରି-ଆଡିସନ୍ ପାଇଁ ଆବେଦନ କରିବେ ବିଜ୍ଞାନ ଛାତ୍ରଛାତ୍ରୀ। ଆବେଦନ ପରେ ଶୀଘ୍ର ସଂଶୋଧିତ ମାର୍କସ ଦିଆଯିବ। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାର ରାଙ୍କ୍ ପ୍ରସ୍ତୁତିରେ ସହାୟକ ପାଇଁ ପରିଷଦ ଏଭଳି ନିଷ୍ପତ୍ତି ନେଇଛି। ରବିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯୁକ୍ତ ଦୁଇ ବିଜ୍ଞାନ ପିଲାଙ୍କର ରି-ଆଡିସନର ଆବେଦନର ପ୍ରକ୍ରିୟା […]

chhatoi

chhatoi

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 02:35 PM IST

Sports

Latest News

ଭୁବନେଶ୍ୱର: ଆଉ ଏକମାସ ନୁହେଁ, ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବାର ୭ ଦିନ ଭିତରେ ରି-ଆଡିସନ୍ ପାଇଁ ଆବେଦନ କରିବେ ବିଜ୍ଞାନ ଛାତ୍ରଛାତ୍ରୀ। ଆବେଦନ ପରେ ଶୀଘ୍ର ସଂଶୋଧିତ ମାର୍କସ ଦିଆଯିବ। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାର ରାଙ୍କ୍ ପ୍ରସ୍ତୁତିରେ ସହାୟକ ପାଇଁ ପରିଷଦ ଏଭଳି ନିଷ୍ପତ୍ତି ନେଇଛି। ରବିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଯୁକ୍ତ ଦୁଇ ବିଜ୍ଞାନ ପିଲାଙ୍କର ରି-ଆଡିସନର ଆବେଦନର ପ୍ରକ୍ରିୟା ମାସେ କାଳ ଲମ୍ବି ରହୁଥିବା ଯୋଗୁଁ ବିଭିନ୍ନ ଅସୁବିଧା ହେଉଛି। ପିଲାଙ୍କୁ ନ୍ୟାୟ ଦେବାରେ ମଧ୍ୟ ବିଳମ୍ବ ହେଉଛି। ତେଣୁ ଏହି ଅବଧିକୁ ୭ ଦିନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାଫଳ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ଜଣେ ପିଲା ରି-ଆଡିସନ୍ ପାଇଁ ଆବେଦନ କରିପାରିବ। ଆବେଦନ ପାଇବା ପରେ ଅତିଶୀଘ୍ର ସଂଶୋଧିତ ନମ୍ବର ପ୍ରକାଶ କରାଯିବ।

ଛାଟୋଇ ଆହୁରି ମଧ୍ୟ କହିଛନ୍ତି, ଇଂଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ରାଙ୍କ ନିର୍ଦ୍ଧାରଣ ବେଳେ ଯୁକ୍ତ ଦୁଇ ମାର୍କ ଆବଶ୍ୟକ ହୋଇଥାଏ। ତେଣୁ ଆସନ୍ତା ଜୁନ୍ ୧୦ ସୁଦ୍ଧା ସଂଶୋଧିତ ମାର୍କସ ପଠାଇବାକୁ ସିବିଏସଇ କହିଛି।

ଶିକ୍ଷାବିତ୍ ଅମୂଲ୍ୟ କୁମାର ପଣ୍ଡା ସିଏଚଏସଇର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଏହା ଏକ ଭଲ ପଦକ୍ଷେପ। ତେବେ ଏହାର ସଫଳ କାର୍ଯ୍ୟକାରିତା ନିର୍ଭର କରେ ସିଏଚଏସଇରେ ଏହି କାର୍ଯ୍ୟ କରିବାକୁ ଥିବା ଲୋକଙ୍କ ନିଷ୍ଠା ଓ ଆଗ୍ରହ ଉପରେ।

ଜାନୁଆରୀ ୨୦ ରୁ ୩୦ ମଧ୍ୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକଟିକାଲ ପରୀକ୍ଷା ହେବ। ମାର୍ଚ୍ଚ ୨ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ ଓ ମାର୍ଚ୍ଚ ୨୯ ତାରିଖରେ ଶେଷ ହେବ।  ଆସନ୍ତା ୧୫ ତାରିଖରୁ ଛାତ୍ରଛାତ୍ରୀ ଅନଲାଇନରେ ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ। ପ୍ରାକଟିକାଲ୍ ପରୀକ୍ଷା ବେଳେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ସମସ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ପରିଷଦ ନିର୍ଦ୍ଦେଶ ଦେଇଛି। ସେହିପରି ଥିଓରୀ ପରୀକ୍ଷାର ପ୍ରଶ୍ନପତ୍ର ସୁରକ୍ଷିତ ରଖିବାକୁ ୨୦୩ଟି ଏକ୍ଜାମିନେସନ ମ୍ୟାନେଜମେଣ୍ଟ ହବ୍ ଚିହ୍ନଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story